ଖେଳ

ଆଇପିଏଲ-୨୦୨୩ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ବୁମରା ଖେଳିବା ନେଇ ଅନିଶ୍ଚିତତା…

କୋଲକାତା,୨୭।୨ : ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ-୨୦୨୩ କୁ ଅପେକ୍ଷା କରିଛନ୍ତି। ପ୍ରଶଂସକମାନେ ଚାହୁଁଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜୟ ଟ୍ରାକକୁ ଫେରୁ। ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ ଟାଇଟଲ ଜିତିଛି। କିନ୍ତୁ ଗତ…

ଆଜିଠୁ ଅନ୍‌ଲାଇନ୍‌ ଟିକେଟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ୬ଟି ମ୍ୟାଚ୍‌ ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଘରୋଇ ଭାରତ ସମେତ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ଅଂଶଗ୍ରହଣ କରିବେ।…

ଆନ୍ତଃ ଜିଲା କ୍ରିକେଟ : ଭୁବନେଶ୍ୱର ‘ବି’ ଚାମ୍ପିୟନ

ଭୁବନେଶ୍ୱର,୨୭ା୨(ସ୍ପୋଟର୍‌ସ ବ୍ୟୁରୋ) : ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ୍‌ ଆନ୍ତଃ ଜିଲା କ୍ରିକେଟ୍‌ରେ ଭୁବନେଶ୍ୱର ବି’ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଅବଶିଷ୍ଟ ଓଡ଼ିଶା ଡି’କୁ ୪ ଉଇକେଟରେ ପରାସ୍ତ…

ପ୍ରମୋଦଙ୍କୁ ସ୍ବର୍ଣ୍ଣ, ରୌପ୍ୟ, ଶୁଭ୍ରଜିତ୍‌ଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୭।୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଅନୁଷ୍ଠିତ ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବାବେଳେ ଶୁଭ୍ରଜିତ ମହାରଣା ବ୍ରୋଞ୍ଜ ପଦକ ପାଇଛନ୍ତି। ଡବଲ୍ସ ଫାଇନାଲରେ ପ୍ରମୋଦ ଓ ସୁକାନ୍ତ…

କ୍ୟାପ୍‌ଟେନ୍‌ଶିପ୍‌ରେ ଲାନିଙ୍ଗ୍‌ଙ୍କ ଶତକ

କେପ୍‌ଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ କ୍ୟାରିୟରରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ଲାନିଙ୍ଗ୍‌ ଟି୨୦ କ୍ୟାପ୍‌ଟେନ୍‌ଶିପ୍‌ରେ ଶତକ ହାସଲ କରିଛନ୍ତି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲରେ…

ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌

କେପଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ମହିଳା ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୦ ରନରେ ପରାସ୍ତ କରି ଷଷ୍ଠ ଥର ଟାଇଟଲ ଜିତଛି। କେପଟାଉନର ନ୍ୟୁଲ୍ୟାଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ…

ଦକ୍ଷିଣ ଆଫ୍ରିକାକୁ ୧୫୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପ୍‌ଟାଉନର ନ୍ୟୁଲାଣ୍ଡ୍ସରେ ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୫୬ ରନ୍‌ ସଂଗ୍ରହ…

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଆଜି ଖେଲାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟକ ମେଗ ଲେନିଙ୍ଗ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆୟୋଜକ ଦକ୍ଷିଣ ଆଫ୍ରିକା…

ଭଗବାନଙ୍କ ଶରଣରେ ରାହୁଲ-ଆଥିୟା

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ତାଙ୍କ କ୍ୟାରିୟରରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଉଭୟ ଟେଷ୍ଟ ଏବଂ ଦିନିକିଆରେ ତାଙ୍କ ବ୍ୟାଟରୁ ରନ ବାହାରକୁ ଆସୁନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଟେଷ୍ଟ ସିରିଜର ୩ ଇନିଂସରେ ସେ…

ଶର୍ଟଲିଷ୍ଟରେ ରିଚା ଏକମାତ୍ର ଭାରତୀୟ

ଦୁବାଇ, ୨୬ା୨: ଓମେନ୍ସ ଟି୨୦ ଓ୍ବାଲର୍‌ଡ କପ୍‌ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପାଇଁ ଶର୍ଟଲିଷ୍ଟରେ ସ୍ଥାନ ପାଇଥିବା ୯ଜଣ ଖେଳାଳିଙ୍କ ମଧ୍ୟରେ ରିଚା ଘୋଷ ହେଉଛନ୍ତି ଏକମାତ୍ର ଭାରତୀୟ। ଗୁରୁବାର କେପ୍‌ଟାଉନ୍‌ଠାରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆଠାରୁ ୫ ରନରେ ପରାଜିତ…

ଦୀପ୍ତି ଶର୍ମା ୟୁପି ଓ୍ବାରିୟର୍ଜ ଉପଅଧିନାୟିକା

ଲକ୍ଷ୍ନୌ, ୨୬ା୨: ଆଗାମୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଲାଗି ଭାରତୀୟ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ଓ୍ବାରିୟର୍ଜର ଉପଅଧିନାୟିକା ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳର ଏହି ୨୫ବର୍ଷୀୟା ପ୍ରମୁଖ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ୨.୬ କୋଟି ଟଙ୍କା ବିନିମୟରେ କ୍ରୟ…

ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌,୨୬ା୨: ରବିବାର କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସରେ ଖେଳାଯିବ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ବିଗତ ଏକ ବର୍ଷ ମଧ୍ୟରେ ଘରୋଇ ଦଳ କ୍ରିକେଟରେ ବେଶ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri