ବିଶ୍ୱକପ୍ ପାଇଁ ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା
ଲଣ୍ଡନ,୧୬।୮: ବିଶ୍ୱକପ ୨୦୨୩ ପାଇଁ ବୁଧବାର ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଅବସରରୁ ଫେରିବେ। ଯଦିଓ ଇଂଲଣ୍ଡ...
ଦୁର୍ଭାଗ୍ୟ ! ପୃଥ୍ବୀଙ୍କୁ ଆଉ ଏକ ବଡ଼ ଝଟ୍କା
ଲଣ୍ଡନ,୧୬।୮: କଥାରେ ଅଛି, ସମୟ ଖରାପ ପଡ଼ିଲେ ସବୁଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। କିଛି ଏଭଳି ଭାରତୀୟ ଟିମ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ପୃଥ୍ବୀ ଶ’ଙ୍କ ସହ ଘଟିଛି। ସେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଆହତ ହେବା...
ବିଶ୍ୱକପ୍ ପୂର୍ବରୁ ରୋହିତଙ୍କୁ ଏହି ପରାମର୍ଶ ଦେଲେ କପିଲ ଦେବ
ନୂଆଦିଲ୍ଲୀ,୧୬।୮: ବିଶ୍ୱକପ୍ ୨୦୨୩କୁ ଆଉ ମାସ କେତେଟା ବାକି। ପ୍ରଥମ ଥର ଲାଗି ଭାରତରେ ଏହା ଖେଳାଯିବାକୁ ଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ଅଧିକ। ଏଭଳି ସ୍ଥିତିରେ ଭାରତୀୟ ଟିମ୍ର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର। ଦଳ ଅକ୍ଟୋବର ୮ରେ...
ଅବସର ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟୋକ୍ସ
ନୂଆଦିଲ୍ଲୀ,୧୬।୮: ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ବେନ୍ ଷ୍ଟୋକ୍ସ ଅବସର ପରେ ଦିନିକିଆ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଷ୍ଟୋକ୍ସ ଗତ ବର୍ଷ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ...
ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବାର ନଜର ଆସିଲେ ପନ୍ତ
ନୂଆଦିଲ୍ଲୀ,୧୬।୮: ୨୦୨୨ରେ ଡିସେମ୍ବରରେ ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଆଣ୍ଠୁରେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଥିଲା। ଏଥିସହିତ, ପନ୍ତଙ୍କ ଆଘାତ ଦେଖିବା ପରେ...
ରୋନାଲଡୋଙ୍କ ପଦାଙ୍କ ଅନୁସରଣ କଲେ ନେମାର
ନୂଆଦିଲ୍ଲୀ,୧୬।୮: ବ୍ରାଜିଲର ତାରକା ଫୁଟବଲ ଖେଳାଳି ନେମାର ଜୁନିଅର ମଧ୍ୟ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପଦାଙ୍କ ଅନୁସରଣ କରି ଆଗକୁ ବଢୁଥିବା ଦେଖିବାକୁ ମିଳିଛି। ରୋନାଲଡୋଙ୍କ ପରେ ନେମାର ବର୍ତ୍ତମାନ ସାଉଦି ଆରବ ଫୁଟବଲ କ୍ଲବ ଅଲ-ହିଲାଲର ଅଂଶ ହୋଇପାରିଛନ୍ତି। ସାଉଦି...
କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନର ‘ଚାଚା’
ନୂଆଦିଲ୍ଲୀ,୧୬।୮:ଭାରତୀୟ କ୍ରିକେଟ୍ ବିରାଟ କୋହଲି ଦୁନିଆର ସବୁଠାରୁ ଷ୍ଟାଇଲିସ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କୋହଲି ତାଙ୍କ ଖେଳ ସହିତ କୋଟି କୋଟି ଦର୍ଶକଙ୍କ ହୃଦୟରେ ଘଣ କରିଛନ୍ତି। ସମଗ୍ର ବିଶ୍ୱରେ କୋହଲିଙ୍କ କ୍ରେଜ ରହିଛି। ପଡ଼ିଆରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନରେ...
ବିଶ୍ୱକପ୍ ପୂର୍ବରୁ କ୍ରିକେଟ୍କୁ ଅଲବିଦା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟର୍
ଇସଲାମାବାଦ୍,୧୬।୮: ପାକିସ୍ତାନୀ ଦଳର ବାମହାତୀ ଦ୍ରୁତ ବୋଲର ୱାହବ ରିଆଜ କ୍ରିକେଟ୍ରୁ ଅବସର ନେଇଛନ୍ତି। ବିଶ୍ୱକପ୍ ପୂର୍ବରୁ ରିଆଜଙ୍କ ଏପରି ନିଷ୍ପତ୍ତି ଦ୍ୱାରା ପାକିସ୍ତାନକୁ ଝଟ୍କା ଲାଗିଛି। ସେ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା...
ଏସିଆ କପ ପୂର୍ବରୁ ପାକିସ୍ତାନ ଟିମରେ ଉତ୍ତେଜନା, ୧୫ରୁ ଅଧିକ ଖେଳାଳିଙ୍କୁ ନୋଟିସ…
ଇସଲାମାବାଦ,୧୬।୮ : ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏସିଆ କପ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏହି ଏକଦିବସୀୟ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଦଳ ଘୋଷଣା...
ବେନ୍ ଷ୍ଟୋକ୍ସଙ୍କ ଦିନିକିଆରେ ପ୍ରତ୍ୟାବର୍ତ୍ତନ ଉପରେ ଆଜି ଘୋଷଣା କରିବ ଇଂଲଣ୍ଡ
ଲଣ୍ଡନ,୧୬।୮: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପୂର୍ବରୁ ଇଂଲଣ୍ଡ ଦଳରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଚର୍ଚ୍ଚା ଚାଲିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଶ୍ୱକପ ପାଇଁ ଦିନିକିଆ ଅବସରରୁ ଷ୍ଟୋକ୍ସ ବାହାରକୁ ଆସିପାରନ୍ତି। ତଥାପି, ଏପର୍ଯ୍ୟନ୍ତ...
ସେପ୍ଟେମ୍ବରରୁ ବୁକିଂ ହେବ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍
ନୂଆଦିଲ୍ଲୀ,୧୬।୮: ୨୦୨୩ ବିଶ୍ୱକପ ୫ଅକ୍ଟୋବରରୁ ଆରମ୍ଭ ହେବ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ଆଇସିସି ଦ୍ୱାରା ଟିକେଟ୍ର ପ୍ଲାନ୍ ଜାରି କରାଯାଇଛି। ଅକ୍ଟୋବର ୧୪ରେ ବିଶ୍ୱକପରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପାଇଁ ପ୍ରଶଂସକମାନେ ଅଧିକ ଉତ୍ସାହିତ...
ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ କପିଲ ଦେବ
ନୂଆଦିଲ୍ଲୀ,୧୬।୮: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ୫ ଅକ୍ଟୋବରରୁ ଆରମ୍ଭ ହେବ। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବା ପାଇଁ ଏକାକୀ ଏହି ମେଗା ଇଭେଣ୍ଟ ଆୟୋଜନ କରୁଥିବା ଭାରତ ଉପରେ ଅନେକ ଚାପ ପଡ଼ିବ।...
Archives


