ଖେଳ

IPL 2024: ଏହି ବ୍ୟାଟର୍‌ଙ୍କ ପାଇଁ ଏଥର ଆଇପିଏଲ ଟାଇଟଲ ଜିତିପାରେ ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୯।୨:ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଆଉ କିଛି ମାସ ବାକି ଅଛି । ତେବେ କ୍ରିକେଟର ଏହି ବୃହତ ଲିଗ ଆରମ୍ଭ ପୂର୍ବରୁ ମଧ୍ୟ ଏଥର ସନରାଇଜର୍ସ ହାଇଦ୍ରାବାଦ ଟାଇଟଲ ଜିତିବ ବୋଲି ବିଶ୍ୱାସ କରାଯାଉଛି। ବାସ୍ତବରେ, ଏହାର କାରଣ...

ପ୍ରତିଶୋଧ ନେବ ଭାରତ: ୬ ମାସ ଭିତରେ ଦ୍ୱିତୀୟଥର ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ଖେଳାଯିବ ଫାଇନାଲ୍‌

ନୂଆଦିଲ୍ଲୀ,୮।୨: ଅଣ୍ଡର-୧୯ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୧ ଉଇକେଟରେ ପରାସ୍ତ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି ଖେଳିଥିଲା ଏବଂ ଏହି ବିଜୟ ସହିତ ସେମାନେ...

ଭାରତ-ପାକିସ୍ତାନ ସହ ଖେଳିବ ନାହିଁ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୮।୨: ହାରିଯାଇଥିବା ଖେଳକୁ ଓଲଟାଇ ଦେଇ ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଜିତିଲା। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୧ ୱିକେଟରେ ଜିତିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ...

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଦବ୍‌ଦବା ଶେଷ, ଆଗକୁ ଆସିଲେ ବାବର, ରେକର୍ଡ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବାବର ଆଜାମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ। ବାବର ଆଜାମଙ୍କୁ କ୍ରିକେଟ ଜଗତର ପରବର୍ତ୍ତୀ ବଡ...

IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍‌ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ ନ ଖେଳିବାର ସମ୍ଭାବନା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ...

ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍‌ରୁ ଛୁଟି ନେଲେ ହକି ଖେଳାଳି ବରୁଣ

ନୂଆଦିଲ୍ଲୀ, ୮ା୨: ବଳାତ୍କାର ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ହକି ଖେଳାଳି ବରୁଣ କୁମାର ଆଇନଗତ ଲଢେଇ ପାଇଁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ରୁ ଓହରିଯାଇଛନ୍ତି। ଅଭିଯୋଗକାରିଣୀ ତାଙ୍କଠାରୁ ଟଙ୍କା ଲୁଟିବା...

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ୍‌

ସିଡ଼ନୀ,୮।୨: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଶୁକ୍ରବାର ଅର୍ଥାତ୍‌ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ଖରାପ ଖବର ଆସିଛି।...

ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କଲେ ହାର୍ଦ୍ଦିକ-ରୋହିତ, ଜାଣନ୍ତୁ ଭାଇରାଲ ଦାବିର ସତ୍ୟତା…

ନୂଆଦିଲ୍ଲୀ,୮।୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଅଣାଯାଇଛି।...

ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ରୋହିତଙ୍କୁ ଭୟ କରନ୍ତି ବୋଲର: ଏହି କ୍ରିକେଟର କଲେ ପ୍ରଶଂସା…

କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଏକ ସାକ୍ଷାତକାର ସମୟରେ ଟିମ୍‌ ଇଣ୍ଡିଆର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ଯେତେବେଳେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିଷୟରେ ପଚରାଯାଇଥିଲା, ସେ...

ଶେଷରେ ଷ୍ଟାର୍‌ କ୍ରିକେଟର୍‌ ଇଶାନ କିଶନଙ୍କ ପତ୍ତା ମିଳିଲା

ବରୋଦା,୮।୨: ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଆଜିକାଲି ଟିମ ଇଣ୍ଡିଆରୁ ବାଦ୍‌ ପହିଛନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ସେ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ, କିନ୍ତୁ ଯାତ୍ରା...

କ୍ରିକେଟରୁ ଅବସର!: ଶାମି ଦେଲେ ଏଭଳି ମନ୍ତବ୍ୟ…

କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଆଜିକାଲି କ୍ରିକେଟ ପଡ଼ିଆଠାରୁ ଦୂରରେ ରହିଛନ୍ତି। ଏହି ସମୟ ମଧ୍ୟରେ କ୍ରିକେଟରୁ ଅବସର ନେଇ ମହମ୍ମଦ ଶାମି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକଦିବସୀୟ ବିଶ୍ୱକପ ୨୦୨୩...

ଧୋନୀଙ୍କ ବ୍ୟାଟରେ ପିଲାଦିନ ସାଙ୍ଗଙ୍କର ଦୋକାନ ଷ୍ଟିକର, ଏମଏସଙ୍କ କାର୍ଯ୍ୟକୁ ପ୍ରଶଂସା…

ରାଞ୍ଚି,୮।୨ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ଆଇପିଏଲ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଧୋନୀଙ୍କ ବ୍ୟାଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, ଧୋନୀଙ୍କ ବ୍ୟାଟ ଭାଇରାଲ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri