ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାକୁ ନେଇ ଅସନ୍ତୁଷ୍ଟ ପ୍ରଶଂସକ, ମୁମ୍ବାଇ ଇଣ୍ଡିଆନ୍ସରୁ କମିଲା ଦେଢ ଲକ୍ଷ ଫଲୋର୍ସ
ନୂଆଦିଲ୍ଲୀ,୧୬।୧୨: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ଶୁକ୍ରବାର ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ବାସ୍ତବରେ ମୁମ୍ବାଇ ଦଳ ରୋହିତ ଶର୍ମାଙ୍କୁ ଅଧିନାୟକରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ କରିଛି। ମୁମ୍ବାଇ ଦଳର ଏହି ନିଷ୍ପତ୍ତିରେ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ...
ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦: ଆଜି ସମସ୍ତ ସେମିଫାଇନାଲ
କଟକ,୧୬ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ବିଡବ୍ଲ୍ୟୁଏଫ ଟୁର୍ ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ନିରାସ କରିଛନ୍ତି ଓଡିଶାର ଦୁଇ ଭଉଣି ଋତପର୍ଣ୍ଣା ଏବଂ ଶ୍ୱେତପର୍ଣ୍ଣା ପଣ୍ଡା। ମହିଳା ଡବଲ୍ସ କ୍ୱାର୍ଟର...
୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ: ବାଂଲାଦେଶ-ୟୁଏଇ ଫାଇନାଲ
ଦୁବାଇ, ୧୭ା୧୨: ଏସିସି ୧୯ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ବାଂଲାଦେଶ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ହେବ। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଅରିଫୁଲ୍ ଇସ୍ଲାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ପରେ ବାମହାତୀ...
ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କଲେ ରୋହିତ
ନୂଆଦିଲ୍ଲୀ,୧୬।୧୨: ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଏକ ବଡ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛି। ସୋସିଆଲ ମିଡିଆରେ ମୁମ୍ବାଇର ଏହି ନିଷ୍ପତ୍ତିକୁ ନେଇ ଅନେକ...
ଏକଦା ବିରାଟଙ୍କ ସହ କରାଯାଉଥିଲା ତୁଳନା: ସୁଯୋଗ ନ ମିଳିବାରୁ ରାଗରେ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର, ଦେଲେ ଧମକ
ଇସଲାମାବାଦ,୧୫।୧୨: ପାକିସ୍ତାନ କ୍ରିକେଟ ଟିମ୍ରେ ନୂଆ ବିବାଦ ଦେଖାଦେଇଛି। ଏକ ସମୟରେ ଭାରତର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ଅହମ୍ମଦ ଶେହଜାଦଙ୍କୁ କୌଣସି କ୍ରେତା ନ ମିଳିବାରୁ ସେ ପାକିସ୍ତାନର ଟି-୨୦ ସୁପର ଲିଗ୍ରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ...
ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇଏସ ଅଧିକାରୀ
ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି।...
ମହିଳା ଫୁଟ୍ବଲ ର଼୍ୟାଙ୍କିଙ୍ଗ ଘୋଷଣା: ସ୍ପେନ ପ୍ରଥମ ଥର ୧ ନମ୍ବର
ଜୁରିଚ୍,୧୫ା୧୨: ମହିଳା ଫୁଟବଲ ଫିଫା ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱକପ୍ ବିଜୟୀ ସ୍ପେନ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନୀତ ହୋଇଛି। ୟୁଫା (ୟୁନିୟନ ଅଫ୍ ୟୁରୋପିଆନ ଫୁଟ୍ବଲ ଆସୋସିଏଶନ୍ସ) ନେଶନ୍ସ ଲିଗ୍ ସେମିଫାଇନାଲରେ ପ୍ରବେଶ କରିବା...
ବଡ଼ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ
ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ନୂଆ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି। ସେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଅଧିନାୟକ...
ନୀତୀଶ ଉପଅଧିନାୟକ ରହିବା ନେତୃତ୍ୱକୁ ମଜଭୁୁତ କରିବ: ଶ୍ରେୟସ
କୋଲକାତା,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)ର ଅଧିନାୟକତ୍ୱ କରିବେ ଭାରତୀୟ ମିଡଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର। ପିଠିରେ ଇଞ୍ଜୁରୀ ଯୋଗୁ ଲଣ୍ଡନରେ ଏପ୍ରିଲରେ ଶ୍ରେୟସଙ୍କ ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥିଲା। ଫଳରେ ସେ ଆଇପିଏଲ ୨୦୨୩...
ଟି-୧୦ ଫର୍ମାଟରେ ଆଇପିଏଲ୍-୨ ଯୋଜନା କରୁଛି ବିସିସିଆଇ, ଜାଣନ୍ତୁ କେବେ ଖେଳାଯିବ
ମୁମ୍ବାଇ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳତା ପରେ ୨୦୨୪ ସୁଦ୍ଧା ଟାୟାର-୨ କ୍ରିକେଟ ଲିଗ୍ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ବିସିସିଆଇ ସଚିବ ଜୟ ଶାହା ପ୍ରସ୍ତାବିତ ଲିଗ୍ ପାଇଁ ଏକ ବ୍ଲୁ ପ୍ରିଣ୍ଟରେ ଉପରେ କାମ...
୭.୮ ମିଲିୟନ ଡଲାରରେ ନିଲାମ ହେଲା ଫିଫା ବିଶ୍ୱକପ ୨୦୨୨ ରେ ଲିଓନେଲ ମେସି ପିନ୍ଧିଥିବା ୬ ଟି ଜର୍ସି
ନୂଆଦିଲ୍ଲୀ,୧୫।୧୨: କତାରରେ ଚାଲିଥିବା ୨୦୨୨ ବିଶ୍ୱକପରେ ଆର୍ଜେଣ୍ଟିନା ମେଗାଷ୍ଟାର ଲିଓନେଲ ମେସି ପିନ୍ଧିଥିବା ୬ ଟି ଜାରି ନିଲାମରେ ୭.୮ ମିଲିୟନ ଡଲାରରେ ବିକ୍ରି ହୋଇଛି। “ଲିଓନେଲ ମେସି ମ୍ୟାଚ୍ ରେ ପିନ୍ଧିଥିବା ଆଇକନିକ ହାଲୁକା ନୀଳ ଏବଂ ଧଳା...
ବିଶ୍ୱକପ୍ ପରେ ପୁଣି ମଇଦାନକୁ ଫେରିବାକୁ ପ୍ରସ୍ତୁତ କୋହଲି, ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା କଲେ ଯାତ୍ରା
ନୂଆଦିଲ୍ଲୀ,୧୫।୧୨: ଦିନିକିଆ ବିଶ୍ୱକପ୍ ୨୦୨୩ ରେ ଭାରତ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲା । ଟିମ ଇଣ୍ଡିଆ କ୍ରମାଗତ ୧୦ ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏହି ବିଶ୍ୱକପ୍ରେ ବିରାଟ...
Archives


