ରେଲଓ୍ବେ ସାମଗ୍ରୀ ଚୋରି, ୩ ଗିରଫ
କଟକ,୧୨ା୩ (କାର୍ତ୍ତିକ ସାହୁ) ରେଲଓ୍ବେ ସାମଗ୍ରୀ ଚୋରି ଅଭିଯୋଗରେ କଟକ ଆର୍ପିଏଫ୍ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ଚୋରି ରେଲଓ୍ବେ ସାମଗ୍ରୀ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନେ ହେଲେ ପୁରୀ ସଦର…
ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ
ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ…
୯୮-୪୯ ୧୩-୮, ଫାଇନାଲ ହେଲା ଆସନ ବୁଝାମଣା! ଏହି ଠୁ ଲଢିବେ ଅପରାଜିତା…
ଭୁବନେଶ୍ୱର,୧୨।୩: ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ ଚୂଡ଼ାନ୍ତ ହୋଇଛି କେଉଁ ଫର୍ମୂଲା । ସାରା ଓଡ଼ିଶାର ନଜର ଏହା ଉପରେ । ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ରହିଛି ଅଡୁଆ । ଲୋକସଭାରେ ସହମତି ହେଲେ…
Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ମୋଟ ୨,୬୨୯ଟି ଜିଲାସ୍ତରୀୟ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଜିଟି କଳା, ବିଜ୍ଞାନରେ ପିସିଏମ୍ ଓ ସିବିଜେଡ୍, ସଂସ୍କୃତ, ହିନ୍ଦୀ,…
କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଓସେପା ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ
କଟକ,୧୨।୩ (କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ବିଚାରପତି ବିରଜା ପ୍ରସନ୍ନ ଶତପଥୀ ମାମଲାର ରାୟ ପ୍ରକାଶ କରି ଓଡ଼ିଶା…
ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ
ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ ଦାବିକୁ ନେଇ ସୋମବାର ନବୀନ ନିବାସ ଘେରାଉ ପାଇଁ ରାଜ୍ୟ ସରପଞ୍ଚ ମହାସଂଘ ଡାକରା…
ସରକାରଙ୍କ ବଡ ଘୋଷଣା: ସେବାୟତଙ୍କୁ ମିଳିବ ୫ଲକ୍ଷ, ପିଲାଙ୍କୁ ୫୦ହଜାର
ଭୁବନେଶ୍ୱର,୧୨।୩(ଅସମାପିକା ସାହୁ): ପୁଣି ସରକାରଙ୍କ ବଡ ଘୋଷଣା। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ସ୍ବାସ୍ଥ୍ୟ ବୀମା ରାଶି ପରିମାଣ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ନବୀନ ସରକାର। ଗୁରୁତର ରୋଗ କ୍ଷେତ୍ରରେ ଅତିରିକ୍ତ…
ଏଥର ବି ଓଡ଼ିଶାରୁ କେହି ନାହାନ୍ତି
ଭୁବନେଶ୍ୱର,୧୨।୩: କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ। ପୂର୍ବ ଥର ଭଳି ଏଥର ମଧ୍ୟ ଓଡ଼ିଶାରୁ କାହାକୁ ବି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରକାଶ ଯେ, ଏହି ତାଲିକାରେ…
ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ହଜାର ଟଙ୍କା ଲେଖାଏଁ ସହାୟତା, ନବୀନଙ୍କ ବଡ ଘୋଷଣା
ଭୁବନେଶ୍ୱର,୧୨।୩: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ହଜାର ଟଙ୍କା ସହାୟତା। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ…
ଭାଗବଣ୍ଟା ଫାଇନାଲ୍, ରାତି ସୁଦ୍ଧା ବଡ ଘୋଷଣା
ଭୁବନେଶ୍ୱର,୧୨।୩: ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି। ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ…
ମେଣ୍ଟକୁ ନେଇ ଘନଘନ ବୈଠକ: ବିଜେଡ଼ି, ଭାଜପା କହିଲେ…
ଭୁବନେଶ୍ୱର, ୧୨।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ । କେଉଁଠି ନା କେଉଁଠି ଲୋକଙ୍କ ମନକୁ ଆସୁଛି ମେଣ୍ଟ ହେବ! ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ମଙ୍ଗଳବାର ଏହା ସ୍ପଷ୍ଟ ହୋଇପାରେ ବୋଲି…
୩ ଦିନ ପରେ ସଫେଇ କର୍ମଚାରୀଙ୍କ ପାଇଁ କି ନିଷ୍ପତି ନେବ ବିଏମ୍ସି: ବଡ଼ ଘୋଷଣାକୁ…
ଭୁବନେଶ୍ବର,୧୨।୩: ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ବିଏମ୍ସି ୩ ଦିନର ସମୟ ମାଗିଛି। ୩ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ନେଇ ଘୋଷଣା ହେବ। ଅଳିଆ ପୃଥକୀକରଣ ବନ୍ଦ କରିବାକୁ ସଫେଇ କର୍ମଚାରୀ ଦାବି କରିଥିବା ବେଳେ ଏ ନେଇ…
Archives


