IND Vs ENG: ଟିମ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ଅପଡେଟ୍
ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆର ତାରକା ବ୍ୟାଟର୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଗୋଟିଏ ବି ମ୍ୟାଚ ନ ଖେଳିବାର ସମ୍ଭାବନା ବଢିଛି। ପୂର୍ବରୁ ଏଭଳି ରିପୋର୍ଟ ଆସିଥିଲା ଯେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ…
ବଳାତ୍କାର ମାମଲା ପରେ ପ୍ରୋ-ଲିଗ୍ରୁ ଛୁଟି ନେଲେ ହକି ଖେଳାଳି ବରୁଣ
ନୂଆଦିଲ୍ଲୀ, ୮ା୨: ବଳାତ୍କାର ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ହକି ଖେଳାଳି ବରୁଣ କୁମାର ଆଇନଗତ ଲଢେଇ ପାଇଁ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରୁ ଓହରିଯାଇଛନ୍ତି। ଅଭିଯୋଗକାରିଣୀ ତାଙ୍କଠାରୁ ଟଙ୍କା ଲୁଟିବା ଲାଗି…
ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ଦଳର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ୍
ସିଡ଼ନୀ,୮।୨: ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଶୁକ୍ରବାର ଅର୍ଥାତ୍ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ଖରାପ ଖବର ଆସିଛି। ବାସ୍ତବରେ…
ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କଲେ ହାର୍ଦ୍ଦିକ-ରୋହିତ, ଜାଣନ୍ତୁ ଭାଇରାଲ ଦାବିର ସତ୍ୟତା…
ନୂଆଦିଲ୍ଲୀ,୮।୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଅଣାଯାଇଛି। ଦଳ…
ବିରାଟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ରୋହିତଙ୍କୁ ଭୟ କରନ୍ତି ବୋଲର: ଏହି କ୍ରିକେଟର କଲେ ପ୍ରଶଂସା…
କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଏକ ସାକ୍ଷାତକାର ସମୟରେ ଟିମ୍ ଇଣ୍ଡିଆର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ଯେତେବେଳେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିଷୟରେ ପଚରାଯାଇଥିଲା, ସେ କହିଥିଲେ…
ଶେଷରେ ଷ୍ଟାର୍ କ୍ରିକେଟର୍ ଇଶାନ କିଶନଙ୍କ ପତ୍ତା ମିଳିଲା
ବରୋଦା,୮।୨: ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଆଜିକାଲି ଟିମ ଇଣ୍ଡିଆରୁ ବାଦ୍ ପହିଛନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ସେ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ, କିନ୍ତୁ ଯାତ୍ରା ଆରମ୍ଭରେ…
କ୍ରିକେଟରୁ ଅବସର!: ଶାମି ଦେଲେ ଏଭଳି ମନ୍ତବ୍ୟ…
କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଆଜିକାଲି କ୍ରିକେଟ ପଡ଼ିଆଠାରୁ ଦୂରରେ ରହିଛନ୍ତି। ଏହି ସମୟ ମଧ୍ୟରେ କ୍ରିକେଟରୁ ଅବସର ନେଇ ମହମ୍ମଦ ଶାମି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକଦିବସୀୟ ବିଶ୍ୱକପ ୨୦୨୩ ରେ…
ଧୋନୀଙ୍କ ବ୍ୟାଟରେ ପିଲାଦିନ ସାଙ୍ଗଙ୍କର ଦୋକାନ ଷ୍ଟିକର, ଏମଏସଙ୍କ କାର୍ଯ୍ୟକୁ ପ୍ରଶଂସା…
ରାଞ୍ଚି,୮।୨ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ଆଇପିଏଲ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଧୋନୀଙ୍କ ବ୍ୟାଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, ଧୋନୀଙ୍କ ବ୍ୟାଟ ଭାଇରାଲ ହେବା ପଛର…
ହଠାତ୍ ଡ୍ରେସିଂ ରୁମ୍ ଭିତରକୁ ପଶିଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି: ଶାମି କଲେ ଅନେକ ଖୁଲାସା
ନୂଆଦିଲ୍ଲୀ,୮।୨: ନିକଟରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ଏହାର ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଟାଇଟଲ ମ୍ୟାଚରୁ ବଞ୍ଚିତ…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୮।୨: ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ପ୍ରବୀଣ ଦୁବେ ବିବାହ କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ଲ୍ସ ମଧ୍ୟ ପ୍ରବୀଣଙ୍କୁ ତାଙ୍କ ବିବାହରେ ଅଭିନନ୍ଦନ ଜଣାଇଛନ୍ତି। ଦଳ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରିଛନ୍ତି।…
ଇନ୍ଷ୍ଟାଗ୍ରାମ ଷ୍ଟାଟସ୍ରେ ଏମିତି କ’ଣ କହିଦେଲେ ଜସପ୍ରୀତ୍ ବୁମରା: ଭାଇରାଲ ହେଉଛି ପୋଷ୍ଟ
ରାଜକୋଟ,୮।୨:ବିଶାଖାପାଟନମ ଟେଷ୍ଟରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟର ପ୍ରଥମ ଇନିଂସରେ ଜସପ୍ରୀତ ବୁମ୍ରା ୬ଟି ଉଇକେଟ ନେଇଥିଲେ। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ୩ ଜଣ ବ୍ୟାଟ୍ସମ୍ୟାନ ସେମାନଙ୍କର ଶିକାର…
ଟେନ୍ସନ୍ ବଢାଇପାରନ୍ତି ୧୪ କୋଟି ଟଙ୍କାର ଖେଳାଳି
ନୂଆଦିଲ୍ଲୀ,୮।୨: ନ୍ୟୁଜିଲାଣ୍ଡର ଜବରଦସ୍ତ ଖେଳାଳି ଡାରିଲ ମିଚେଲ ଆହତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଘାତ ହେତୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଖେଳି ପାରିବେ ନାହିଁ। ଏହା ସହିତ ମିଚେଲ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ…
Archives


