ନାକଟିଦେଉଳ,୩୦।୮(ଡି.ଏନ୍.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ ଥିବା…
ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁ ଘରେ ଯୁବକଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା…
କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।…
ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୩୦।୮(ଡି.ଏନ.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଘଟଣାରେ ନନ୍ଦନକାନନ ଥାନା ପୋଲିସ ଶନିବାର ଲାଇଭ୍ କଳିଙ୍ଗ ୱେବ୍ ପୋର୍ଟାଲର ସମ୍ପାଦିକାଙ୍କ ସମେତ ୫ଜଣଙ୍କୁ…
ଭୁବନେଶ୍ୱର,୩୦।୮(ବ୍ୟୁରୋ): ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି) ପକ୍ଷରୁ ରବିବାରଠାରୁ ରାଜ୍ୟସ୍ତରୀୟ ସେରୋସର୍ଭେ ଆରମ୍ଭ ହୋଇଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର,…
ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ଯାଏ ଦେଶର ଗ୍ରାମ ପଞ୍ଚାୟତଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେବେ। ପାନୀୟ ଜଳ…
ଯାଜପୁର ଅଫିସ,୩୦।୮: ବୌଦ୍ଧ କୀର୍ତ୍ତିରାଜିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ହୀରକ ତ୍ରିଭୁଜ ବଳୟ ରତ୍ନଗିରି-ଉଦୟଗିରି-ଲଳିତଗିରିର ଭିତ୍ତିଭୂମି ବିକାଶ ବହୁ ପଛରେ ରହିଯାଇଛି। ପ୍ରାୟ ପ୍ରତିବର୍ଷ ରକ୍ଷଣାବେକ୍ଷଣ…
ଭୁବନେଶ୍ୱର,୩୦।୮: ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ତିନୋଟି ନୂଆ ରୁଟ୍ରେ ‘ମୋ ବସ୍’ ସେବା ଆରମ୍ଭ ହେବାକୁ ଯାଉଛି। ରୁଟ୍ ନଂ ୭୧ (ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ),…
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଲୋକପ୍ରିୟ ଜାତୀୟ ଟିଭି ଶୋ’ ଦି କପିଲ୍ ଶର୍ମା ଶୋ’ରେ ପ୍ରଥମ ଥର ଲାଗି ଭର୍ଚୁଆଲ ମୋଡ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ବହୁ…