ରାଜ୍ୟ

ତାରାଙ୍କ ସମର୍ଥନରେ ବାହାରିଲା ବିଜେଡି, ନଇଁଲା ଶାସକ ଦଳ

ଭୁବନେଶ୍ୱର,୧୨ା୩: ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଛି ବିଜେଡି। ତାରାଙ୍କ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି। ନିଲମ୍ବନ ପ୍ରତ୍ୟାହାର ପାଇଁ ବିଜେଡି ବିଧାୟକ ବାଚସ୍ପତିଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ବିଜେଡି କଂଗ୍ରେସ ସପକ୍ଷରେ ବାହାରିବା ଦେଖି…

ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ପରିବହନ କରୁଛି ବସ୍‌, ଭିଡିଓ ଭାଇରାଲ ପରେ ବି…

ଦାରିଙ୍ଗବାଡ଼ି,୧୨ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ପରିବହନ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିଛି। ଏକାଧିକ ଯାତ୍ରୀବାହୀ ବସ୍‌ ନିଜ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଥିବା ନଜିର ରହିଛି। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବା…

ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି…

ଭୁବନେଶ୍ୱର,୧୨ା୩: ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ କରାଯାଏ ପଖାଳ ଦିବସ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ଅତି କମ୍‌ରେ ୨୨ଟି ଦେଶରେ ଥିବା ଓଡ଼ିଆ ସଂଗଠନକୁ ନିବେଦନ କରିଛନ୍ତି। ବିଭିନ୍ନ ଦେଶରେ ରହୁଥିବା…

ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୧୨।୩: ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା। ଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ। ବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗଦେବେ। ଅନ୍ୟପକ୍ଷେ, ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୪ ତାରିଖରେ…

ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟଲଲ୍ଲୁ

ଭୁବନେଶ୍ୱର,୧୨।୩: ତାରା ବାହିନୀପତିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ। ତାରାଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଅଜୟ। ମହିଳା ଓ ଛାତ୍ରୀଙ୍କ ପାଇଁ ଲଢୁଥିବାରୁ ଧନ୍ୟବାଦ ଜଣାଇଲେ। କିଛି ସମୟ ପରେ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଧାନସଭାରୁ ୭…

ବାହିନୀପତିଙ୍କ ବିସ୍ଫୋରକ ବୟାନ: ଆମ ବିଧାୟକ କେହି…

ଭୁବନେଶ୍ୱର,୧୨।୩।: କଂଗ୍ରେସ ବିଧାୟକ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମ ବିଧାୟକ କେହି ଗୃହକୁ ଯିବେନି, ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିବେ। ଗୃହରେ ଯାହା ଘଟିଲା ଏହା ଭାଜପାର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା ଅନେକ ସମୟରେ…

ଅଧିକାରକୁ ଅବରୋଧ: ତେଜି ଉଠୁଛି ଅସନ୍ତୋଷ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଦିବ୍ୟାଙ୍ଗମାନଙ୍କୁ ନେଇ ଗଠିତ ପ୍ୟାରେଣ୍ଟସ୍‌ ଆସୋସିଏଶନ ୮ଦଫା ଦାବି ଉପରେ ପ୍ରଶାସନର ଅଣଦେଖା ପ୍ରତିବାଦରେ ମଙ୍ଗଳବାର ସହର ଉପକଣ୍ଠ ହଲଦୀପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେଠାରେ ଦିବ୍ୟାଙ୍ଗମାନେ ସମବେତ…

ଦୁର୍ଘଟଣା: ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ବୁଧବାର ସକାଳ ପ୍ରାୟ ସାଢେ ୮ଟାରେ ସ୍କୁଲ ମିନି ବସ୍‌କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଛି। ଫଳରେ ସିଦ୍ଧେଶ୍ୱର ଗ୍ରାମର…

ପ୍ରେସ ଗ୍ୟାଲେରୀ ସାମ୍ବାଦିକଙ୍କୁ ମୋବାଇଲମନା

ଭୁବନେଶ୍ୱର,୧୨।୩।:ବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା କରାଯାଇଛି। ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଛି। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା…

୨୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୨।୩: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ନେଇ ସୂଚନା ମଳିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ…

ବିଜେଡିକୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ଭାଜପା ରାଜ୍ୟ ମୁଖପାତ୍ର: କହିଲେ, ଏବେ ବି ତାମିଲ…

ଭୁବନେଶ୍ୱର,୧୨ା୩(ସୁନିତ୍‌ ମିଶ୍ର):ଦେଶରେ ଇଣ୍ଡିଆ ମେଣ୍ଟର କିଛି ରାଜନୈତିକ ଦଳ ଡିଲିମିଟେଶନକୁ ନେଇ ଅଯଥାରେ ମିଥ୍ୟା ପ୍ରଚାର କରୁଛନ୍ତି। ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବ। ସାରା…

ଅସମ୍ଭାଳ ହେବ ତାତି: ୮ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୨।୩: ରାଜ୍ୟରେ ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ଂ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି। ୩ ଦିନ ଧରି ତାତିବ ଆଭ୍ୟନ୍ତରୀଣ ଓଡ଼ିଶା, ଅସମ୍ଭାଳ ହେବ ତାତି।୮ ଜିଲାକୁ ହିଟୱେଭ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଏସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?