କ୍ରିକେଟର୍ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ବାର୍ଷିକ ଖେଳାଳି ଚୁକ୍ତିନାମା ଘୋଷଣା କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି…
କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ
ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ ମାନ୍ୟତାରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ଧ୍ରୁବ ୩୧ଟି ସ୍ଥାନକୁ ଡେଇଁଛନ୍ତି। ସେ…
୨୫ ବର୍ଷ ମଧ୍ୟରେ ବଦଳିଗଲା ଟିମ ଇଣ୍ଡିଆର ଚିତ୍ର: ଟେଷ୍ଟରେ ଟକ୍କର ଦେବାକୁ କେହି ନାହିଁ
ନୂଆଦିଲ୍ଲୀ,୨୮।୨: ଟେଷ୍ଟ ଫର୍ମାଟରେ ଗତ ୨୫ ବର୍ଷ ମଧ୍ୟରେ ଟିମ ଇଣ୍ଡିଆର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ମାର୍ଚ୍ଚ ୭ରୁ ଇଂଲଣ୍ଡ ବିପକ୍ଷରେ ଧର୍ମଶାଳା ଟେଷ୍ଟରେ ଟିମ ଇଣ୍ଡିଆର ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ଟିମ ଇଣ୍ଡିଆ ଧର୍ମଶାଳାରେ ବିଜୟ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କୋହଲିଙ୍କଠାରୁ ୨ ପାଦ ଦୂରରେ ଅଛନ୍ତି ଜୟସ୍ବାଲ
ନୂଆଦିଲ୍ଲୀ,୨୮।୨: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଏକ ବଡ଼ ଲାଭ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଜୟସ୍ବାଲ ଭଲ ପ୍ରଦର୍ଶନ କରିଛନ୍ତି। ଯାହାର ଫାଇଦା ତାଙ୍କୁ ର଼୍ୟାଙ୍କିଙ୍ଗରେ ମିଳିଛି। ଟେଷ୍ଟ ର଼୍ୟାଙ୍କିଙ୍ଗରେ କୋହଲିଙ୍କ ଠାରୁ ଜୟସ୍ବାଲ…
ଆଜିର ଦିନରେ କୋହଲି କହିଥିଲେ-‘ମୁଁ ହେଉଛି କିଙ୍ଗ୍’
ନୂଆଦିଲ୍ଲୀ,୨୮।୨: ବିରାଟ କୋହଲି ବର୍ତ୍ତମାନ କ୍ରିକେଟରେ ଏକ ବଡ ନାମ। ଗତ ବର୍ଷ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ଅଧିକାଂଶ ଶତକ ହାସଲ କରିବାର ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଦିନିକିଆରେ କୋହଲିଙ୍କ ଶତକ ସଂଖ୍ୟା ସର୍ବାଧିକ। ଏଣୁ କୋହଲିଙ୍କୁ…
୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍ରେ ଖେଳ ଶେଷ
ନୂଆଦିଲ୍ଲୀ,୨୮।୨: ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍ ଈଶାନ କିଷନ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଉଛି ସେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିଥିଲେ। ଏହାପରେ ସେ ଟିମ୍ ମ୍ୟାନେଜମେଣ୍ଟକୁ ମେଣ୍ଟାଲ ବ୍ରେକ୍ ମାଗିଥିଲେ। ଲଗାତର ଭାବେ ସୁଯୋଗ…
କ୍ରିକେଟ ପାଇଁ ବୃହତ୍ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୨(ଅନିଲ ଦାସ): ଓଡ଼ିଶା କ୍ରିକେଟ ଖେଳ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ ଘୋଷଣା କରିବା ସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…
୩ୟ ଥର ପାଇଁ ବାପା ହେଲେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ୱିଲିୟମସନ
ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲ୍ୟାଣ୍ଡର ତାରକା କ୍ରିକେଟର କେନ ୱିଲିୟମସନ ତୃତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ସାରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ୱିଲିୟମସନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପତ୍ନୀ…
ପଡ଼ିଆରେ ଆରସିବି ଖେଳାଳିଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ, ଫଟୋ ଭାଇରାଲ
ନୂଆଦିଲ୍ଲୀ,୨୮।୨: ମହିଳା ପ୍ରିମିୟର ଲିଗ୍ ୨୦୨୪ର ୫ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ବାଙ୍ଗାଲୋର ଏହି ମ୍ୟାଚରେ ୫ ଉଇକେଟ୍ରେ ଜିତିଛି। ଏହି ମ୍ୟାଚ ସମୟରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସିବି…
କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ‘ଅକାୟ’ଙ୍କ ଡେବ୍ୟୁ ଦାବି କଲେ ପ୍ରଶଂସକ, ଭାଇରାଲ ହେଉଛି ପୋଷ୍ଟର
ନୂଆଦିଲ୍ଲୀ,୨୮।୨: ଭାରତୀୟ ଖେଳାଳି ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି, ଯାହା ବିଷୟରେ ସେ ଫେବୃଆରୀ ୨୦ରେ ସୂଚନା ଦେଇଥିଲେ। କୋହଲିଙ୍କ ଘରେ ଏକ ଶିଶୁପୁତ୍ର ଜନ୍ମ ହୋଇଛି। ଯାହାର ନାମ ସେ ‘ଅକାୟ’ ରଖିଛନ୍ତି । ବର୍ତ୍ତମାନ…
ସେମିଫାଇନାଲ ଲାଇନ୍ଅପ୍ ଚୂଡ଼ାନ୍ତ
ନୂଆଦିଲ୍ଲୀ,୨୮ା୨: ରଣଜୀ ଟ୍ରଫି ୨୦୨୪ର ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି। ମାର୍ଚ୍ଚ ୨ ତାରିଖରେ ବିଦର୍ଭ ଓ ମଧ୍ୟପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ଓ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। କ୍ୱାର୍ଟର ଫାଇନାଲରେ ବିଦର୍ଭ ୧୨୭ ରନ୍ରେ…
ହକି ଇଣ୍ଡିଆ ସିଇଓଙ୍କ ଇସ୍ତଫା
ନୂଆଦିଲ୍ଲୀ,୨୮ା୨(ପି.ଟି.): ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲେନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ତାଙ୍କର ବେତନ ଦିଆଯାଇ ନ ଥିବା ଅଭିଯୋଗ କରିବା ସହ ସେ ନିଜ ପଦରୁ ଓହରି ଯାଇଛନ୍ତି। ୪୯ ବର୍ଷୀୟ…
Archives


