ଯଦି T20 ବିଶ୍ୱକପରୁ ବାଂଲାଦେଶ ବାଦ ପଡେ, ଏହି ଟିମ୍କୁ ମିଳିବ ଏଣ୍ଟ୍ରି
ନୂଆଦିଲ୍ଲୀ,୧୯।୧: ଟି-୨୦ ବିଶ୍ୱକପ ବିବାଦ ଘନୀଭୂତ ହେଉଛି। ଗୋଟିଏ ପଟେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାନୁଆରୀ ୨୧ ସୁଦ୍ଧା ବାଂଲାଦେଶକୁ ତାର ସ୍ଥିତି ସ୍ପଷ୍ଟ କରିବାକୁ ଏକ ଅଲଟିମେଟମ ଦେଇଛି। ଅନ୍ୟପକ୍ଷରେ ବାଂଲାଦେଶ ସରକାରଙ୍କ ଚାପରେ ବାଂଲାଦେଶ କ୍ରିକେଟ ବୋର୍ଡ…
ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ବଡ଼ ଝଟକା: ବିସିବିକୁ ଅଲ୍ଟିମେଟମ ଦେଲା ICC, ଜାନୁଆରୀ ୨୧ ସୁଦ୍ଧା…
ନୂଆଦିଲ୍ଲୀ,୧୯।୧: ଗତ ସପ୍ତାହରେ ICC ଅଧିକାରୀମାନେ BCB ସହିତ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ସ୍ଥାନ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ପାଇଁ ବାଂଲାଦେଶ ଗସ୍ତ କରିଥିଲେ। IPLରୁ ମୁସ୍ତାଫିଜୁର ରହମାନଙ୍କୁ ବାଦ୍ ଦିଆଯିବା ପରେ ବାଂଲାଦେଶ ଏକ ଦୃଢ଼ ଆଭିମୁଖ୍ୟ…
ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…
ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍ରେ ଟିମ ଇଣ୍ଡିଆ ୪୧ ରନ୍ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ରୋହିତ ଶର୍ମାଙ୍କ…
ଭାରତର ଗର୍ବ ଭାଙ୍ଗିଲା: ୩୭ ବର୍ଷ ପରେ ଘଟିଲା…
ଇନ୍ଦୋର,୧୯।୧: ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ ପୁଣିଥରେ ଇତିହାସ ରଚିଛି। ପ୍ରଭାବଶାଳୀ ଟେଷ୍ଟ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ୩୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଦିନିକିଆ ସିରିଜ ଜିତିଛି। ଇନ୍ଦୋରରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ…
ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା
ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି। ସେ ୯୧ ବଲ୍ରେ ୮ ଚୌକା ଏବଂ ୨ ଛକା…
ନ ଖେଳି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଯିବ କି ପାକିସ୍ତାନ? ବାଂଲାଦେଶ ବିବାଦ ମଧ୍ୟରେ କାହିଁକି ଉଠୁଛି ପ୍ରଶ୍ନ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରମୁଖ ଉତ୍ତେଜନା, ICC T20 ବିଶ୍ୱକପ ୨୦୨୬ ରେ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ ବିବାଦ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ସହିତ ଜଡିତ। ତଥାପି, ପାକିସ୍ତାନ କ୍ରିକେଟ ବୋର୍ଡ…
Ind Vs NZ: ODI ସିରିଜ ପରାଜୟ ଉପରେ ଆସିଲା ଅଧିନାୟକ ଗିଲଙ୍କ ବୟାନ – ‘ବିରାଟଙ୍କ ବ୍ୟାଟିଂ ଏକ ‘ପ୍ଲସ ପଏଣ୍ଟ’ କିନ୍ତୁ…’
