ଖେଳ

ଭାରତ ବିପକ୍ଷରେ ଶ୍ରୀଲଙ୍କାର ନୂଆ ଚାଲ୍‌: ବଡ଼ ଅସ୍ତ୍ର କରିବ ପ୍ରୟୋଗ

କଲମ୍ବୋ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ଦଳର ଖେଳାଳିମାନେ ଏକ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦଳର ମୁଖ୍ୟ କୋଚ...

ମହିଳା ତୀରନ୍ଦାଜ: କ୍ୱାର୍ଟର ଫାଇନାଲରେ ମହିଳା ଟିମ୍

ନୂଆଦିଲ୍ଲୀ,୨୫।୭: ପ୍ୟାରିସ ଅଲମ୍ପିକ୍ସରେ ଭାରତ ଏହାର ଅଭିଯାନ ତୀରନ୍ଦାଜରେ ବିଜୟ ସହିତ ଆରମ୍ଭ କରିଛି। ଆୟୋଜକ ଫ୍ରାନ୍ସ ସହିତ ଭାରତର କିଛି ସମୟ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ତେବେ ଭାରତର ତାରକା ପ୍ଲେୟାର ଭଜନ କୌର, ଅଙ୍କିତା ଭକତ...

ହିଟ୍‌ଲର୍‌ଙ୍କ ଅଫ୍‌ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ: ଜାଣନ୍ତୁ କ’ଣ ଥିଲା ସେହି ଅଫର୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି। ଧ୍ୟାନଚାନ୍ଦ ୧୬ ବର୍ଷ ବୟସରେ ଜଣେ ସୈନିକ ଭାବରେ ଭାରତୀୟ ସେନାରେ...

ଟିମ୍‌ ଇଣ୍ଡିଆରେ ‘ସୁନୀଲ ନରେନ’ଙ୍କ ଏଣ୍ଟ୍ରି, ଗମ୍ଭୀର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୭: ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପରେ ଆଇପିଏଲ୍‌ ଭଳି ରଣନୀତି ଆପଣାଇବାକୁ ଯାଉଛନ୍ତି ଗୌତମ ଗମ୍ଭୀର। ଏବେ ସେ ଏଭଳି ଜଣେ ଖେଳାଳିଙ୍କୁ ଖୋଜିବାରେ ସଫଳ ହୋଇଛନ୍ତି, ଯିଏ ବିଲକୁଲ୍‌ ସୁନୀଲ ନରେନଙ୍କ ଭଳି ଖେଳିବେ। ତାଙ୍କ ଉପରେ...

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କା ଦୁଇଟି ବଡ଼ ଝଟ୍‌କା ଲାଗିଛି। ପ୍ରଥମେ ଦଳର ଷ୍ଟାର ଦ୍ରୁତ ବୋଲର ଦୁଷ୍ମନ୍ଥା ଚାମିରା ବାଦ୍‌ ପଡିଥିଲେ।...

ଅଲମ୍ପିକ୍ସ ଖେଳିବେ ବିଧାୟିକା; ବାପା-ମା’ ଥିଲେ ଏମପି

ନୂଆଦିଲ୍ଲୀ,୨୫।୭: ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ...

ଅଲିମ୍ପିକ୍ସର ଅତୁଟ ରେକର୍ଡ

ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ। ‘ସିଟି ଅଫ୍‌ ଲାଇଟ୍ସ’ ଉପରେ ଏବେ ସମଗ୍ର ବିଶ୍ୱର ନଜର। ଜୁଲାଇ ୨୬ରେ ସିନ୍‌ ନଦୀରେ ଉଦ୍‌ଘାଟନୀ ସମାରୋହ ସହ ଆରମ୍ଭ ହେବ ଏହି...

ପ୍ରଥମ ଭାରତୀୟ ମହିଳା ଭାବେ ପୁଣି ଏହି ଦାୟିତ୍ୱ ନେଲେ ନୀତା ଅମ୍ବାନୀ

ପ୍ୟାରିସ, ୨୫ା୭: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ପୂର୍ବରୁ ଏଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ୧୪୨ତମ ଅଧିବେଶନରେ ଭାରତର ଅଗ୍ରଣୀ ଫିଲାନ୍‌ଥ୍ରୋପିଷ୍ଟ ତଥା ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ନୀତା ଅମ୍ବାନୀ ପୁନର୍ବାର ସର୍ବସମ୍ମତିକ୍ରମେ ଆଇଓସି ସଦସ୍ୟ ଭାବେ ନିର୍ବାଚିତ...

୪୧ ବର୍ଷ ପରେ ଜଣେ ଭାରତୀୟଙ୍କୁ ମିଳିଲା ଏହି ପୁରସ୍କାର: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୫।୭: ଜୁଲାଇ ୨୨ରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ଭାରତର ଭେଟେରାନ ଶୁଟର ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଶେଷ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।...

ହଠାତ୍‌ ଅଲିମ୍ପିକ୍ସରୁ ଓହରିଲେ ବିଶ୍ୱର ନମ୍ବର-୧ ଟେନିସ୍‌ ଖେଳାଳି: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୭: ବିଶ୍ୱ ନମ୍ବର ୱାନ ଟେନିସ ଖେଳାଳି ୟାନିକ ସିନର୍‌ ପ୍ୟାରିସ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ଗଳା ସଂକ୍ରମଣ (ଟନ୍‌ସିଲ) ହେତୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ୨୨ ବର୍ଷୀୟ ଇଟାଲୀୟ ଖେଳାଳି ସୋସିଆଲ ମିଡିଆରେ ଲେଖିଛନ୍ତି, ଅଲିମ୍ପିକ...

ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା !

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍‌ ପୁଣିଥରେ ନୂଆ ରୂପରେ ନଜର...

ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ ଅଗସ୍ତ୍ୟଙ୍କୁ ନେଇ ସର୍ବିଆ ପଳାଇଛନ୍ତି। ସେ ପ୍ରତିଦିନ ସେଠାରୁ ଅପଡେଟ ଶେୟାର୍‌ କରୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri