ଧୋନିଙ୍କ ଯୋଗୁ ଅଲିମ୍ପିକ୍ସରେ ପଦକ ଜିତିଲେ ସ୍ବପ୍ନିଲ, ସମ୍ପୂର୍ଣ୍ଣ କାହାଣୀ କହିଲେ ଆଥଲେଟ
ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ତୃତୀୟ ପଦକ ଜିତିଥିବା ସ୍ବପ୍ନିଲ କୁସାଲେଙ୍କ ନାମ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଅଛି। ମହାରାଷ୍ଟ୍ରର ସ୍ବପ୍ନିଲ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସ୍ବପ୍ନିଲ କହିଛନ୍ତି…
”ମତେ କେହି ହତ୍ୟା କରିଦେଲେ ଚିନ୍ତା ନାହିଁ”, କାହିଁକି ଅଲମ୍ପିକ୍ସରେ ପଦକ ଜିତିପାରୁନାହିଁ କହିଲେ ଛେତ୍ରୀ
ନୂଆଦିଲ୍ଲୀ,୧ା୮: ଫୁଟବଲ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ଆଗକୁ ନେବା ଦିଗରେ ସର୍ବଦା ତାଙ୍କର ସକାରାତ୍ମକ ପ୍ରତିକ୍ରିୟା ଦେଇଥାନ୍ତି। ସମ୍ପ୍ରତି ପ୍ୟାରିସ ଅଲମ୍ପିକ୍ସ ଚାଲିଥିବା ବେଳେ ଅଲମ୍ପିକ୍ସରେ ଭାରତର ଦୁର୍ବଳ ପ୍ରଦର୍ଶନ ଉପରେ ନିଜର ମତ ପ୍ରକାଶ କରିଛନ୍ତି।…
ଭାରତ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା
କଲମ୍ବୋ,୧।୮:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ। ଏହାର ଠିକ ପୂର୍ବରୁ ଶ୍ରୀଲଙ୍କାକୁ ଏକ ବଡ଼ ଝଟ୍କା ଲାଗିଛି। ଆହତ କାରଣରୁ ଦଳର ଦୁଇଜଣ ଭେଟେରାନ ଖେଳାଳି ଦଳରୁ ବାଦ୍ ପଡିଛନ୍ତି। ମାଥିଶା ପାଥିରାନା ଏବଂ ଦିଲଶାନ ମଦୁଶଙ୍କା…
ଭାଙ୍ଗିଲା ଅପରାଜୟ ଧାରା, ବେଲଜିୟମଠାରୁ ହାରିଲା ଭାରତ
ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଅପରାଜୟ ଧାରା। ଗତ ସଂସ୍କରଣର ସ୍ୱର୍ଣ୍ଣ ବିଜେତା ବେଲଜିୟମଠାରୁ୧-୨ ଗୋଲରେ ପରାସ୍ତ ହୋଇଛି ଭାରତ । ଭାରତର ପାଇଁ ଅଭିଷେକ ପ୍ରଥମ ଗୋଲ ସ୍କୋର କରି ୧-୦ରେ ଆଗୁଆ କରିବା ପରେ ବେଲଜିୟମ…
ସ୍ବପ୍ନିଲଙ୍କ ସଫଳତା ଦେଖି ଖୁସିରେ ଗଦ୍ଗଦ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା…
ପ୍ୟାରିସ୍,୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଶୁଟର ସ୍ବପି୍ନଲ କୁସାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ…
କିଏ ସେହି ସ୍ବପ୍ନିଲ କୁସାଲେ, ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଲେ ତୃତୀୟ ପଦକ
ପୁଣେ,୧।୮: ଭାରତୀୟ ଶୁଟର ସ୍ବପ୍ନିଲ କୁସାଲେ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ଭାରତ ପାଇଁ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଆଥଲେଟ ଅଟନ୍ତି। ସେ…
ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ, ସୁଟର୍ ସ୍ବପ୍ନିଲ କୁସାଲେ ରଚିଲେ ଇତିହାସ
ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ବପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି,…
ନୀରଜ ଚୋପ୍ରାଙ୍କ ଜାଭେଲିନ୍ର ଓଜନ-ଦାମ୍ କେତେ ଜାଣନ୍ତି
ପ୍ୟାରିସ,୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରାଙ୍କ କାର୍ଯ୍ୟକୁ ସମଗ୍ର ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି। କିନ୍ତୁ ଏହାପୂର୍ବରୁ ଇଣ୍ଟରନେଟରେ ତାଙ୍କ ବିଷୟରେ ଅନେକ ଜିନିଷ ଖୋଜାଯାଉଛି। ଏଥିରେ ଅଲିମ୍ପିକ୍ସରେ ତାଙ୍କ ମ୍ୟାଚ କାର୍ଯ୍ୟସୂଚୀ ଠାରୁ ଆରମ୍ଭ କରି ପୁରୁଣା…
ରାଗିଲେ ଶାହରୁଖ ଖାଁ, ପଞ୍ଜାବ କିଙ୍ଗ ମାଲିକଙ୍କ ସହିତ ହେଲା ଜୋରଦାର ବାକ୍ଯୁଦ୍ଧ
ନୂଆଦିଲ୍ଲୀ,୧।୮: ବୁଧବାର ବିସିସିଆଇ ମୁଖ୍ୟାଳୟରେ ସମସ୍ତ ଫ୍ରାଞ୍ଚାଇଜ ମାଲିକ ମାନଙ୍କ ବୈଠକରେ କୋଲକାତା ନାଇଟ୍ ରାଇଡର୍ସ ମାଲିକ ଶାହରୁଖ ଖାନ୍ ପଞ୍ଜାବ କିଙ୍ଗ ସହ-ମାଲିକ ନେସ୍ ୱାଡିଆଙ୍କ ସହିତ ଜୋରଦାର ବାକ୍ଯୁଦ୍ଧ କରିଥିବା ଏକ ରିପୋର୍ଟରୁ ଜଣ ପଡିଛି। ଖେଳାଳିମାନଙ୍କର ରଟେନସନ…
ଏମିତି କ’ଣ ହେଲା ଫଟୋ ଶେୟାର କରି ଡିଲିଟ୍ କଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆ ପୋଷ୍ଟ ଡିଲିଟ କରିବା ପାଇଁ ରୋହିତ ଶର୍ମା ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା…
କିଏ ସେହି ଅଂଶୁମାନ ଗାଏକ୍ୱାଡ: ଯାହାଙ୍କ ମୃତ୍ୟୁରେ କ୍ରିକେଟ୍ ଜଗତ ସ୍ତବ୍ଧ
ନୁଆଦିଲ୍ଲୀ,୧।୮: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡ ୭୧ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। କିମ୍ବଦନ୍ତୀ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିସିସିଆଇ ସଚିବ ଜୟ…
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ
ନୂଆଦିଲ୍ଲୀ,୧।୮: କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ…
Archives


