ପାଣ୍ଡ୍ୟା ଛାଡ଼ିବେ ମୁମ୍ବାଇ କ୍ୟାପ୍ଟେନ୍ ପଦ? କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ…
ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍ ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା। ଟିମ୍…
ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ
ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଭାଜପାରେ…
‘ଭାରତରେ ମିଳୁଛି ବିଶ୍ୱସ୍ତରୀୟ ସୁବିଧା’
ନୂଆଦିଲ୍ଳୀ,୩ା୪: ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଓଡ଼ିଆ ଜାଭେଲିନ୍ ଥ୍ରୋୟର କିଶୋର ଜେନା ଭାରତରେ ଆଥ୍ଲେଟଙ୍କ ପାଇଁ ରହିଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଖେଳାଳିଙ୍କୁ ମିଳୁଥିବା ସୁବିଧା ବିଶ୍ୱର ଶ୍ରେଷ୍ଠ ବୋଲି କହିବା ସହ ଆମକୁ ନିଜ ମାନସିକତାରେ…
ଖେଳିବେନି ବେନ୍ ଷ୍ଟୋକ୍ସ, ଟି୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ଘୋଷଣା…
ଲଣ୍ଡନ, ୨ା୪: ଟି୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମ୍କୁ ବଡ଼ ଝଟ୍କା ଲାଗିଛି। ଦଳର ଷ୍ଟାର ଖେଳାଳି ତଥା ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ମଙ୍ଗଳବାର ଆଗାମୀ ଟି୨୦ କ୍ରିକେଟ ବିଶ୍ୱକପ୍ରୁ ଓହରିଯାଇଛନ୍ତି। ଜଣେ ଅଲରାଉଣ୍ଡର ଭାବେ ସେ ତାଙ୍କ ଫିଟ୍ନେସ୍…
ଆଇପିଏଲ୍ରେ ଏହି ୨ ମ୍ୟାଚ୍ର ତାରିଖ ବଦଳିଲା, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ମ୍ୟାଚ୍ ତାଲିକାରେ ପରିବର୍ତ୍ତନ। ଟୁର୍ନାମେଣ୍ଟର ୨ଟି ମ୍ୟାଚ୍ ଘୁଞ୍ଚିବା ନେଇ ବିସିସିଆଇ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କୋଲକାତା ପୋଲିସଠାରୁ ଏକ ଚିଠି ପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଇଡେନ୍ ଗାର୍ଡେନ୍ସରେ ଏପ୍ରିଲ…
ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନଶିପ ପୁଣି ରୋହିତ ଶର୍ମାଙ୍କୁ ଦେଇଦେବ ଉଚିତ, ପୂର୍ବତନ କ୍ରିକେଟରଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୨।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମନୋଜ ତିୱାରୀ କହିଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକତ୍ୱକୁ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିବା ଉଚିତ। ଚଳିତ ସିଜନରେ ଏପର୍ଯ୍ୟନ୍ତ ପାଞ୍ଚ ଥର ଆଇପିଏଲ ଚାମ୍ପିଅନଙ୍କ ପ୍ରଦର୍ଶନ ନିରାଶାଜନକ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…
ଏହି କାରଣରୁ ଆଗାମୀ ମ୍ୟାଚ୍ ଖେଳି ନ ପାରନ୍ତି ଧୋନୀ
ନୂଆଦିଲ୍ଲୀ,୨।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ଖେଳିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷ ମ୍ୟାଚରେ…
ଆଇପିଏଲ୍ରେ ଚିୟରଲିଡର୍ସଙ୍କୁ ମିଳେ କେତେ ପାରିଶ୍ରମିକ: ଜାଣନ୍ତୁ
ନୂଆଦିଲ୍ଲୀ,୨।୪: ଆଇପିଏଲ ମ୍ୟାଚରେ ଚିୟରଲିଡର୍ସଙ୍କୁ ଦେଖିଥିବେ। ଆଇପିଏଲ ମ୍ୟାଚ ଗୁଡିକରେ ନିଜ ଦଳର ବ୍ୟାଟ୍ସମ୍ୟାନମାନେ ଛକା-ଚୌକା ଓ ବୋଲରମାନେ ଉଇକେଟ ନେବା ପରେ ଖୁସିର ନାଚୁଥିବା ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ ମ୍ୟାଚରେ ଚିୟରଲିଡର୍ସଙ୍କ କେତେ ଟଙ୍କା…
ମୁମ୍ବାଇର ହ୍ୟାଟ୍ରିକ୍ ପରାଜୟ: ଜାଣନ୍ତୁ କାହାକୁ ଦାୟୀ କଲେ ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ,୨।୪: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୪ର କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ତୃତୀୟ ମ୍ୟାଚ ନିଜ ଘରୋଇ ୱାଙ୍ଖେଡେ ଷ୍ଟାଡିୟମରେ ୬ ଉଇକେଟରେ ହାରିଥିଲା। ଅଦ୍ୟାବଧି ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ମୁମ୍ବାଇ ପାଇଁ…
ଟାଉନ୍ କ୍ଲବ ୨୬ ରନରେ ବିଜୟୀ
ଭୁବନେଶ୍ୱର, ୨।୪ (ତପନ ସ୍ବାଇଁ): ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ନହରକଣ୍ଟା ଖେଳ ପଡ଼ିଆରେ ଚାଲିଥିବା ଦିଲ୍ଲୀପ ପଣ୍ଡା ମେମୋରିଆଲ ୧୫ ବର୍ଷରୁ କମ୍ କ୍ରିକେଟ ଲିଗ୍ର ସୋମବାର ଅନୁଷ୍ଠିତ ମ୍ୟାଚରେ ଟାଉନ୍ କ୍ଲବ ବିଜୟୀ ହୋଇଛି। ଲୋ ସ୍କୋରିଂ…
ପଡ଼ିଆରେ ବେହୋସ୍ ହେଲେ ଫ୍ରିଡ଼ା ମାନମ୍
ଓଲଭରହାମ୍ପଟନ୍,୨ା୪(ପି.ଟି.): ଇଂଲିଶ ଲିଗ୍ କପ୍ ଫାଇନାଲ ମ୍ୟାଚ୍ରେ ଆର୍ସେନଲ ମହିଳା ଦଳର ମିଡ୍ ଫିଲ୍ଡର ଫ୍ରିଡା ମାନମ୍ ବେହୋସ ହୋଇଯାଇଥିଲେ। ମୋଲିନକ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍କୁ ଆର୍ସେନଲ ୧-୦ରେ ବିଜୟୀ ହୋଇଥିବା ବେଳେ ଫ୍ରିଡା ମ୍ୟାଚ୍ ସମୟରେ ପଡିଆରେ…
ବୋଲ୍ଟ, ଚହଲଙ୍କ ବୋଲିଂ ସଫଳତା
ମୁମ୍ବାଇ,୨ା୪: ଆଇପିଏଲ୍ ୨୦୨୪ରେ ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ୧୨୫/୯ରେ ସୀମିତ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୩ ଜଣ…
Archives


