ରାଜ୍ୟ

ପ୍ରମାଣ ନଷ୍ଟ କରିବାକୁ ଯାଇ ଘର ଭାଙ୍ଗୁଛନ୍ତି କି ବବି? ମୁହଁ ଖୋଲୁନାହାନ୍ତି କେହି

ଭୁବନେଶ୍ୱର,୨୫।୬: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସରକାରୀ କ୍ୱାର୍ଟର୍ସ ପରିସରରେ ନିର୍ମାଣ କରିଥିବା ରାଜପ୍ରସାଦ ପରି ଘରକୁ ଏବେ ଭାଙ୍ଗିବାରେ ଲାଗିଛନ୍ତି। ଆଜି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର୍ସ ପରିସରେ ଜଣେ ଖବରଦାତାଙ୍କୁ ତାଲା…

ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

ମାଲକାନଗିରି,୨୫।୬: ମାଲକାନଗିର ଜିଲା ମାଛକୁଣ୍ଡ ଥାନା ବାରଙ୍ଗବାଡ଼ି ଗାଁ ନିକଟ ଜଙ୍ଗଲରେ ମଙ୍ଗଳାବର ଏକ ଅଘଟଣ ଘଟିଛି। ମହୁମାଛି ଆକ୍ରମଣରେ ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମିଳିଥିବା…

ବଡ଼ ଖବର: ବବି ଦାସଙ୍କ ସରକାରୀ ଘରେ ଚାଲିଛି ଭଙ୍ଗାରୁଜା

ଭୁବନେଶ୍ୱର,୨୫।୬: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ(ବବି)ଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କିଏ କାହିଁକି ଭାଙ୍ଗୁଛି ତାହା ଏଯାଏ ଜଣାପଡିନାହିଁ। ଅଣ୍ଡର ଗ୍ରାଉଣ୍ଡରୁ ଗୋଟିଏ ଏବଂ ଉପରକୁ ୩…

ନଦୀରେ ମରି ଭାସୁଛନ୍ତି ଶହଶହ ମାଛ

ପିପିଲି,୨୫।୬: ପୂରୀ ଜିଲା ପିପିଲି ରାଜୁଆ ନଦୀରେ ମଙ୍ଗଳବାର ଶହଶହ ମାଛ ମରି ଭାସୁଥିବା ଦେଖିବବାକୁ ମିଳିଛି। ନଦୀ ଜଳ ବିଷାକ୍ତ ହେଉଥିବାରୁ ମାଛ ମରି ଭାସୁଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ…

ଆରମ୍ଭରୁ ଧୋକା ଦେଲା ମୌସୁମୀ

ଯାଜପୁର,୨୫ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଚାଷୀମାନଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ଜିଲାରେ ଜୁନ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୩୨.୯ ମିମି ନିଦ୍ଧର୍ର୍ାରିତ ହୋଇଛି। ହେଲେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏହାର ୫୫ ପ୍ରତିଶତ କମ୍‌ ଅର୍ଥାତ ହାରାହାରି…

ଅବ୍ୟବସ୍ଥା ଘେରରେ ପ୍ରଭୁ ଗୋରେଖନାଥ ପୀଠ

ରଘୁନାଥପୁର,୨୫ା୬(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠର ମହିମା ସୁଦୂର ପ୍ରସାରୀ। ଦୈନନ୍ଦିନ ବହୁ ହଜାର ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମାତ୍ର ଏଠାରେ ଅନେକ ଅବ୍ୟବସ୍ଥା ଥିବାରୁ ଭକ୍ତଙ୍କ…

ଆସୁଛି ଘୂର୍ଣ୍ଣିବଳୟ ! ଆସନ୍ତା ୫ ଦିନ ପ୍ରବଳ ବର୍ଷା

ଭୁବନେଶ଼୍ବର, ୨୫।୬:ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଫଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି…

ସ୍ବାସ୍ଥ୍ୟ ସଚେତନତାକୁ ଅଣଦେଖା

ଭୁବନେଶ୍ୱର,୨୫ା୬(ସତ୍ୟଜିତ୍‌ ରାଉତ): ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଧରିବା ପାଇଁ ଏକ ସୁସ୍ଥ ପୋଲିସ ବ୍ୟବସ୍ଥା ଲୋଡ଼ା। ସେଥିପାଇଁ ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ଶାରୀରିକ ସ୍ତରରେ ସବୁବେଳେ ଫିଟ୍‌ ରହିବା ଜରୁରୀ। ହେଲେ ପୋଲିସ ବିଭାଗରେ…

ଚିନ୍ତା ବଢ଼ାଇଛି ଡିପ୍‌ଥେରିଆ, ଜେଇ, ଜଣ୍ଡିସ

ଭୁବନେଶ୍ୱର,୨୫।୬(ଅସମାପିକା ସାହୁ): ରାଜ୍ୟରେ ଡିପ୍‌ଥେରିଆ, ଜଣ୍ଡିସ୍‌ ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌(ଜେଇ) ରୋଗ ଚିନ୍ତା ବଢ଼ାଇଛି। ଏହାର ପ୍ରତିକାର ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ୩ରୋଗ ବ୍ୟାପିଥିବା ଜିଲାଗୁଡ଼ିକରେ ଆବଶ୍ୟକ ଟିକାକରଣ, ପାନୀୟଜଳ ଯୋଗାଣ ଏବଂ ଚିକିତ୍ସା ସେବା…

୨୬ରୁ ତିନିଦିନ ବର୍ଷିବ

ଭୁବନେଶ୍ୱର, ୨୫।୬(ଅସମାପିକା ସାହୁ): ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ୨୬ ତାରିଖରୁ ବର୍ଷା ପରିମାଣ ବଢ଼ିବାର ଆଶଙ୍କା ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ…

ବଦଳି ନିର୍ଦ୍ଦେଶ ମାନୁ ନ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୨୫।୬ (ଅସମାପିକା ସାହୁ): ରାଜ୍ୟର ବହୁ ଶିକ୍ଷକ ବଦଳି ନିର୍ଦ୍ଦେଶକୁ ମାନୁ ନାହାନ୍ତି। ଏପରିକି ବଦଳି ହୋଇଥିବା ବିଦ୍ୟାଳୟରେ ଯୋଗ ନ ଦେଇ ବିଭିନ୍ନ ଆଳ କରି ଛୁଟିରେ ରହୁଛନ୍ତି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏପରି କରୁଥିବା ଶିକ୍ଷକଙ୍କ…

ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର/ଚମ୍ପୁଆ/ ଝୁମ୍ପୁରା,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ରାଜ୍ୟର ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ୨ ଦିନିଆ ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?