ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କଲେ ଜର୍ଜିଆନ ଶୁଟର
ଚାଟେରକ୍ସ (ଫ୍ରାନ୍ସ), ୩୧ା୭ (ପି.ଟି.): ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବାକୁୁ ଯାଇ ଜର୍ଜିଆର ଜଣେ ମହିଳା ଶୁଟର ନିନୋ ସାଲୁକ୍ଭେଜ କ୍ରମାଗତ ୧୦ମ ଥର ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ନିନୋ ୯ମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଶ କରି ୩ ପଦକ…
ଧୋନୀଙ୍କ ପସନ୍ଦର ବୋଲର୍ କିଏ ଜାଣନ୍ତି: ନାଁ ଜାଣିଲେ ହେବେ ହେବେ ଚକିତ
ନୂଆଦିଲ୍ଲୀ,୩୧।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ତାଙ୍କ ପ୍ରିୟ ବୋଲରଙ୍କ ବିଷୟରେ ପଚରାଯାଇଥିଲା। ଧୋନୀ ଏକ ଇଭେଣ୍ଟରେ କହିଛନ୍ତି, ବର୍ତ୍ତମାନ ତାଙ୍କର ପ୍ରିୟ ବୋଲର ହେଉଛନ୍ତି ଜସପ୍ରୀତ ବୁମ୍ରା। ବୁମ୍ରାଙ୍କୁ କ୍ରିକେଟର ତିନୋଟି ଫର୍ମାଟରେ ଜଣେ ପ୍ରତିଭା…
ରାତାରାତି ବ୍ୟାଟ୍ସମ୍ୟାନ୍ରୁ ବୋଲର୍ ସାଜିଲେ ଏହି ୩ କ୍ରିକେଟର୍: ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା
ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୁର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂ ବୋଲିଂରେ ଭାରତର ବିଜୟ ହିରୋ ହେବାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକଦା ବିଜୟ ପାଇଁ ଶ୍ରୀଲଙ୍କା ୧୨ଟି ବଲରୁ ୯ରନ ଆବଶ୍ୟକ କରୁଥିବା…
ଲଜ୍ଜାଜନକ ରେକର୍ଡ ହାସଲ କଲା ଶ୍ରୀଲଙ୍କା
ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ କ୍ଲିନ୍ସୁଇପ୍ କରିଛି। ସୁର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ତିନୋଟି ମ୍ୟାଚ ଜିତି ସିରିଜ କବଜା କରିଛି। ସିରିଜର ତୃତୀୟ ମ୍ୟାଚ ହାରି ଶ୍ରୀଲଙ୍କା ଏକ ଲଜ୍ଜାଜନକ…
ଯଶସ୍ବୀ ଜୟସ୍ବାଲଙ୍କୁ ଜବରଦସ୍ତ ଫାଇଦା: ଗିଲ୍ ବି ଉପରକୁ ଉଠିଲେ
ନୂଆଦିଲ୍ଲୀ,୩୧।୭: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ବଡ଼ ଫାଇଦା ହୋଇଛି। ଜୟସ୍ବାଲଙ୍କ ବ୍ୟତୀତ ଶୁବମନ ଗିଲ ମଧ୍ୟ ଟି-୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୧୬ଟି ସ୍ଥାନ ଉପରକୁ ଡେଇଁଛନ୍ତି। ଅନ୍ୟପକ୍ଷରେ, ଟେଷ୍ଟ ର଼୍ୟାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜ ବିପକ୍ଷ…
ରିଙ୍କୁ ସିଂଙ୍କ ଏମିତି କାରନାମା ଦେଖି ହସ ରୋକିପାରିଲେନି ଗୌତମ ଗମ୍ଭୀର: ଦେଖନ୍ତୁ ଭିଡିଓ
ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷରେ ବୋଲିଂରେ ରିଙ୍କୁ ସିଂ ଭାରତ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ। ସିରିଜର ତୃତୀୟ ଟି-୨୦ରେ ରିଙ୍କୁ ୨ଟି ଉଇକେଟ ନେଇ ମ୍ୟାଚ୍ରେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରିଙ୍କୁ ସିଂ ୧୯ତମ ଓଭରରେ ବୋଲିଂ କରିଥିଲେ। ଏହି…
ଜଲଓ୍ବା ଦେଖାଇଲେ ଦୀପିକା: ଆର୍ଚେରୀରେ ପଦକ ଆଶା ଉଜ୍ଜୀବିତ
ପ୍ୟାରିସ୍,୩୧।୭: ମହିଳା ବ୍ୟକ୍ତିଗତ ଆର୍ଚେରୀର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସ ଅଲିମ୍ପିକ୍ସ ମ୍ୟାଚରେ ଦୀପିକା ନେଦରଲ୍ୟାଣ୍ଡର କ୍ୱିଣ୍ଟି ରୋଫେନଙ୍କୁ ୬-୨ରେ ପରାସ୍ତ କରିଛନ୍ତି। ଦୀପିକାଙ୍କ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ। କ୍ୱିଣ୍ଟିଙ୍କ ବିପକ୍ଷରେ…
Paris Olympics 2024: ଲବଲୀନାଙ୍କ ଏକପାଖିଆ ବିଜୟ; ପଦକ ଠାରୁ ଗୋଟିଏ ବିଜୟ ଦୂରରେ
ନୂଆଦିଲ୍ଲୀ,୩୧।୭: ଭାରତର ତାରକା ମହିଳା ବକ୍ସର ଲବଲୀନା ବୋର୍ଗୋହେନ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲ କରିବାଠାରୁ ମାତ୍ର ଆଉ ଗୋଟିଏ ଵିଜୟ ଦୂରରେ ରହିଛନ୍ତି। ଲବଲୀନା ୭୬ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍କୁ ଲବଳୀନ ୫-୦ରେ…
ବ୍ୟାଡମିଣ୍ଟନରେ ପଦକ ଆଶା ବଢାଇଲେ ଲକ୍ଷ୍ୟ ସେନ୍: ବିଶ୍ୱର ୩ ନମ୍ବର ଖେଳାଳିଙ୍କୁ ଶୋଚନୀୟ କଲେ ପରାସ୍ତ
ପ୍ୟାରିସ୍,୩୧।୭: ଭାରତର ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ସିଧା ସେଟ୍ରେ ୨୧-୧୮, ୨୧-୧୨ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲକ୍ଷ୍ୟ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ନମ୍ବର ତିନି ବିପକ୍ଷରେ ପ୍ରଥମ ଗେମ୍ରେ ଲକ୍ଷ୍ୟ…
ଅଲମ୍ପିକ୍ସରେ ବଢ଼ିଲା ପଦକ ଆଶା, ଫାଇନାଲ୍ରେ ପହଞ୍ଚିଲେ ସ଼୍ବପ୍ନିଲ୍
ନୂଆଦିଲ୍ଲୀ, ୩୧।୦୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମନୁ ଭାକର ଏବଂ ସରବଜୋତ ସିଂ ପଦକ ଜିତିବା ପରେ ସ଼୍ବପ୍ନିଲ କୁସାଲେ ୫୦ ମିଟର ୩ ପୋଜିସନର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ଼୍ବପ୍ନିଲଙ୍କ…
ଅଲମ୍ପିକ୍ସରେ ପ୍ରଥମ ମ୍ୟାଚ୍ ଜିତିଲେ ପିଭି ସିନ୍ଧୁ, ଆଗକୁ…
ନୂଆଦିଲ୍ଲୀ, ୩୧।୦୭: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ତଥା ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ପ୍ୟାରିସ୍ ଅଲମ୍ପିକ୍ସର ମହିଳା ସିଙ୍ଗିଲ୍ସର କ଼୍ବାର୍ଟରରେ ସ୍ଥାନ ପକ୍କାକରିବାକୁ ଓହ୍ଲାଇଛନ୍ତି । ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସିନ୍ଧୁ । ପ୍ରଥମ…
ଗୋଟିଏ ପଦକ ଜିତିଲେ ନିଜ ଦେଶରୁ ମିଳିଥାଏ ଏତେ କୋଟି ପୁରସ୍କାର, ଜାଣନ୍ତୁ ଭାରତୀୟ ଖେଳାଳିଙ୍କୁ ମିଳେ କେତେ…
ପ୍ୟାରିସ୍,୩୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡାପ୍ରେମୀମାନେ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ…
Archives


