ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ଭୁବନେଶ୍ୱର,୧।୬: କଣ୍ଟାବାଞ୍ଜି ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ କାମ ଚାଲିଛି। ତେବେ ବଗି ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ କରାଯାଇଛି। ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି। ଘଟଣାସ୍ଥଳରେ…
ପରଲୋକରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର
ଭୁବନେଶ୍ୱର,୧।୬: ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶନିବାର ପରଲୋକ ହୋଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ନିଜର ପୈତୃକ…
ଯାଜପୁରରେ ଭୋଟ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ
ଯାଜପୁର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଏହି କ୍ରମରେ ଯାଜପୁରରେ ଭୋଟ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏଥର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢୁଛନ୍ତି ପ୍ରଣବ । ସୂଚନାଯୋଗ୍ୟ, ଆଜି ୬଼…
ଏକ୍ସରେ ଧର୍ମେନ୍ଦ୍ରଙ୍କୁ ବଡ଼ କଥା କହିଦେଲେ ପ୍ରଣବ, ଲେଖିଲେ ଏମିତି…
ଭୁବନେଶ୍ୱର,୧।୬: ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଟୁଇଟ୍ କରି ପ୍ରଣବ ପ୍ରକାଶ କହିଛନ୍ତି, ଧମେନ୍ଦ୍ର ପ୍ରଧାନ ଜାଣିସାରିଲେଣି ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ସହ ବିଜେଡି ନିର୍ବାଚନ ଜିତୁଛି, ସେଥିପାଇଁ ତାଙ୍କ…
ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନଙ୍କର ଭିଡ ଆରମ୍ଭ ହୋଇଗଲାଣି। ଆଜି ୬଼ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨…
ସରିଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା
ପୁରୁଣା ଭୁବନେଶ୍ୱର,୧ା୬(ସୁବାସ ଚନ୍ଦ୍ର ପ୍ରଧାନ): ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି। ଶୁକ୍ରବାର ଦୈନିକ ନୀତି ଭୋଗମଣ୍ଡପ ସରିବା ପରେ ଚନ୍ଦନ ବେଢ଼ା ହୋଇଥିଲା। ପରେ ଠାକୁରଙ୍କ ବେଶ ହୋଇ ଯାତ୍ରାପୂଜା…
ଆଜି ଶେଷ ପର୍ଯ୍ୟାୟ ଭୋଟ
ଭୁବନେଶ୍ୱର,୧ା୬(ଅନିଲ ଦାସ): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ଶନିବାର ମତଦାନ ହେବ। ସକାଳ ୭ଟାରୁ ସା ୬ଟା…
ପ୍ରଚାର ଶେଷ ପରେ ପ୍ରାର୍ଥୀଙ୍କୁ ଅଟକାଇଲେ ଗ୍ରାମବାସୀ
ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ), ୧ା୬: ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ଭୋଟ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଚାର ଶେଷ ପରେ ଭାଜପା ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ଅଣ୍ଡିଆ ଟଙ୍କା ଓ ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି। ବାଲିଆପାଳ…
ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର : ପୀତାମ୍ବର
ଖୋର୍ଦ୍ଧା,୧ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଆସନର ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର। ଜଗଦ୍ଦେବ ବର୍ତ୍ତମାନ ଚିଲିକାର ବିଧାୟକ ଅଛନ୍ତି। ଏହି ଗିରଫଦାରି ସମ୍ପୂର୍ଣ୍ଣଭାବେ ବେଆଇନ। ପୋଲିସ ତରବରିଆଭାବେ ଜଣେ ସିଟିଙ୍ଗ ଏମ୍ଏଲଏଙ୍କୁ ଅପରାଧୀଭାବେ ଗୋଡାଇ ଗାଡିରୁ ଓହ୍ଲାଇ…
ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ନେଇ କାର୍ଯ୍ୟାନୁଷ୍ଠାନ ଦାବିକଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୧।୬(ସୁନିତ୍ ମିଶ୍ର): ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଭୋଟ ପାଇଁ ଟଙ୍କା ବାଣ୍ଟିବା ପନ୍ଥା ବିଜେଡି ଆପଣାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଧର୍ମେନ୍ଦ୍ର ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟକରି ସେଥିରେ ଉଲ୍ଲେଖ କରିଛନ୍ତି,…
ଶେଷ ପର୍ଯ୍ୟାୟ ମତଦାନ ପାଇଁ ୩୬ ହଜାର ପୋଲିସ
ଭୁବନେଶ୍ୱର,୧।୬(ସତ୍ୟଜିତ ରାଉତ): ରାଜ୍ୟରେ ଶନିବାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କ୍ର ୩୬ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।…
କେହି କାହାକୁ ଖରାରେ କାମ କରାଇଲେ କାର୍ଯ୍ୟାନୁଷ୍ଠାନ,ପିକ୍ ଆଓ୍ବାରରେ…
ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ) – ଅସହ୍ୟ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଅଂଶୁଘାତରେ ବହୁ ଜୀବନ ଯାଇଥିବାବେଳେ ପ୍ରତିଦିନ ଅଭିଯୋଗ ବଢ଼ି ଚାଲିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥିତିରେ ସତର୍କ ରହିବାକୁ…
Archives


