ପିକ୍ନିକ୍ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ
ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍ନିକ୍ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି ହେଉଛି ସ୍ଥାନୀୟ ଲୋକଙ୍କ ପିକ୍ନିକ୍ ସ୍ଥାନ। ବର୍ଷ ତମାମ ଏଠାରେ ଭୋଜିଭାତର ଆସର ଜମିଥାଏ।…
ଏକୁଟିଆ ପାଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଏଏସ୍ଆଇ ଗିରଫ
ଭୁବନେଶ୍ୱର,୮।୧: ଏକ ଲଜ୍ଜାଜନକ ଘଟଣାରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଭୁବନେଶ୍ୱରରେ ସାହାଯ୍ୟ କରିବା ବାହାନା କରି ଜଣେ ଯୁବତୀଙ୍କ ସହିତ ଅସଦାଚରଣ ଅଭିଯୋଗରେ ବୁଧବାର ଗିରଫ ହୋଇଛନ୍ତି। ଯୁବତୀ ଜଣକ ପୋଲିସ ନିକଟରେ ଅଭିଯୋଗ…
ସକାଳୁ ସକାଳୁ କେମିତି ହତ୍ୟାକାଣ୍ଡ ରଚିଥିଲେ ଅପରାଧୀ, ସାମ୍ନାକୁ ଆସିଲା ଭିଡିଓ…
ଭୁବନେଶ୍ବର,୧।୮: ରସୁଲଗଡ଼ ହତ୍ୟାକାଣ୍ଡ ଘଟଣାରେ ଭିଡିଓ ସାମ୍ନାକୁ ଆସଛି । ଭିଡିଓରେ ୨ ଅଭିଯୁକ୍ତ କେମିତି ବାଇକ୍ରେ ଆସି ହତ୍ୟା କରୁଛନ୍ତି ତାହା ଦେଖିବାକୁ ମିଳୁଛି। ପରେ ବାଇକ୍ରେ ପଳାଉଛନ୍ତି । ଭିଡିଓରେ ୨ ଅଭିଯୁକ୍ତ ବାଇକରେ ଆସି ବ୍ୟାଗରୁ ଏକ…
ରସୁଲଗଡ଼ ବିଚ୍ ରାସ୍ତାରେ ବୀଭତ୍ସ ହତ୍ୟା: ଚିହ୍ନଟ ହୋଇସାରିଲେଣି ହତ୍ୟାକାରୀ
ଭୁବନେଶ୍ୱର,୮।୧: ସହଦେବ ନାୟକ ହତ୍ୟା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ସତନ୍ତ୍ର ଟିମ ଗଠନ ହୋଇଛି । ହତ୍ୟା କାଣ୍ଡ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଚିହ୍ନଟ ହୋଇ ସାରିଛନ୍ତି।…
ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ, ମୋତେ…
ଭୁବନେଶ୍ୱର,୮।୧: ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ବୁଧବାର ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ ମିଛ ମାମଲା ଏବଂ ତାଙ୍କର ଗିରଫଦାରୀକୁ ନେଇ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ…
ଜିନ୍ନତ୍ ଆସିଲା ପରେବି କମୁନି ରାଜନୀତି, ଏଯମୁନାକୁ ନେଇ ଉଠିଲାଣି ଗୁଜବ କହିଲେ…
ଭୁବନେଶ୍ୱର,୮।୧: ବାଘକୁ ନେଇ ବଢ଼ୁଛି ରାଜନୀତି। ବାଘ ଏବେ ପୁରୁଲିଆରେ ଅଛି, ତାକୁ ଓ ସରକାର ନେଇଯାଆନ୍ତୁ ବୋଲି ମମତା କହିବା ପରେ ରାଜନୀତି ଉଷ୍ମ ହୋଇଛି। ତେବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କହିଛନ୍ତି, ଜିନ୍ନତ୍…
୨ ଖଣି ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇର ବଡ଼ଧରଣର ଚଢ଼ାଉ
ସୁନ୍ଦରଗଡ଼,୮ା୧(ଜୟନାରାୟଣ ମେଣ୍ଡୁଳି): ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ ବୁଧବାର ସିବିଆଇ ବଡ଼ଧରଣର ଚଢ଼ାଉ କରିଛି। ବରସୁଆଁ ସେଲ୍ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀ ସରୋଜ ପଟ୍ଟନାୟକ ଏବଂ ସୁନନ୍ଦ ପରିଡ଼ାଙ୍କ କ୍ବାର୍ଟର୍ସରେ ଏହି ଚଢ଼ାଉ ଚାଲିଛି। ଉଚ୍ଚମାନର…
ନିର୍ଦ୍ଦୋଷରେ ଖଲାସ ହେଲେ ଏମ୍ପି ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର,୮।୧: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଏମ୍ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ବ୍ରହ୍ମପୁର JMFC ରୁରାଲ କୋର୍ଟ ଦୋଷମୁକ୍ତ କରିଛନ୍ତି। ଟାଟା ମୋଟର୍ସରେ ଚାକିରି…
ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି, ଚାଲିଛି ଚଢାଉ
ଭୁବନେଶ୍ୱର,୮।୧: ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ପଶିଲା ଇଡି। ଢେଙ୍କାନାଳ ଘର ଓ ଫାର୍ମହାଉସ, ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥା, ଭୁବନେଶ୍ବରର ୩ଟି ସ୍ଥାନରେ ଇଡି ରେଡ କରୁଛି। ବେଆଇନ ଅର୍ଥ କାରବାର ନେଇ ଚଢାଉ କରାଯାଉଥିବା ଜଣାପଡିଛି। ଚଢ଼ାଉ…
ଧଉଳି, ଚିଲିକା ବୁଲନ୍ତୁ; ଡାଲମା, ରସଗୋଲାର ମଜା ନିଅନ୍ତୁ: ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୮।୧: ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିକ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ…
ମୋଦିଙ୍କ ନେତୃତ୍ୱରେ ଆମେ ବିକଶିତ ଭାରତ ଅଭିମୁଖେ ଯାଉଛୁ: ଜୟଶଙ୍କର
ଭୁବନେଶ୍ବର,୮।୧: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବୈଦେଶିକ ବ୍ୟାପାର…
ପ୍ରବାସୀ ଭାରତୀୟ ସମ୍ମିଳନୀ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ
ଭୁବନେଶ୍ବର,୮।୧: ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ…