ନୂଆଦିଲ୍ଲୀ,୧୯।୧: ଭାରତୀୟ ଅଧିନାୟକ ଶୁବମନ ଗିଲ, ଜାନୁଆରୀ ୧୮, ୨୦୨୬ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ କହିଛନ୍ତି ଯେ ବିରାଟ କୋହଲିଙ୍କ ଉତ୍କୃଷ୍ଟ ଫର୍ମ ଏବଂ ହର୍ଷିତ ରାଣାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସକାରାତ୍ମକ ଦିଗ। ତଥାପି, ଭାରତୀୟ…
ହର୍ଷିତ ରାଣାଙ୍କ ଅନ୍ଦାଜ ଦେଖି ଏମିତି ରିଆକ୍ସନ ଦେଲେ ରୋହିତ-ଗମ୍ଭୀର ଯାହା ଏବେ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ମ୍ୟାଚ ରବିବାର, ଜାନୁଆରୀ ୧୮, ୨୦୨୬ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଯଦିଓ ଟିମ ଇଣ୍ଡିଆ ନିର୍ଣ୍ଣାୟକ ମ୍ୟାଚ ହାରିଯାଇଥିଲା, କିନ୍ତୁ ହର୍ଷିତ ରାଣା ତାଙ୍କର…
IND vs NZ 3rd ODI: ଘରେ ହିଁ ଭାଙ୍ଗିଗଲା ଭାରତର ଗର୍ବ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ODI ସିରିଜ ପରାଜୟ ପଛରେ ଏହି ୫ଖେଳାଳିଙ୍କ ହାତ!
ନୂଆଦିଲ୍ଲୀ,୧୯।୧: ଇନ୍ଦୋରରେ ଖେଳାଯାଇଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଏବଂ ନିର୍ଣ୍ଣାୟକ ଦିନିକିଆ ଟିମ ଇଣ୍ଡିଆ ପାଇଁ ଏକ ବିପର୍ଯ୍ୟୟ ସାଜିଥିଲା। ଜାନୁଆରୀ ୧୮ରେ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪୧ ରନରେ ପରାସ୍ତ କରି ୨-୧ରେ…
କୋହଲିଙ୍କ ଶତକ ସତ୍ତ୍ୱେ ହାରିଲା ଟିମ୍ ଇଣ୍ଡିଆ
ଇନ୍ଦୋର,୧୮।୧- ଇନ୍ଦୋର ହୋଲକର ଷ୍ଟାଡିୟମରେ ରବିବାର ବିରାଟ କୋହଲିଙ୍କ ଦମ୍ଦାର ଶତକ ସତ୍ତ୍ୱେ ଭାରତ ୪୧ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଡାରଲି ମିଚେଲ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ…
ଭିଜା ଟେନସନ ଶେଷ! T20 ବିଶ୍ୱକପ ପାଇଁ ଭାରତ ଆସିବେ ୪୨ ପାକିସ୍ତାନୀ
ନୂଆଦିଲ୍ଲୀ, ୧୮।୧: ICC T20 ବିଶ୍ୱକପ ୨୦୨୬ ଫେବୃଆରୀ ୭ରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ପାଇଁ ଭିଜା ସମ୍ବନ୍ଧୀୟ ସମସ୍ୟାର ପ୍ରାୟତଃ ସମାଧାନ କରାଯାଇଛି। ଖେଳାଳି ଏବଂ ଅଧିକାରୀ ସମେତ ମୋଟ…
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟି୨୦, ଓ୍ବାନ ଡେ’ ଟିମ୍ ଘୋଷଣା କଲା ଇଣ୍ଡିଆ, ୭ ବର୍ଷ ପରେ ଫେରିଲେ ଏହି ଖେଳାଳି
ନୂଆଦିଲ୍ଲୀ,୧୮।୧: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଟିମ ଇଣ୍ଡିଆ ତିନୋଟି ଦିନିକିଆ ଏବଂ ସମାନ ଟି-୨୦ ଖେଳିବ। ଦଳରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି, ଯେଉଁଥିରୁ ଗୋଟିଏ ହେଉଛି ଭାରତୀ ଫୁଲମାଲିଙ୍କ…
Archives


