ଖେଳ

ପଡ଼ିଆରେ ବେହୋସ୍‌ ହେଲେ ଫ୍ରିଡ଼ା ମାନମ୍‌

ଓଲଭରହାମ୍ପଟନ୍‌,୨ା୪(ପି.ଟି.): ଇଂଲିଶ ଲିଗ୍‌ କପ୍‌ ଫାଇନାଲ ମ୍ୟାଚ୍‌ରେ ଆର୍ସେନଲ ମହିଳା ଦଳର ମିଡ୍‌ ଫିଲ୍ଡର ଫ୍ରିଡା ମାନମ୍‌ ବେହୋସ ହୋଇଯାଇଥିଲେ। ମୋଲିନକ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌କୁ ଆର୍ସେନଲ ୧-୦ରେ ବିଜୟୀ ହୋଇଥିବା ବେଳେ ଫ୍ରିଡା ମ୍ୟାଚ୍‌ ସମୟରେ ପଡିଆରେ…

ବୋଲ୍ଟ, ଚହଲଙ୍କ ବୋଲିଂ ସଫଳତା

ମୁମ୍ବାଇ,୨ା୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୧୨୫/୯ରେ ସୀମିତ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୩ ଜଣ…

ମୁମ୍ବାଇକୁ ହରାଇ ରାଜସ୍ଥାନର ତୃତୀୟ ବିଜୟ

ମୁମ୍ବାଇ,୧ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ ୨୦୨୪ର ୧୪ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ଉଇକେଟରେ ହରାଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ମୁମ୍ବାଇ…

୧୨୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୨୫ ରନ୍‌ ସଂଗ୍ରହ…

ଏପ୍ରିଲ ୧୬ରେ ଆଇପିଏଲ୍‌ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧ା୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ନେଇ ଏକ ଅଣାନୁଷ୍ଠାନିକ ବୈଠକ ଏପ୍ରିଲ ୧୬ରେ ବସିବ। ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି…

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ

ଫୁକେଟ(ଥାଇଲାଣ୍ଡ), ୧ା୪: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଏଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍‌ ବିଶ୍ୱକପ୍‌ରେ ସୋମବାର ମହିଳା ୪୯ କେଜି ଗ୍ରୁପ୍‌ ‘ବି’ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା…

ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ

ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ…

ଆଇପିଏଲ୍‌ ମଝିରେ ନିଜ ନାଁ ପରିବର୍ତ୍ତନ କରିଦେଲେ ଏହି କ୍ରିକେଟର୍‌: ପଛରେ ରହିଛି ଏମିତି କାରଣ

ଲଣ୍ଡନ,୧।୪: ଇଂଲଣ୍ଡ ଅଧିନାୟକ ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଏକ ଅଂଶ ଥିବା ଜୋସ ବଟଲର ଆନୁଷ୍ଠାନିକ ଭାବରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ଜୋସ (Jos)ରୁ ଜୋଶ (Josh)କୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ବର୍ତ୍ତମାନ…

କୋଲକାତା-ରାଜସ୍ଥାନ ମ୍ୟାଚ ତାରିଖରେ ହେବ ପରିବର୍ତ୍ତନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସିଜନ ଆରମ୍ଭ ହୋଇଯାଇଛି। ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳାଯାଇଛି । ଏହି ସମୟରେ କେକେଆର ଏବଂ ରାଜସ୍ଥାନ ମ୍ୟାଚକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ବାସ୍ତବରେ କୋଲକାତା ଏବଂ ରାଜସ୍ଥାନ ମଧ୍ୟରେ…

ଯନ୍ତ୍ରଣାରେ ଛଟପଟ ହେଲେ ଧୋନି, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ଆଇପିଏଲ ୨୦୨୪ ର ୧୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ବିଶାଖାପଟନମର ଓ୍ବାଇଏସ ରାଜଶେଖରା ରେଡ୍ଡୀ ଷ୍ଟାଡିୟମରେ ନୀଳ ଜର୍ସି ଅପେକ୍ଷା ଅଧିକ ଦର୍ଶକ ହଳଦିଆ…

ବିଶ୍ୱର ପ୍ରଥମ ଉଇକେଟ୍‌କିପର୍‌ ଭାବେ ଏମିତି କାରନାମା କଲେ ଧୋନୀ

ବିଶାଖାପାଟନମ,୧।୪: ଆଇପିଏଲ୍‌ ୨୦୨୪ର ଏମଏସ ଧୋନୀ ପ୍ରଥମ ଦୁଇଟି ମ୍ୟାଚରେ ଏମଏସ ଧୋନୀ କେବଳ ଉଇକେଟକିପିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପି ବିପକ୍ଷରେ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ଖେଳିଥିଲା ଏବଂ…

ଧୋନୀଙ୍କ ବ୍ୟାଟିଂ ଦେଖି ଅଷ୍ଟ୍ରେଲିଆ କ୍ରିକେଟର୍‌ ଆଶ୍ଚର୍ଯ୍ୟ: ଦେଲେ ଏମିତି ଉପଦେଶ

ବିଶାଖାପାଟନମ,୧।୪: ଦୀର୍ଘ ଦିନ ପରେ ପ୍ରଶଂସକମାନେ ଏମଏସ ଧୋନୀଙ୍କ ବ୍ୟାଟିଂକୁ ଉପଭୋଗ କରିଛନ୍ତି। ଧୋନୀ ପ୍ରାୟ ୩୦୮ ଦିନ ପରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଶେଷ ଥର ପାଇଁ ଆଇପିଏଲ ୨୦୨୩ର ଫାଇନାଲରେ ବ୍ୟାଟିଂ କରିଥିଲେ, ଏଠାରେ ସେ ଶୂନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri