ରାଜ୍ୟ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ରେଡିଓଗ୍ରାଫରଙ୍କୁ ମିଳିବ ନିଯୁକ୍ତିପତ୍ର

ଭୁବନେଶ୍ୱର,୧ା୧୨: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଏନେଇ ରବିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ରେଡିଓଗ୍ରାଫର ଦ୍ୱାରା ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ୨୫୦ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଆଗାମୀ ଦିନରେ ଆହୁରି…

ରାଜ୍ୟରେ ୫୦ ହଜାର ଏଡ୍‌ସ ଆକ୍ରାନ୍ତ, ସବୁଠୁ ଅଧିକ ରହିଛନ୍ତି ଏହି ଜିଲାରେ…

ଭୁବନେଶ୍ୱର,୧ା୧୨: ଆଜି ଅର୍ଥାତ୍‌ ଡିସେମ୍ବର ୧ରେ ବିଶ୍ବ ଏଡ୍‌ସ ଦିବସ। ଏହି ଅବସରରେ ରାଜ୍ୟରେ ଏଡ୍‌ସ ରୋଗୀଙ୍କୁ ନେଇ ଚିନ୍ତା ଘାରିଛି। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ…

ଲଲଙ୍କ ନାଁରେ ଯୋଡ଼ିହେଲା ଜାତିଆଣ ମାମଲା

ଯାଜପୁର ଟାଉନ, ୧।୧୨ (ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ଘଟିଥିବା ହିଂସା ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ (ଲଲ)ଙ୍କ ଅଡୁଆ ବଢ଼ିଯାଇଛି। ୨୦ ତାରିଖ…

ଘନଉଛି ଆଳୁ ସଙ୍କଟ: ଅଡି ବସିଛନ୍ତି ଦିଦି

ଭୋଗରାଇ,୧।୧୨(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆକସ୍ମିକ ଭାବେ ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇବା ପରେ ଦିନକୁ ଦିନ ଆଳୁ ଅଭାବ ଉତ୍କଟ ହେଉଛି। ଏଥିପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବା…

ମାଡ ହେଲା ବାତ୍ୟା: ୩ ଯାଏଁ ଓଡ଼ିଶାର ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧ା୧୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଫେଙ୍ଗାଲ’ର ରୂପ ନେଇଥିବାବେଳେ ଶନିବାର ରାତିରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ…

ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା

ବାରଙ୍ଗ,୩୦।୧୧: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ବାପା ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ତେବେ…

ଜୟନାରାୟଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଭାଜପା ରାଜ୍ୟ ସଭାପତି ମନମୋହନ

ଭୁବନେଶ୍ୱର,୩୦।୧୧: ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟନାରାୟଣଙ୍କ ବୟାନକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳରେ ସମସ୍ତଙ୍କୁ…

ଭାଜପାରେ ମୋତେ ସାଇଡ୍‌ଲାଇନ କରାଯାଉଛି: ଜୟନାରାୟଣ

ଭୁବନେଶ୍ୱର,୩୦।୧୧: ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ଭାଜପାରୁ ସାଇଡ୍‌ଲାଇନ ହୋଇ ରହିଥିବା କହିଛନ୍ତି। ଏବିଭିପିରୁ ତଡ଼ା ଖାଇଥିଲି, ଭାଜପାରୁ ମଧ୍ୟ ତଡ଼ା ଖାଉଛି। ସମୀର…

ଶନିବାର ସକାଳୁଆ ପରିବର୍ତ୍ତେ ପୂର୍ବାହ୍ନ ୧୦ରେ ଖୋଲିବ ସ୍କୁଲ

କୋରାପୁଟ,୩୦।୧୧(ଅମିତାଭ ବେହେରା): ଲଘୁଚାପ ବର୍ଷା ସାଙ୍ଗକୁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେଉଛି। ଶୀତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶନିବାର ସକାଳ ପରିବର୍ତ୍ତେ…

ଗୋଠରେ ଜନ୍ମ ହେଲା ହାତୀଛୁଆ

ବରଗଡ଼/ସୋହେଲା,୩୦।୧୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଛତିଶଗଡ଼ରୁ ଆସି ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସ୍‌ ଫରେଷ୍ଟ ରେଞ୍ଜ୍‌ ଅଞ୍ଚଳରେ ବୁଲାବୁଲି କରୁଥିବା ହାତୀପଲରେ ଏକ ହାତୀଛୁଆ ଜନ୍ମ ହୋଇଥିବା ସୂଚନା ମିଳିଛି। ଗତ ଗୁରୁବାର ହାତୀଛୁଆଟି ଜନ୍ମ ହୋଇଛି। ମାତ୍ର ତାହା ମାଈ…

ମେଟ୍ରୋ ପ୍ରକଳ୍ପକୁୁ ନେଇ ଅପରାଜିତାଙ୍କ ବଡ଼ ସୂଚନା, କହିଲେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ…

ଭୁବନେଶ୍ବର,୩୦।୧୧: ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶିନବାର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି। ପ୍ରଥମେ ପର୍ଯ୍ୟାୟରେ ୨୬…

ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨

ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ। ଏ ନେଇ ଶନିବାର ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ଭବାନୀ ଶଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri