ଇତିହାସ ରଚିଲା ସ୍ପେନ୍:ପ୍ରଥମ ଦଳ ଭାବେ…
ବର୍ଲିନ,୧୫।୭: ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋ କପ ୨୦୨୪ର ଫାଇନାଲ୍ ମ୍ୟାଚ ସ୍ପେନ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ସ୍ପେନ ୟୁରୋ କପ ଇତିହାସରେ ସବୁଠାରୁ ସଫଳ ଦଳ ହୋଇଗଲା। ୨୦୨୪ ଫାଇନାଲରେ ସ୍ପେନ ଇଂଲଣ୍ଡକୁ…
ମହିଳା ଟି୨୦ ଏସିଆ କପ୍: ଦୁଲାଲ ଭାରତୀୟ ଦଳ ମ୍ୟାନେଜର
ସମ୍ବଲପୁର, ୧୫ା୭(ପ୍ରମୋଦ ବହିଦାର): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଅନ୍ୟତମ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ମହିଳା ଟି୨୦ ଏସିଆ କପ୍ ୨୦୨୪ ପାଇଁ ଜାତୀୟ ମହିଳା କ୍ରିକେଟ୍…
ଓ୍ବିମ୍ବେଲଡନ୍ ଗ୍ରାଣ୍ଡସ୍ଲାମ: ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ
ଲଣ୍ଡନ,୧୫ା୭(ପି.ଟି.): ସର୍ବପୁରାତନ ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍ର କାର୍ଲୋସ୍ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ଙ୍କୁ ୬-୨, ୬-୨ ଓ ୭-୬(୭/୪)ରେ ପରାସ୍ତ କରିଥିଲେ। ଏହା ସହ କ୍ୟାରିୟରର ଚତୁର୍ଥ…
ଓ୍ବିମ୍ବଲଡନ୍ ଫାଇନାଲ ଦେଖିଲେ ରାଜକୁମାରୀ
ଲଣ୍ଡନ,୧୪ା୭:ବ୍ରିଟେନ୍ ରାଜକୁମାରୀ କେଟ୍ ମିଡିଲଟନ୍ କ୍ୟାନ୍ସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ୍ ପୁରୁଷ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ ଗ୍ରହଣ କଲାବେଳେ ଉତ୍ସାହିତ ଦର୍ଶକମାନଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଉଥିବା ଦେଖାଯାଇଥିଲା। ତାଙ୍କ ପାଖରେ…
ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚକୁ ୪୨ ରନ୍ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୬୭ ରନ୍ କରିଥିଲା।…
କାନାଡ଼ାକୁ ହରାଇ ତୃତୀୟ ସ୍ଥାନରେ ଉରୁଗୁଏ
ଚାର୍ଲୋଟ,୧୪ା୭: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କାନାଡାକୁ ୪-୩ ଶୁଟ୍ଆଉଟରେ ହରାଇ ଦେଇଛି ଉରୁଗୁଏ। ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ରେ ଅମୀମାସିଂତ ରହିବାରୁ ପେନାଲ୍ଟି ଶୁଟ୍ଆଉଟର ସହାୟତା ନିଆଯାଇଥିଲା।…
ଚମକିଲେ ସଞ୍ଜୁ ସାମସନ୍: ଜିମ୍ବାଓ୍ବେକୁ ୧୬୭ ରନର ଟାର୍ଗେଟ୍
ହରାରେ,୧୪।୭: ଜିମ୍ବାୱେ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ଭାରତ ୧୬୭ ରନର ଟାର୍ଗେଟ୍ ଦେଇଛି। ଭାରତୀୟ ଇନିଂସ ଆରମ୍ଭରୁ ଭଲ ନଥିଲା, କିନ୍ତୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୪୫ ବଲରେ ୫୮ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ…
