ଖେଳ

୫୫ ରନରେ ଜିତିଲା ଜିଟି

ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବିପକ୍ଷରେ ଗୁଜରାଟ ଟାଇଟାନ୍ସ ୫୫ ରନରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୨ ରନ…

ଏମଆଇକୁ ୨୦୮ ରନର ବିଜୟ ଲକ୍ଷ୍ୟ ଦେଲା ଜିଟି…

ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଗୁଜରାଟ ଟାଇଟାନ୍ସକୁ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ…

ଏମଆଇ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଗୁଜରାଟ ଟାଇଟାନ୍ସକୁ ଭେଟିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ…

ମୁମ୍ବାଇକୁ ହରାଇବା ଗୁଜରାଟର ଲକ୍ଷ୍ୟ…

ଅହମଦାବାଦ,୨୫।୪ : ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ଲଗାତାର ତିନି ମ୍ୟାଚର ବିଜୟ ଧାରାକୁ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ଅଟକାଇଥିଲା। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଅହମଦାବାଦରେ ନିଜ ଘରୋଇ ପଡିଆ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସକୁ ଭେଟିବ।…

ଆଜି ଗୁଜରାଟରେ ଜିଟି-ଏମ୍‌ଆଇ ମୁହାଁମୁହିଁ…

ଅହମ୍ମଦାବାଦ,୨୫।୪: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ଗୁଜରାଟ ଟାଇଟନ୍ସ(ଜିଟି)। ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏହାପୂର୍ବରୁ ଗତ ସିଜନରେ ଦୁଇ ଦଳଙ୍କ ମଧ୍ୟରେ…

ରେସଲରଙ୍କ ଆବେଦନ ଉପରେ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟଙ୍କ ଦ୍ୱାରା ମଙ୍ଗଳବାର ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ଦେଇଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଦିଲ୍ଲୀ ପୋଲିସ ଓ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ବିନେଶ ଫୋଗାଟଙ୍କ ସମେତ ୭ ଜଣ ମହିଳା…

ଡବ୍ଲ୍ୟୁଟିସି ଫାଇନାଲ: ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୫।୪: ଜୁନ୍‌ ୭ରୁ ୧୧ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଟିମ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ…

ହାଇଦ୍ରାବାଦକୁ ହରାଇ ଦିଲ୍ଲୀର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ,୨୫ା୪: ଆଇପିଏଲର ୩୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩୪ ରନ୍‌ ଓ ୨ ଉଇକେଟ) ବଳରେ ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ…

ହାଇଦ୍ରାବାଦ ଆଗରେ ୧୪୫ ରନ୍‌ର ଟାର୍ଗେଟ ରଖିଲା ଦିଲ୍ଲୀ

ହାଇଦ୍ରାବାଦ,୨୪।୪: ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ବୋଲିଂ…

ଟସ୍‌ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ବ୍ୟାଟିଂ କରିବ…

ହାଇଦ୍ରାବାଦ,୨୪।୪: ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ବୋଲିଂ…

ଟେନିସରୁ ଅବସର ପରେ ଅଭିନୟ ପ୍ରତି ମନ ବଳାଇଲେଣି ସାନିଆ

ମୁମ୍ବାଇ: ଟେନିସ ତାରକା ସାନିଆ ର୍ମିଜା ନିକଟରେ ଅବସର ନେବା ପରେ ଏବେ ଅଭିନୟ କରିବାକୁ ମନ ବଳାଇଲେଣି। କୁହାଯାଉଛି ସାନିଆଙ୍କୁ ଖୁବ୍‌ଶୀଘ୍ର ଜଣାଶୁଣା ନିର୍ମାତା ଏକତା କପୁରଙ୍କ ଏକ ଶୋ’ରେ ନଜର ଆସିବେ। ଏକତା ତାଙ୍କ ସିରିଏଲ ‘ବେକାବୁ’କୁ ପ୍ରମୋଟ…

ଚା‘ ପିଇ ଜନ୍ମଦିନ ପାଳନ କଲେ ସଚିନ, ଶେୟାର କଲେ ଫଟୋ…

ମୁମ୍ବାଇ,୨୪।୪ : କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକର ସେମବାର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମଦିନରେ ସଚିନ ତେନ୍ଦୁଲକର ପ୍ରଶଂସକଙ୍କ ପାଇଁ ଏକ ବିଶେଷ ଫଟୋ ଶେୟାର କରି ଚମତ୍କାର ବାର୍ତ୍ତା ମଧ୍ୟ ଲେଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?