କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା: ଏବିଭିପିର ବିକ୍ଷୋଭ
ଭବାନୀପାଟଣା,୧୯ା୨(ଉତ୍ତମ କୁମାର ଦାଶ): ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍ରେ ଗତ ରବିବାର ୨୦ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମ୍ସଲ୍ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ନେପାଳୀ ଛାତ୍ରମାନେ ବିରୋଧ କରିବା ପରେ ସେମାନଙ୍କୁ ମାଡ଼ମାରି ବିଶ୍ୱବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା…
ନାବାଳିକାଙ୍କ ସହ ହେଉଥିଲା ନାବାଳକଙ୍କ ବିବାହ, ପ୍ରଶାସନ ପହଞ୍ଚି ନେଲା ଏମିତି ପଦକ୍ଷେପ
ଝରିଗାଁ,୧୯ା୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଆଦିବାସୀ ବହୁଳ ଝରିଗାଁ ବ୍ଲକ୍ରେ ସଚେତନତାର ଘୋର ଅଭାବ ଦେଖାଦେଇଛି। ବିଶେଷ କରି ଏହି ବ୍ଲକରେ ସଚେତନତା ଅଭାବ ଯୋଗୁ ବାଲ୍ୟବିବାହ ପ୍ରଥା ଏବେ ମଧ୍ୟ ଚାଲୁରହିଛି। ଏହି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ…
ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ରେ ସ୍ଥାପନ ପାଇଁ ଜିଲାପାଳଙ୍କୁ ଦାବିପତ୍ର
ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ନାମରେ ନାମିତ ଥିବା ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ଠାରେ ସ୍ଥାପନ କରିବା ପାଇଁ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମାନ୍ୟବର ଓଡ଼ିଶାର…
କୋଟିଆ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ସିପିଆଇଏମ୍ ଦଳ, ଗ୍ରାମବାସୀଙ୍କୁ ନେଇ କରିଛି…
ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଗତ କିଛିଦିନ ହେଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସିପିଆଇଏମ୍ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ବିଭିନ୍ନ ସ୍ଥାନରେ ଏକତ୍ରିତ କରି ବୈଠକ କରି…
ପ୍ରକାଶ ପାଇଲା ଓଡିଶା ହାତୀ ଗଣନା ରିପୋର୍ଟ: ଜାଣନ୍ତୁ କେଉଁ ଜିଲାରେ ଅଛନ୍ତି କେତେ ହାତୀ ?
ଭୁବନେଶ୍ୱର,୧୯।୨: ୨୦୨୪ ନଭେମ୍ବରରେ ରାଜ୍ୟରେ ହୋଇଥିବା ହାତୀ ଗଣନା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୨,୧୦୩ ହାତୀ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳ ଜିଲାରେ ୨୯୧ ଏବଂ ଅନୁଗୁଳରେ ୨୫୪…
KIIT Student’s Death: ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ବିଧାନସଭାରେ କହିଲେ ସରକାର
ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଚ୍ୟୁତ ସାମନ୍ତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ବୁଧବାର ବିଧାନସଭାରେ ଏହା କହିଛନ୍ତି ଜୟନାରାୟଣ ମିଶ୍ର। KIIT ପ୍ରସଙ୍ଗକୁ ନେଇ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ…
୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ…
କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପୁରୁଣା ବଜାରରେ ନବର୍ନିମିତ ଆଶ୍ରମକୁ ଶନିବାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲ କେନ୍ଦୁଝର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ…
KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍ ନ ହେଲେ…ଓଡ଼ିଶାରେ ଚହଳ
ଭୁବନେଶ୍ୱର,୧୯।୨: କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡିଛି। ଘଟଣା ଦିନକୁ ଦିନ ବିବାଦକୁ ଠେଲି ହେଇ ପଡୁଥିବାବେଳେ ବର୍ତ୍ତମାନ…
Krushna Chandra Patra: ରାଜ୍ୟରେ ରହିଛନ୍ତି ଲକ୍ଷାଧିକ ଭୂତ ରାଶନକାର୍ଡଧାରୀ, ସବୁଠୁ ଏହି ଜିଲାରେ ଅଛନ୍ତି…
ଭୁବନେଶ୍ୱର,୧୯ା୨: ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ଭୂତ ରାଶନାକାର୍ଡଧାରୀ ଅଛନ୍ତି। ଅର୍ଥାତ୍ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାଶନ କାର୍ଡ। e-KYC ପରେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ…
KIIT scandal: ନେପାଳ ଛାତ୍ରଙ୍କ ସହ କଥାହେଲେ Mohan Majhi, ଦେଲେ ବଡ଼ ପ୍ରତିଶ୍ରୁତି…
କିଟ୍ କାଣ୍ଡ: ନେପାଳ ଛାତ୍ରଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଲେ ବଡ଼ ପ୍ରତିଶ୍ରୁତି… ଭୁବନେଶ୍ୱର,୧୯।୨: କିଟ୍ କାଣ୍ଡକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ରହିଛି। ବିବାଦ ଥମୁ ନ ଥିବାବେଳେ ଦିନକୁ ଦିନ ଘଟଣା ରୋଚକ ମୋଡ ନେଉଛି। ଏହାରି…
Odisha Rain Update: ୪ ଦିନ ଛେଚିବ! ଏସବୁ ଜିଲାକୁ ଘଡଘଡି ବର୍ଷା ଆଲର୍ଟ
ଭୁବନେଶ୍ୱର,୧୯।୨: ଆସୁଛି Rain Alert। ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୦ରେ ୩ ଜିଲାକୁ ଅରେଞ୍ଜ, ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ସେହିପରି ୨୧ରେ…

