ସୁପର୍-୪ରେ ଭାରତ
ପାଲେକେଲ୍,୫ା୯: ଚଳିତ ଏସିଆ କପ୍ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଘାତକ...
ଚାଇନାରେ ୧୭ ଦିନିଆ ଟ୍ରେନିଂ ନେବ ଭାରତୀୟ ବକ୍ସିଂ ଦଳ
ନୂଆଦିଲ୍ଲୀ,୪ା୯: ଏସିଆନ ଗେମ୍ସ ପାଇଁ ଭାରତୀୟ ବକ୍ସିଂ ଦଳ ଚାଇନା ସହର ଉଇସାନ୍ରେ ୧୭ ଦିନିଆ ଟ୍ରେନିଂ କ୍ୟାମ୍ପ କରିବ। ଏଥିରେ ଯୋଗଦେବା ପାଇଁ ୧୩ ବକ୍ସର ଏବଂ ୧୧ ସପୋର୍ଟ ଷ୍ଟାଫ୍ ରବିବାର ଚାଇନା ଗସ୍ତ କରିଛନ୍ତି। ବକ୍ସିଂ...
ସୁଇଜରଲାଣ୍ଡରେ ନୀରଜ ସମ୍ବର୍ଦ୍ଧିତ
ଜୁରିଚ୍, ୪ା୯: ବିଶ୍ୱ ଚାମ୍ପିୟନ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସୁଇଜରଲାଣ୍ଡର ପର୍ଯ୍ୟଟନ ବିଭାଗ ସମ୍ବର୍ଦ୍ଧିତ କରିଛି। ଗତ ମାସରେ ବୁଦାପେଷ୍ଟଠାରେ ୮୮.୧୭ ମିଟର ଜାଭେଲିନ୍ ଥ୍ରୋ କରି ବିଶ୍ୱ ଟାଇଟଲ ହାସଲ କରିବା ପରେ ନିରଜ ଅଲିମ୍ପିକ ଏବଂ...
ଭାରତ ଆଗରେ ୨୩୧ ରନ୍ ଟାର୍ଗେଟ୍
ପାଲେକେଲ୍,୪ା୯: ପାଲେକେଲ୍ ଷ୍ଟାଡ଼ିୟମରେ ସୋମବାର ଖେଳାଯାଇଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ କରି ନିଦ୍ଧାରିତ ୪୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୩୦ ରନ୍ କରିଛି।...
ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଲେ ରାହୁଲ-ଆଥିୟା
ବେଙ୍ଗାଲୁରୁ,୪।୯: ଟିମ ଇଣ୍ଡିଆର କ୍ରିକେଟର କେ.ଏଲ ରାହୁଲ ଏବଂ ସ୍ତ୍ରୀ ଆଥିୟା ଶେଟ୍ଟୀ ବେଙ୍ଗାଲୁରୁର ପ୍ରସିଦ୍ଧ ଘାଟି ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଛନ୍ତି। ଦୁହିଁଙ୍କ ମନ୍ଦିର ପରିଦର୍ଶନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପବିତ୍ର ଶ୍ରାବଣ ମାସ ଶେଷ...
ଅଟ୍ଟାରୀ ୱାଘା ସୀମାରେ ପହଞ୍ଚିଲେ ରୋଜର ବିନ୍ନି, ରାଜୀବ ଶୁକ୍ଲା, ଲାହୋରରେ ଦେଖିବେ ଆଫଗାନିସ୍ତାନ-ଶ୍ରୀଲଙ୍କା ମ୍ୟାଚ
ନୂଆଦିଲ୍ଲୀ,୪।୯: ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଜିଠୁ ଦୁଇ ଦିବସୀୟ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଉଭୟ ଅମୃତସରରେ ପହଞ୍ଚିବା ପରେ ଅଟ୍ଟାରୀ ୱାଘା ସୀମା ଦେଇ ପାକିସ୍ତାନ ଯାଇଛନ୍ତି। ୫ ସେପ୍ଟେମ୍ବରରେ ଲାହୋରର ଗଦ୍ଧାଫି...
ମଙ୍ଗଳବାର ହେବ ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଆ ଘୋଷଣା
ନୂଆଦିଲ୍ଲୀ,୪।୯: କ୍ରିକେଟ ବିଶ୍ୱକପ୍ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରୁ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୮ରେ ଚେନ୍ନାଇରେ ଭାରତ ଏବଂ...
ଏସିଆ କପ: ଟସ୍ ଜିତିଲା ଭାରତ…
କାଣ୍ଡି,୪।୯: ଏସିଆ କପର ସୋମବାର ପାଲଲେକେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ ଆରମ୍ଭ କରିବ। ଭାରତର ପ୍ଲେ-୧୧ରେ ଏକ ପରିବର୍ତ୍ତନ ହେଇଛି। ଯସପ୍ରୀତ...
ଏସିଆ କପର ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ହେବାକୁ ନିବେଦନ କଲା ପିସିବି
ନୂଆଦିଲ୍ଲୀ,୪।୯: ଏସିଆ କପ ୨୦୨୩ରେ ବର୍ଷା ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ମ୍ୟାଚ ବାତିଲ ହୋଇଯାଇଥିଲା। ଏଥି ସହିତ ଶ୍ରୀଲଙ୍କାର କଲମ୍ବୋରେ ଲଗାତାର ପ୍ରବଳ ବର୍ଷା ହେତୁ ସୁପର-୪ ମୁକାବିଲା ମଧ୍ୟ ବାତିଲ ହେବାର ଆଶଙ୍କା ରହିଛି।...
ବାପା ହେଲେ ଜଶପ୍ରୀତ୍ ବୁମ୍ରା
ନୂଆଦିଲ୍ଲୀ,୪।୯: ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ୍ ବୁମ୍ରା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସ୍ତ୍ରୀ ସଞ୍ଜନା ଗଣେଶନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଆଜିକାଲି ଖେଳାଯାଉଥିବା...
ଆଜି ଭାରତ ବନାମ ନେପାଳ: ମହମ୍ମଦ ଶାମି ବୁମ୍ରାଙ୍କ ସ୍ଥାନରେ ଫେରିବା ନେଇ ଚର୍ଚ୍ଚା…
କାଣ୍ଡି,୪।୯ : ସୋମବାର ଏସିଆ କପରେ ଭାରତ ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗ୍ରୁପ-ଏରେ ଉଭୟ ଦଳର ଏହା ଦ୍ୱିତୀୟ ମ୍ୟାଚ ହେବ। ଭାରତ ଏବଂ ନେପାଳ ମଧ୍ୟରେ ଏହି ମ୍ୟାଚ କାଣ୍ଡିର ପଲେକଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ...
ଭାଇରାଲ ହେଉଛି ବିରାଟ କୋହଲିଙ୍କ ରିଆକ୍ସନ୍
ପାଲେକେଲ୍,୪।୯: ବର୍ଷା ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ ପାଇଲେ। ଏଥି ସହିତ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ...
Archives


