IND vs ENG: ଇଂଲଣ୍ଡକୁ ବଡ ଝଟକା, ମ୍ୟାଚ ବେଳେ ଏହି ଖେଳାଳି ହେଲେ ଆହତ
ହାଇଦ୍ରବାଦ, ୨୭।୧: ଇଂଲଣ୍ଡ ସ୍ପିନ ବୋଲିଂ କୋଚ୍ ଜିତନ ପଟେଲ ପ୍ରକାଶ କରିଛନ୍ତି ଯେ ବାମହାତୀ ସ୍ପିନର ଜ୍ୟାକ ଲିଚ୍ଙ୍କ ଆଣ୍ଠୁରେ ଗଭୀର ଆଘାତ ପାଇଛନ୍ତି। ଇଂଲଣ୍ଡ ଦଳର ସବୁଠାରୁ ଅଭିଜ୍ଞ ସ୍ପିନର ଲିଚ୍ ପ୍ରଥମ ଦିନରେ ବାଉଣ୍ଡ୍ରି ବଞ୍ଚାଇବାକୁ ଚେଷ୍ଟା…
ପଡିଆରେ ଖେଳୁଥିଲା ବଲ, ବ୍ୟାଟସ ମ୍ୟାନ ନେଳେ ୩ ରନ, ପ୍ୟାଟ କମିନ୍ସ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୨୭।୧: ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ମିଳିଥାଏ ଯାହାକୁ ଦେଖିବାକୁ ଆମେ ବାଧ୍ୟ ହୋଇଥାଉ। ଏହିପରି କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିପାରେ, ଯାହାକୁ ଆପଣ ବାରମ୍ବାର ଦେଖିପାରନ୍ତି। ଏହା ବ୍ୟତୀତ ପଡ଼ିଆରେ ଖେଳ ସମୟରେ ଖେଳାଳିଙ୍କ…
ଇତିହାସ ରଚିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୭।୧: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ମାଧ୍ୟମରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର…
ତଲାକ ପରେ ପ୍ରଥମ ଥର ପୋଷ୍ଟ ଶେୟାର କଲେ ସାନିଆ
ନୂଆଦିଲ୍ଲୀ,୨୬।୧: ନିକଟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ତୃତୀୟ ଥର ପାଇଁ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ ଏବଂ ପ୍ରଶଂସକଙ୍କ ସହ ଏହି ଖବର ଶେୟାର କରିଥିଲେ, ଏହାପରେ ଜଣାପଡିଥିଲା ଯେ ସାନିଆ ମିର୍ଜା…
ସାନିଆଙ୍କଠାରୁ ତଲାକ୍ ନେଇଥିବା ଶୋଏବ ମଲିକ ଏବେ ଅଡୁଆରେ, କ୍ୟାରିୟରରେ ଲାଗିଲା ଗ୍ରହଣ
ଇସଲାମାବାଦ,୨୬।୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କଠାରୁ ତଲାକ୍ ନେଇ ସେ ତୃତୀୟ ଥର ବିବାହ କରିବା ପରେ ଲାଇମଲାଇଟକୁ ଆସିଥିଲେ। ବର୍ତ୍ତମାନ…
IND vs ENG: ଭାରତର ସ୍କୋର ୧୭୦ ରନ୍ ପାର୍, ଅର୍ଦ୍ଧ ଶତକଠାରୁ ଅଳ୍ପ ଦୂରରେ ରାହୁଲ, ଯଶସ୍ବୀ-ଶୁବମନ ଆଉଟ୍
ହାଇଦ୍ରାବାଦ,୨୬।୧: ହାଇଦ୍ରାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ମ୍ୟାଚ ଜାରି ରହିଛି। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଇଂଲଣ୍ଡ ଦଳ ଏହାର ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା। ଗୁରୁବାର…
IND vs ENG: ପ୍ରଥମ ଦିନରେ ବେନ ଷ୍ଟୋକ୍ସଙ୍କ ଏହି ଭୁଲ ପାଇଁ ମ୍ୟାଚ ହାରିପାରେ ଇଂଲଣ୍ଡ
ସିଡ଼ନୀ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଛି। ମ୍ୟାଚର ଆଜି ହେଉଛି ୨ୟ ଦିନ। ତେବେ ପ୍ରଥମ ଦିନରେ ଆୟୋଜକ ଭାରତ ଇଂରାଜୀ ଦଳ…
ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା, ଦଳରେ ସାମିଲ ହେବେନି ରସିଦ!
ନୂଆଦିଲ୍ଲୀ,୨୬।୧: ପାକିସ୍ତାନ ସୁପର ଲିଗର ଆଗାମୀ ସିଜିନରୁ ରସିଦ ଖାନ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ପ୍ରକୃତରେ, ରସିଦ ଖାନ ଅସ୍ତ୍ରୋପଚାର ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ତେବେ ରସିଦଙ୍କ ଆଘାତ ଆଇପିଏଲ ଦଳ ଗୁଜରାଟ ଟାଇଟାନ୍ସର ଚିନ୍ତାକୁ ଆହୁରି…
ଜିମ୍ବାୱେର ୨ ଖେଳାଳିଙ୍କ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୨୬।୧: ଗତ ମାସରେ ଜିମ୍ବାୱେ ଖେଳାଳି ୱେସଲି ମାଧେୱେରେ ଏବଂ ବ୍ରେଣ୍ଡନ ମାବୁଟୁଆ ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଟେଷ୍ଟରେ ଉଭୟଙ୍କ ଦ୍ୱାରା ନିଷିଦ୍ଧ ଡ୍ରଗ୍ସର ବ୍ୟବହାର ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଜିମ୍ବାୱେ କ୍ରିକେଟ ଦଳ…
ବିଶ୍ୱକପ୍ରେ ଭାରତର ଜଲଓ୍ବା ଜାରି
ନୂଆଦିଲ୍ଲୀ,୨୬।୧: ଅଣ୍ଡର-୧୯ ବିଶ୍ୱକପ ୨୦୨୪ରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏଥର ଟିମ ଇଣ୍ଡିଆ ୨୦୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏକ ଶତକ ହାସଲ କରିଥିବା ମୁଶିର ଖାନ ଏବଂ ୪ ଉଇକେଟ ନେଇଥିବା ନମନ ତିୱାରୀ…
ଜୋ ରୁଟ ‘ଆଉଟ’ ସତ୍ତ୍ୱେ ହେଲେ ‘ନଟ୍ଆଉଟ୍’: DRSକୁ ନେଇ ଉଠିଲା ବିବାଦ
ନୂଆଦିଲ୍ଲୀ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ର ପ୍ରଥମ ଦିନ ଶେଷ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଏକ ଦୃଢ ସ୍ଥିତିରେ ରହିଥିଲା। ମ୍ୟାଚ୍ରେ…
କଳିଙ୍ଗ ସୁପର୍ କପ୍: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜିତି ଫାଇନାଲ୍ରେ ଓଡ଼ିଶା ଏଫ୍ସି
ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର୍ କପ୍ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍ସି(ଓଏଫ୍ସି)। ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସିକୁ ୧-୦ରେ ପରାସ୍ତ କରି କ୍ରମାଗତ ସଂସ୍କରଣର ଫାଇନାଲରେ ପ୍ରବେଶ…
Archives


