ରାଜ୍ୟ

ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,୩।୪: ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଆଜି ସକାଳୁ ସକାଳୁ ଭାଜପା ଛାଡିଥିବାବେଳେ ଏବେ ବିଜେଡି ସାମିଲ୍‌ ହୋଇଛନ୍ତି। ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ । ବ୍ରହ୍ମପୁର ଏମପି…

ବାକି ୩୫ ଆସନ କେବେ? ଏଥର ସାଲେପୁରରୁ ସରପ୍ରାଇଜ୍‌ ପ୍ରାର୍ଥୀ ଦେଇ ଚମକାଇ ଦେବ ଭାଜପା

ଭୁବନେଶ୍ୱର, ୩।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ,…

ରୋଚକ ହେଉଛି ବାଲେଶ୍ୱର ପଲଟିକ୍ସ,ଶ୍ରୀକାନ୍ତ ଫାଇନାଲ, ବିଜେଡି ଖୋଜୁଛି ପ୍ରାର୍ଥୀ

ବାଲେଶ୍ୱର,୩।୪: ବିଜେଡି ଓ ଭାଜପା ପରେ କଂଗ୍ରେସ ଗତକାଲି ୪୭ ବିଧାନସଭା ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ଅର୍ଥାତ୍‌ ରାଜ୍ୟରେ ୩ଟି ଦଳ ଅଧାରୁ ଅଧିକ ବିଧାନସଭା ଓ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲେଣି। ହେଲେ…

ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ୱର, ୩।୪: ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବୁଧବାର ସେ ଶଙ୍ଖ ଧରିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ପ୍ରକାଶ ଭାଜପାରୁ ଇସ୍ତଫା ଦେଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ…

ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସିଦ୍ଧାନ୍ତ, କହିଲେ ବରପୁତ୍ରଙ୍କ ନାଁ ବି…

ଭୁବନେଶ୍ୱର, ୩।୪: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସିଦ୍ଧାନ୍ତ ମହାପାତ୍ର। ସେ ଉତ୍କଳ ଦିବସ ପାଳନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଯିବାକୁ ସମୟ ହେଲାନି, ସେ ନିଜ ପ୍ରତିନିଧିଙ୍କୁ ପଠାଇଲେ। ଭାଷା ସମ୍ମିଳନୀ ଆୟୋଜନ…

କଂଗ୍ରେସରେ ଡିଲ୍‌ ଚାଲିଛି: ଟିକେଟ୍‌ ନ ମିଳିବା ପରେ ଏଭଳି ଅଭିଯୋଗ ଆଣିଲେ ଶିଶିର ଗମାଙ୍ଗ

ଭୁବନେଶ୍ୱର, ୩।୪: ବିଜେଡି, ଭାଜପା ପରେ ମଙ୍ଗଳବାର କଂଗ୍ରେସ ଉଭୟ ଲୋକ ସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେଡି ୭୨, ଭାଜପା ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ୪୭…

ଭାଜପାକୁ ଝଟକା, ଦଳ ଛାଡିଲେ ବରଗଡ଼ ଜିଲା ଉପସଭାପତି ସୁଶାନ୍ତ ମିଶ୍ର

ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ଭାଜପାର ଜିଲା ଉପସଭାପତି ସୁଶାନ୍ତ ମିଶ୍ର ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନିକଟକୁ ପଠାଇଛନ୍ତି। ଦଳ ତାଙ୍କ…

ଟିକେଟ୍‌ ଛକାପଞ୍ଝା: ନବୀନ ନିବାସରେ ଅନନ୍ତ ନାରାୟଣଙ୍କ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର, ୩।୪: ନବୀନ ନିବାସରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଶକ୍ତି ପ୍ରଦର୍ଶନ। ଟିକେଟ୍‌ ଛକାପଞ୍ଝା ମଧ୍ୟରେ ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଛନ୍ତି । ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ…

ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍‌

କଟକ,୩।୪: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ ସାଲେପୁରରୁ…

ସୋରଡାରୁ ହରି କୃଷ୍ଣ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ଖୁସିରେ ମିଠା ବାଣ୍ଟିଲେ ସମର୍ଥକ

ସୋରଡା,୩। ୪( ଲମ୍ବୋଦର ପାଣିଗ୍ରାହୀ): କଂଗ୍ରେସ ବ୍ଲକ ସଭାପତି ହରି କୃଷ୍ଣ ରଥଙ୍କୁ ମଙ୍ଗଳବାର ସୋରଡା ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏନେଇ କଂଗ୍ରେସ ମହଲ ଉଲ୍ଲାସିତ ହୋଇ ଉଠିଛି । ଘୋଷଣା ପରେ ସମର୍ଥକମାନେ କୃଷ୍ଣ ରଥଙ୍କ ବଡଗଡ…

ଭାଜପା ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଦ୍ୱାର ଖୋଲିଦେଲା ବିଜେଡି

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ଭାଜପା ଛାଡିବା ପରେ ସେ ବିଜେଡିରେ ଯୋଗ…

ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି ବିଜେଡି। ତାଙ୍କୁ ରାଜ୍ୟ ବିଜେଡି ଉପସଭାପତି କରାଯିବା ସହ ଦଳର ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri