ଟି୨୦ ଫର୍ମାଟରୁ କେବେ ସନ୍ନ୍ୟାସ ନେବେ ଓ୍ବାର୍ନର? ନିଜେ କଲେ ସ୍ପଷ୍ଟ…
ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆର ମହାନ ଓପନର୍ ଡେଭିଡ ଓ୍ବାର୍ନର ଟେଷ୍ଟ ଏବଂ ଦିନିକିଆ ପରେ ଟି୨୦ ଫର୍ମାଟରୁ କେବେ ଅବସର ନେବେ ତାହା ସ୍ପଷ୍ଟ କରିଛନ୍ତି। ଟି୨୦ ବିଶ୍ୱକପ୍ ୨୦୨୪ ଖେଳିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ସେ ବିଦାୟ ନେବେ…
‘ମୋତେ ଭାରତ ପସନ୍ଦ ନୁହେଁ’ କହି ବିବାଦରେ ଟେନିସ୍ ତାରକା, ଖାଦ୍ୟ-ଟ୍ରାଫିକ-ପରିମଳ ବ୍ୟବସ୍ଥାକୁ ନେଇ କଲେ ଟିପ୍ପଣୀ
ନୂଆଦିଲ୍ଲୀ,୧୦।୨: ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ସର୍ବିଆର ଟେନିସ୍ ତାରକା ଦେଜାନା ରାଡାନୋଭିକ୍। ଆଇଟିଏଫ୍ ଟୁର୍ନାମେଣ୍ଟରେ ଭାଗ ନେବାକୁ ସେ ଭାରତ ଆସିଥିଲେ। ତିନ ସପ୍ତାହ ଧରି ଏଠାରେ ରହିଥିଲେ। ହେଲେ ଭାରତୀୟ ଖେଳାଳି ବୈଦେହୀ ଚୌଧୁରୀଙ୍କଠାରୁ…
ଶେଷ ୩ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଘୋଷଣା: ଦଳକୁ ଫେରିଲେ ରାହୁଲ- ଜାଡେଜା, ଖେଳିବେନି କୋହଲି
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଶେଷ ୩ ଟେଷ୍ଟ ପାଇଁ ଶନିବାର ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି। ଏହା ବ୍ୟତୀତ ବିରାଟ…
ଆଗକୁ ପ୍ୟାରିିସ ଅଲିମ୍ପିକ: ଡୋପ୍ ଟେଷ୍ଟରେ ଧରାପଡ଼ି ମହିଳା ଫେନ୍ସର ସସ୍ପେଣ୍ଡ
ନଏଜି-ଲି ଗ୍ରାଣ୍ଡ,୧୦ା୨: ପ୍ୟାରିିସ ଅଲିମ୍ପିକ ଗେମ୍ସ ୬ ମାସରୁ କମ୍ ସମୟ ରହିଥିବା ବେଳେ ଫ୍ରାନ୍ସର ଅଗ୍ରଣୀ ମହିଳା ଫେନ୍ସର ‘ଅସ୍ବାଭାବିକ’ ଡୋପ୍ ଟେଷ୍ଟ ଫଳାଫଳ ଯୋଗୁ ସସ୍ପେଣ୍ଡ ହୋଇଛନ୍ତି। ଫେନ୍ସିଂରେ ୩ଥର ଅଲିମ୍ପିଆନ ୟସୋରା ଥିବସ ଗତ ଟୋକିଓ ଅଲିମ୍ପିକ୍ସରେ…
ଆଇପିଏଲ ୨୦୨୪: ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ହେବ ବଡ଼ ପରିବର୍ତ୍ତନ, ପ୍ରଥମ ଲୁକ୍ର ଭିଡିଓ ଜାରି କଲା ଚେନ୍ନାଇ
ନୂଆଦିଲ୍ଲୀ,୧୦।୨: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ୟୁଏଇର ଜାତୀୟ ବିମାନ କମ୍ପାନୀ ଏତିହାଦ ଏୟାରୱେଜ ସହିତ ଏକ ପ୍ରାୟୋଜକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥିସହ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏହାର…
ଇଂଲଣ୍ଡ ବିପକ୍ଷରେ ଶେଷ ତିନୋଟି ଟେଷ୍ଟ ବି ଖେଳିବେନି କୋହଲି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
ନୂଆଦିଲ୍ଲୀ,୧୦।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ତାରକା ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ବାକି ତିନିଟି ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ତିନିଟି ଟେଷ୍ଟ ମ୍ୟାଚରୁ କିଙ୍ଗ କୋହଲି ମଧ୍ୟ…
‘ମୋ ପାଖରେ ମଧ୍ୟ କହିବାକୁ ବହୁତ କିଛି ଅଛି’, ପିତାଙ୍କ ଅଭିଯୋଗକୁ ଭୁଲ ବୋଲି କହିଲେ ଜାଡେଜା
ନୂଆଦିଲ୍ଲୀ,୧୦।୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ଚର୍ଚ୍ଚାରେ ରହିଛନ୍ତି। କ୍ରିକେଟ ଯୋଗୁ ନୁହେଁ ବରଂ ଘରୋଇ କଳହ ହେତୁ ଜାଡେଜା ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ଶୁକ୍ରବାର ଜାଡେଜାଙ୍କ ପିତା ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ…
ଫୁଟ୍ବଲରେ ଖୁବ୍ଶୀଘ୍ର ବ୍ଲୁ କାର୍ଡ
ଟ୍ବଲରେ ଖୁବ୍ ଶୀଘ୍ର ‘ବ୍ଲୁ କାର୍ଡ’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିୟମ ବିଶେଷକରି ରେଫରିଙ୍କୁ ସାହାଯ୍ୟ କରିବ। ରିପୋର୍ଟ ଅନୁସାରେ ଏକ ହ୍ୟାଣ୍ଡବଲ୍ ମ୍ୟାଚରେ ରେଫରି ମାର୍ଟିନ ଥୋଏନ୍ ବ୍ଲୁ କାର୍ଡ ନିୟମକୁ କାର୍ଯ୍ୟକାରୀ କରିଥିଲେ। ଏହାକୁ ପ୍ରଣୟନ…
ଆଜିଠୁ କଳିଙ୍ଗରେ ପୁରୁଷ ହକି ପ୍ରୋ-ଲିଗ୍
ଭୁବନେଶ୍ୱର, ୧୦।୨(ତପନ ସ୍ବାଇଁ): ମହିଳା ହକି ପ୍ରୋ ଲିଗ୍ ୨୦୨୩-୨୪ର ଭୁବନେଶ୍ୱର ଚରଣ ଶୁକ୍ରବାର ଶେଷ ହୋଇଛି। ୧୨ ତାରିଖଠାରୁ ଏହାର ରାଉରକେଲା ଚରଣ ଆରମ୍ଭ ହେବ। ପୁରୁଷ ହକି ପ୍ରୋ ଲିଗ୍ର ଭୁବନେଶ୍ୱର ଚରଣ ଶନିବାରଠାରୁ ଆରମ୍ଭ ହେବ। କଳିଙ୍ଗ…
ଅଷ୍ଟ୍ରେଲିଆକୁ ୬-୨ରେ ହରାଇଲା ନେଦରଲାଣ୍ଡ୍ସ
ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ନେଦରଲାଣ୍ଡ୍ସର ଆଧିପତ୍ୟ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅଷ୍ଟ୍ରେଲିଆକୁ ୬-୨ ଗୋଲରେ ପରାସ୍ତ କରିଛି। କଳିଙ୍ଗରେ ନେଦରଲାଣ୍ଡ୍ସର ଏହା କ୍ରମାଗତ ୪ର୍ଥ ବିଜୟ। ନେଦରଲାଣ୍ଡ୍ସ ଚଳିତ ସିଜନରେ…
ଆମେରିକା ବିପକ୍ଷରେ ଭାରତକୁ ବିଜୟ ସ୍ବାଦ
ଭୁବନେଶ୍ୱର, ୧୦।୨ (ତପନ ସ୍ବାଇଁ): ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ର ଚଳିତ ସିଜନରେ ଭାରତ ଶୁକ୍ରବାର ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ୩-୧ଗୋଲରେ ଆମେରିକାକୁ ପରାସ୍ତ କରିଛି। ପୂର୍ବ ୩…
Video: ଲାଇଭ୍ ମ୍ୟାଚ୍ରେ ଡ୍ରାମା, କ୍ୟାଚ୍ ଧରିବା ଲାଗି ଇଞ୍ଚେ ବି ହଲିଲେ ନାହିଁ ଗୋଟିଏ ବି ଫିଲ୍ଡର, ରାଗରେ ଚିତ୍କାର କଲେ ବୋଲର୍
ନୂଆଦିଲ୍ଲୀ,୯।୨: ଟେଷ୍ଟ ଏବଂ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି। ସିରିଜର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜେତା ହୋଇଛି। ୧୧ ରନ୍ରେ ଦଳ ମ୍ୟାଚ୍ ଜିତି ନେଇଛି। ଏହି…
Archives