ପାଣ୍ଡ୍ୟାଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ରୁଷିଆ ମଡେଲ୍
ନୂଆଦିଲ୍ଲୀ,୧୪।୭: ନିକଟରେ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାସା ଷ୍ଟାନକୋଭିକଙ୍କ ସହ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ହାର୍ଦ୍ଦିକଙ୍କ ଫଟୋସୁଟ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କୁ ରୁଷିଆର ମଡେଲ ଏଲିନା ଟୁଟେଜାଙ୍କ ସହ ଦେଖିବାକୁ…
ଧୋନୀଙ୍କୁ ବାଦ୍ ଦେଇ ଯୁବରାଜ ଗଢିଲେ ସର୍ବକାଳୀନ ପ୍ଲେଇଂ ୧୧, ଦେଖନ୍ତୁ ପୁରା ତାଲିକା
ନୂଆଦିଲ୍ଲୀ,୧୪।୭: ଭାରତୀୟ ଟିମ୍ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡ୍ସ ଫାଇନାଲରେ ପାକିସ୍ତାନକୁ ପାଞ୍ଚ ୱିକେଟରେ ହରାଇବା ପରେ ଅଧିନାୟକ ଯୁବରାଜ ସିଂ ତାଙ୍କର ସର୍ବକାଳୀନ ଏକାଦଶ ଚୟନ କରିଛନ୍ତି। ଯୁବରାଜ ନିଜେ ପ୍ରତିଷ୍ଠିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି, କିନ୍ତୁ ସେ ନିଜକୁ…
ଫାଇନାଲ ପୂର୍ବରୁ ଖେଳାଳିଙ୍କୁ ବଡ ଝଟ୍କା, ଲକ୍ଷ ଲକ୍ଷ ଟଙ୍କା ନଷ୍ଟ
ନୂଆଦିଲ୍ଲୀ,୧୪।୭: କେବେ ଶୁଣିଛନ୍ତି କି ଜଣେ ଖେଳାଳି ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ଏବଂ ଏହା ପୂର୍ବରୁ ବୋର୍ଡ ତାଙ୍କୁ ବରଖାସ୍ତ ପତ୍ର ପଠାଉଛି? ହଁ ପାକିସ୍ତାନରେ ଏହା ଘଟିଛି। ବିଶ୍ୱ ଚାମ୍ପିୟନସିପ ଅଫ ଲିଜେଣ୍ଡସର ଅନ୍ତିମ ମ୍ୟାଚ ଶନିବାର ରାତିରେ…
ଜିତିବା ସତ୍ତ୍ୱେ ‘ସେଲ୍ଫିସ୍’ କହି ଶୁବମନଙ୍କୁ ଚିଡାଉଛନ୍ତି ଲୋକେ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ
ହରାରେ,୧୪।୭: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ରେ ଖେଳାଯାଇଥିଲା। ଭାରତ ଏହାକୁ ୧୦ ଋ଼ଉକେଟରେ ଜିତି ନେଇଛି। ଏହି ବିଜୟ ପରେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି। ବିଜୟ…
ନୋଭାକ୍ ଜୋକୋଭିଚ୍ ବନାମ ଅଲକାରାଜ୍: ୱିମ୍ବଲଡନ୍ ଫାଇନାଲ୍ ଟିକେଟ୍ କ୍ରୀଡା ଇତିହାସରେ ‘ସବୁଠାରୁ ମହଙ୍ଗା’
ନୂଆଦିଲ୍ଲୀ,୧୪।୭: ନୋଭାକ ଜୋକୋଭିଚ୍ ଏବଂ କାର୍ଲୋସ୍ ଅଲକାରାଜଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ୱିମ୍ବଲଡନ୍ ପୁରୁଷ ଫାଇନାଲ ମ୍ୟାଚ୍ ଟିକେଟ୍ ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଜୋକୋଭିଚ୍ ଏବଂ ଅଲକାରାଜଙ୍କ ସହିତ କ୍ରମାଗତ ଦ୍ୱିତୀୟ ୱିମ୍ବଲଡନ୍ ଫାଇନାଲ୍ କ୍ରୀଡା ଇତିହାସରେ ସବୁଠାରୁ ଲୋଭନୀୟ…
Archives


