ଗମ୍ଭୀରଙ୍କ ଗୋଟିଏ ନିଷ୍ପତ୍ତି ଭାରତକୁ ଦେଲା ପ୍ରଥମ କ୍ଲିନ୍ ସୁଇପ୍ ସିରିଜ୍ ବିଜୟ
ନୂଆଦିଲ୍ଲୀ, ୩୧।୦୭: ନୂଆକରି ଭାରତୀୟ କ୍ରିକେଟ୍ ଟିମ୍ର କୋଚ୍ ହୋଇଥିବା ଗୌତମ ଗମ୍ଭୀର ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ବିଜୟରେ ସଫଳ ହୋଇଛନ୍ତି । ସିରିଜ୍ର ଶେଷ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏକ ନିଶ୍ଚିତ ପରଜାୟରୁ ଅଳ୍ପକେ ବର୍ତ୍ତି ରୋମାଞ୍ଚକର ବିଜୟ ହାସଲ…
ହକିରେ ଭାରତର ଦମଦାର ପ୍ରଦର୍ଶନ, ୨ ମ୍ୟାଚ ବାକିଥାଇ କ୍ୱାଟର ଫାଇନାଲରେ ପ୍ରବେଶ
ପ୍ୟାରିସ,୩୧।୭: ପ୍ୟାରିସ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ସହ ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟିମ ଇଣ୍ଡିଆ ମଧ୍ୟ ଏହାର ଗ୍ରୁପ ବିରେ ଶେଷ ୮ରେ ସ୍ଥାନ ପାଇଥିବା ପ୍ରଥମ ଦଳ ହୋଇପାରିଛି। ଭାରତ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ…
ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ
ନୂଆଦିଲ୍ଲୀ, ୩୧।୦୭: ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ରୁ ଶାନ୍ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍ ଶେଷ ମ୍ୟାଚ୍ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି ।…
ପ୍ୟାରିସ ଅଲିମ୍ପିକ୍ସର ସବୁଠାରୁ ଧନୀ ଟିମ୍, ଜଣେ ଜଣେ ଖେଳାଳି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ
ପ୍ୟାରିସ,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବିଶ୍ୱର ୧୦,୫୦୦ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କେବଳ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଥଲେଟ୍ସମାନଙ୍କୁ ଅନେକ ପ୍ରକାର ପ୍ରୟାସ କରିବାକୁ ପଡଛି। କେତେକ ଅତ୍ୟଧିକ ଦାରିଦ୍ର୍ୟ ଦେଇ ଗତି କରିବା ପରେ…
ଅଲିମ୍ପିକ୍ସରେ ହକିରେ ଆର୍ୟଲ୍ୟାଣ୍ଡକୁ ହରାଇଲା ଭାରତ, ହରମନପ୍ରୀତଙ୍କ ଦମ୍ଦାର ପ୍ରଦର୍ଶନ
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ ପର୍ଯ୍ୟାୟର ତୃତୀୟ ମ୍ୟାଚ୍ରେ ଦଳ ଆର୍ୟଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇ ଦେଇଛି। ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ…
ଟି-୨୦ ବିଶ଼୍ବକପ୍ ବିଜୟ ପରେ ପ୍ରଥମ ସିରିଜ୍ ଖେଳିବେ ରୋହିତ
ନୂଆଦିଲ୍ଲୀ, ୩୦।୦୭: ଭାରତୀୟ କ୍ରିକେଟ୍ ଟିମ୍କୁ ଆଇସିସି ଟି-୨୦ ବିଶ଼୍ବକପ୍ ଚାମ୍ପିୟନ କରିବା ପରେ କ୍ୟାପ୍ଟେନ୍ ରୋହିତ ଶର୍ମା ପ୍ରଥମ ସିରିଜ୍ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଆଇସିସି ଟ୍ରଫି ଜିତିବା ପରେ ସେ ବ୍ରେକ୍ ନେବା ପାଇଁ ନିଷ୍ପତ୍ତି…
ଭାରତୀୟ କ୍ରିକେଟ୍ ଟିମ୍କୁ ବଡ଼ ସୁଯୋଗ, ଭାରତରେ ହେବ ୨୦୨୫ ଏସିଆ କପ୍
ନୂଆଦିଲ୍ଲୀ, ୩୦।୦୭: ଟି-୨୦ ଏସିଆ କପ୍ କ୍ରିକେଟ୍ ୨୦୨୫ର ଆୟୋଜନ ଭାରତ କରିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍ ୨୦୨୬ର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ହେବ । ତେଣୁ ବିଶ଼୍ବକପ୍ ପୂର୍ବରୁ ଇଣ୍ଡିଆ ଟିମ୍ ନିଜକୁ ପରଖି…
କିଏ ସେହି ସରବଜୋତ ସିଂ, ଯିଏ ମନୁ ଭାକରଙ୍କ ସହ ମିଶି ଦେଶ ପାଇଁ ଜିତିଲେ ଦ୍ୱିତୀୟ ପଦକ
ପ୍ୟାରିସ୍,୩୦।୭: ଭାରତୀୟ ଶୁଟର ସରବଜୋତ ସିଂ ମନୁ ଭାକରଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହା ହେଉଛି ୨୨ ବର୍ଷୀୟ ସରବଜୋତଙ୍କର ପ୍ରଥମ ଅଲିମ୍ପିକ ପଦକ। ମନୁ ଏବଂ…
ଇତିହାସ ରଚିଲେ ମନୁ, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ
ପ୍ୟାରିସ,୩୦।୭: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ…
ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଟାଲି: ଟପ୍ ୨ରେ ଜାପାନ-ଫ୍ରାନ୍ସ, ଜାଣନ୍ତୁ ଭାରତର ସ୍ଥାନ କେତେ ନମ୍ବରରେ
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ…
ଅଲମ୍ପିକ୍ସରେ ଇତିହାସ ରଚିଲେ ୩ ଭାରତୀୟ, ପଦକ ନଜିତି ବି କଲେ ରେକର୍ଡ
ନୂଆଦିଲ୍ଲୀ, ୩୦।୦୭: ପ୍ୟାରିସ୍ ଅଲମ୍ପିକ୍ସରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ପଦକ ହାସଲ କରିଛି । ହେଲେ ନୂଆ ନୂଆ କିର୍ତ୍ତୀମାନ ସ୍ଥାପନ କରୁଥିବା ଦେଖିବାକୁ ମିଳୁଛି । ଗତ ତିନିଦିନର ଖେଳ ମଧ୍ୟରେ ୩ଟି ଇଭେଣ୍ଟରେ ଭାରତୀୟ କ୍ରୀଡ଼ାବିତ୍ମାନେ ଭଲ…
ଫ୍ରାନରେ ଫୋନ୍, ଇଣ୍ଟରନେଟ୍ ସେବା ଅଚଳ କଲେ ଉପଦ୍ରବୀ
ପ୍ୟାରିସ୍,୩୦ା୭: ଉପଦ୍ରବକାରୀଙ୍କ ହିଂସାକାଣ୍ଡ କାରଣରୁ ଫ୍ରାନ୍ସର କିଛି ଅଞ୍ଚଳରେ ଫୋନ୍ ଓ ଇଣ୍ଟରନେଟ୍ ସେବା ଅଚଳ ହୋଇପଡିଛି। ଉପଦ୍ରବୀମାନେ ହିଂସାକାଣ୍ଡ କରି ଏକାଧିକ ଟେଲି କମ୍ୟୁନିକେଶନ ଓ ଫାଇବର ଲାଇନ୍କୁ ଅଚଳ କରି ଦେଇଛନ୍ତି। ଫଳରେ ଏକାଧିକ ଅଞ୍ଚଳରେ ଲ୍ୟାଣ୍ଡଲାଇନ୍ ଫୋନ୍…
Archives


