ହାର୍ଦ୍ଦିକଙ୍କ ସହ ଈଶାନଙ୍କ ପ୍ରଶିକ୍ଷଣରେ ବିସିସିଆଇ ଅସନ୍ତୁଷ୍ଟ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
ନୂଆଦିଲ୍ଲୀ,୨।୩: ନିକଟରେ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ଘୋଷଣା କରାଯାଇଥିଲା। ଏହି ସେଣ୍ଟ୍ରାଲ କଣ୍ଟ୍ରାଣ୍ଟରେ ଈଶାନ କିଷନ ଏବଂ ଶ୍ରେୟସ ଆୟରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏହାପୂର୍ବରୁ ଈଶାନ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ୨୦୨୨-୨୩ରେ ଗ୍ରେଡ ବିର ଅଂଶ ଥିଲେ ।…
ତୃତୀୟ ଥର ପାଇଁ ବାପା ହେଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୨।୩: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ଶୋଏବ ଅଖତରଙ୍କ ପତ୍ନୀ ରୁବାବ ଖାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ଦମ୍ପତି ଝିଅର ନାଁ ନୁରେ ଅଲି ଅଖତର ନାମ…
କ୍ରିକେଟ ପାଇଁ ରାଜନୀତିରୁ ଓହରିଗଲେ କି ଗମ୍ଭୀର
ନୂଆଦିଲ୍ଲୀ,୨।୩: ପୂର୍ବ ଦିଲ୍ଲୀରୁ ଭାଜପା ଏମ୍ପି ଗୌତମ ଗମ୍ଭୀର ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଶନିବାର ତାଙ୍କର ଏକ ଟୁଇଟ୍ ଏଭି ଇଶାରା କରିଛି ଯେ, ଯାହାକୁ ନେଇ ର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କୁ ରାଜନୈତିକ ଦାୟିତ୍ୱରୁ…
ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି
ନୂଆଦିଲ୍ଲୀ,୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍ ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ରହିଲା। ଆଇପିଏଲ୨୦୨୪ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହି ସମୟ ମଧ୍ୟରେ…
ଟାଇଟଲ ପୋଛିନେଲେ ଓଡ଼ିଶା ଖେଳାଳି
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମିଶନ ଅଲିମ୍ପିକ୍ସ ସ୍ପୋଟର୍ସ ଫେଡେରେଶନ(ଏମ୍ଓଏସ୍ଏଫ୍) ଆନୁକୂଲ୍ୟରେ ଗୁରୁକୂଳ ଟେନିସ ରିସର୍ଟରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏଆଇଟିଏ-ଓଟିଏ ପୁରୁଷ ଟେନିସ ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ…
ଗାଇଡଲାଇନ୍ ବିରୋଧରେ ସ୍ବର ଉଠାଇଲେ ପ୍ରମୋଦ
ଭୁବନେଶ୍ୱର,୨।୩(ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଫି ଟେବୁଲ ବୁକ୍ ଉନ୍ମୋଚିତ
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ-୨୦୨୩ କଫି ଟେବୁଲ ବୁକ୍ ଉନ୍ମୋଚନ କରିଛନ୍ତି। ଅଗ୍ରଣୀ ସ୍ପୋଟର୍ସ ମାଗାଜିନ ସ୍ପୋର୍ଟଷ୍ଟାର ଏହି ବହିର ପ୍ରକାଶକ। ଓଡ଼ିଶା କିପରି ଏହି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ…
ଓମେନ୍ସ ନେଶନ୍ସ ଲିଗ୍: ସ୍ପେନ୍ ଚାମ୍ପିୟନ
ମାଡ୍ରିଡ୍,୨।୩: ପ୍ରଥମ ସଂସ୍କରଣର ଓମେନ୍ସ ନେଶନ୍ସ ଲିଗ୍ ଫୁଟବଲ୍ ଟୁର୍ନାମେଣ୍ଟରେ ସ୍ପେନ୍ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରିଥିଲା ସ୍ପେନ୍। ଦଳ ପକ୍ଷରୁ ଆଇଟାନା ବୋନମାଟି(୩୨) ଓ…
ଓ୍ବାରିଅର୍ଜର ଦ୍ୱିତୀୟ ବିଜୟ
ବେଙ୍ଗାଲୁରୁ,୨ା୩: ଓମେନ୍ସ ପ୍ରିମିୟର ଲିଗ୍ରେ ଗୁଜରାଟ ଜାଏଣ୍ଟ୍ସକୁ ୬ ଉଇକେଟରେ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି ୟୁପି ଓ୍ବାରିଅର୍ଜ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୫ ଉଇକେଟ ହରାଇ ୧୪୨ ରନ୍ କରିଥିଲା। ଜବାବରେ ୧୫.୪ ଓଭରରେ…
ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ
ହାଇଦ୍ରାବାଦ,୨।୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି ପଲଟନ୍…
ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ
ହାଇଦ୍ରାବାଦ,୧ା୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି…
ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା
ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି…
Archives


