ଟିମ ଇଣ୍ଡିଆକୁ ଅଲବିଦା କହିବା ପୂର୍ବରୁ ଦ୍ରାବିଡ ଦେଲେ ଶେଷ ଭାଷଣ, ଭିଡିଓରେ ଦେଖନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୨।୭: ରାହୁଲ ଦ୍ରାବିଡ ଟି -୨୦ ବିଶ୍ୱକପ୍ ୨୦୨୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଟୁର୍ନାମେଣ୍ଟ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଟିମ ଇଣ୍ଡିଆ ଏକ ନୂଆ କୋଚ୍…
ବାର୍ବାଡୋସରେ ଝଡ଼ ତୋଫାନ: ଜୟ ଶାହାଙ୍କ ସହ ଅଟକି ରହିଛିନ୍ତି ଭାରତୀୟ ଖେଳାଳି
ବ୍ରିଜଟାଉନ୍, ୧ା୭ : ବାର୍ବାଡୋସରେ ଝଡ଼ ତୋଫାନ ଯୋଗୁ ଟି୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ ସେଠାରେ ଅଟକି ରହିଛି। ଫଳତଃ ସେମାନେ ଅତିକମ୍ରେ ଆଉ ଏକ ଦିନ ବିଳମ୍ବରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଶନିବାର ରାତିରେ ଦକ୍ଷିଣ ଆଫ୍ରିକା…
କ’ଣ ପାଇଁ ମାଟି ଖାଇଥିଲେ ରୋହିତ ଶର୍ମା, ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୨।୭: ଭାରତ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯାଇଥିଲା। ଭାରତୀୟ ଦଳ ଚାମ୍ପିଅନ୍ ହେବାପରେ ପିଚ୍ ମାଡି ଖାଇଥିଲେ। ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହାକୁ ରୋହିତ ଶର୍ମା ଏହା ଉପରେ…
ଜିମ୍ବାଓ୍ବେ ଗସ୍ତରେ ବାହାରିଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨।୭: ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯାଇଛି। ବିସିସିଆଇ ଭାରତୀୟ ଖେଳାଳିଙ୍କ କିଛି ଫଟୋ ଶେୟାର କରିଛି। ଏଥିରେ ଭିଭିଏସ ଲକ୍ଷ୍ମଣ, ରିଆନ ପରାଗ ଏବଂ ଅନ୍ୟାନ୍ୟ ଖେଳାଳି ନଜର ଆସିଛନ୍ତି। ଟି-୨୦ ବିଶ୍ୱକପ ପରେ…
ଟି-୨୦ ବିଶ୍ୱକପ ଫାଇନାଲର ଦୁଃଖକୁ ଏବେ ପର୍ଯ୍ୟନ୍ତ ଭୁଲିପାରୁ ନାହାଁନ୍ତି ଡେଭିଡ ମିଲର
ନୂଆଦିଲ୍ଲୀ,୨।୭: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ପରାଜୟ ପରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା ଏବଂ…
ଭାରତ ବିପକ୍ଷ ସିରିଜ୍ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା
ନୂଆଦିଲ୍ଲୀ,୨।୭: ଭାରତ ବିପକ୍ଷ ସିରିଜ୍ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା ହୋଇଛି। ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳି ସାମିଲ ହୋଇଛନ୍ତି। ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଭାରତ ଏବଂ ଜିମ୍ବାୱେ…
ଇତିହାସ ରଚିଲେ କୋହଲି
ନୂଆଦିଲ୍ଲୀ,୨।୭: ଭାରତ ଟି -୨୦ ବିଶ୍ୱକପ୍ ୨୦୨୪ ଟ୍ରଫି ଜିତିଛି। ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଭାରତ ୭ ରନରେ ଜିତି ନେଇଛି। ଏହା ସହ ଭାରତ…
ଖୁସିଖବର: ବାର୍ବାଡୋସରେ ଫସିଥିବା ଟିମ ଇଣ୍ଡିଆକୁ ଆଣିବାକୁ ବସିସିଆଇ କଲା ଖାସ୍ ବନ୍ଦୋବସ୍ତ
ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଟିମ୍ ବାର୍ବାଡୋସ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି । ଜୁନ ୨୯ ଶନିବାର ଦିନ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଦଳ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ଚାମ୍ପିୟନ…
‘ପ୍ରିୟ ନରେନ୍ଦ୍ର ମୋଦି ସାର୍…’ ବିଶ୍ୱକପ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ, ଏମିତି କୃତଜ୍ଞତା ଜଣାଇଲେ କୋହଲି
ନୂଆଦିଲ୍ଲୀ,୨।୭: ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ବିରାଟ କୋହଲଙ୍କର ବଡ ଅବଦାନ ରହିଛି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା କୋହଲି ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଇନିଂସ ଖେଳିଥିଲେ।…
ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍, ଲିଷ୍ଟରେ ଅଛି ଏହି ୫ ନାଁ…
ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -୨୦କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯଦିଓ ରୋହିତ ଭଲ…
ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ
ମୁମ୍ବାଇ,୧।୭: ଏକମାତ୍ର ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍କୁ ୧୦ ୱିକେଟରେ ହରାଇଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଟିମ୍ ୬୦୩/୬ ରେ…
ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର, ବିଶ୍ୱକପରେ ଦେଇଛନ୍ତି ଚମତ୍କାର ପ୍ରଦର୍ଶନ
ନୂଆଦିଲ୍ଲୀ,୧।୭: ଟି -୨୦ ବିଶ୍ୱକପ ୨୦୨୪ରେ, ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏହାର ଗୋଟିଏ ଦିନ ବିତି…
Archives


