ଖେଳ

୩ୟ ଟେଷ୍ଟ ପୂର୍ବରୁ ରାଜକୋଟ ଷ୍ଟାଡିୟମରେ ହେବ ପରିବର୍ତ୍ତନ, ବଦଳିବ ଏହାର ପରିଚୟ

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବା ପରେ ଭାରତୀୟ ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ...

ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା

ନୂଆଦିଲ୍ଲୀ,୭।୨: ୨୦୨୪ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ କ୍ରିକେଟ ଦଳ ଅପରାଜିତ ଥିବାବେଳେ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇପାରେ। ଯଦି...

ପୂର୍ବତନ ରଣଜୀ ଖେଳାଳି ଶୁଭାଶିଷ ଭୂୟାଁଙ୍କ ପରଲୋକ

ଭୁବନେଶ୍ୱର, ୭।୨ (ତପନ ସ୍ବାଇଁ): ପୂର୍ବତନ ରଣଜୀ ଟ୍ରଫି ଖେଳାଳି ତଥା ଓଡ଼ିଶା ସିନିୟର କ୍ରିକେଟ ଦଳର ଚୟନକର୍ତ୍ତା ଶୁଭାଶିଷ ଭୂୟାଁଙ୍କର ସୋମବାର ରାତିରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ...

ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା

ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୭ା୨(ପି.ଟି.): ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ପୋକ୍ସୋ ଆଇନ ଅଧୀନରେ ଅର୍ଜୁନ ପୁରସ୍କାର ବିଜୟୀ ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛି। ୨୨ ବର୍ଷୀୟା ମହିଳା ଜଣକ...

ନେପାଳକୁ ହରାଇ ଫାଇନାଲରେ ଭାରତ

ଢାକା, ୭ା୨(ପି.ଟି.): ନେହାଙ୍କ ଡବଲ୍‌ ଗୋଲ୍‌ ବଳରେ ଭାରତ ଏହାର ଶେଷ ଲିଗ୍‌ ମ୍ୟାଚରେ ନେପାଳକୁ ୪-୦ ଗୋଲ୍‌ରେ ପରାସ୍ତ କରି ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର...

ବିଜୟରେ ନେଦରଲାଣ୍ଡ୍ସର ହ୍ୟାଟ୍ରିକ୍‌

ଭୁବନେଶ୍ୱର, ୭।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍ସ ଦଳ ବିଜୟରେ ହ୍ୟାଟ୍ରିକ ଅର୍ଜନ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଚାଇନାକୁ ୩-୧ ଗୋଲରେ ପରାସ୍ତ କରିଛି। ଆମେରିକାକୁ ୭-୦...

ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ପୁରୀ, ୭।୨(ଅଜିତ୍‌ ମହାନ୍ତି): ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ମଙ୍ଗଳବାରଠାରୁ ଜଗନ୍ନାଥ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି। ନୂଆ-ଓ ମାଧ୍ୟମରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଜିଲାପାଳ ବିଜୟ କୁମାର ଦାଶ ଉଦ୍‌ଘାଟନ କରିବା ସହ କ୍ରୀଡ଼ା ଶୃଙ୍ଖଳା, ଭାଇଚାରା...

ଫାଇନାଲରେ ଭାରତ

ବେନୋନି, ୭ା୨ (ପି.ଟି.): ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ...

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।...

ବିରେନ୍ଦ୍ର ସେହ୍ବାଗ ହେଲେ ମୁମ୍ବାଇ ଅଧିନାୟକ

ନୂଆଦିଲ୍ଲୀ,୬।୨: ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ସେମାନେ କ୍ରିକେଟରଙ୍କୁ ପୁଣିଥରେ ମଇଦାନରେ ଖେଳୁଥିବାର ଦେଖିପାରିବେ, ସେ ବି ଅଧିନାୟକ ଭାବେ। ଇଣ୍ଡିଆନ ଭେଟେରାନ ପ୍ରିମିୟର ଲିଗ୍‌(ଆଇବିପିଏଲ୍‌)ରେ ମୁମ୍ବାଇ ଚାମ୍ପିଅନ୍ସ ପକ୍ଷରୁ ଖେଳିବେ ସେ। ଆଇବିପିଏଲ୍‌ର...

ବନ୍ଧୁକ ମୂନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟରଙ୍କଠାରୁ ଛଡ଼ାଇ ନେଲେ ମୋବାଇଲ-ବ୍ୟାଗ…

ଜୋହାନ୍ସବର୍ଗ,୬।୨ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ଲିଗରେ ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଫାବିଆନ ଆଲେନଙ୍କ ମୋବାଇଲ ଫୋନ ଏବଂ ବ୍ୟାଗରେ ଥିବା ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ବନ୍ଧୁକ ମୁନରେ...

ମିଳିଲାନି ଅଧିନାୟକତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ କୋଚଙ୍କ ଉପରେ ରାଗିଲେ ରୋହିତଙ୍କ ସ୍ତ୍ରୀ…

କୋଲକାତା,୬।୨ : ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂତନ ଅଧିନାୟକ କରିଛି। ଯାହା ପରେ ବର୍ତ୍ତମାନ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସାଜଦେହ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri