ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ…
ନୂଆଦିଲ୍ଲୀ,୨୦।୧: ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ, ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ରାହାନେଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ଦଳରେ ରୋହିତ ଶର୍ମାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରଣଜୀ…
ଅଧିନାୟକ ହେବା ପରେ ଧୋନୀଙ୍କୁ ନେଇ ଏମିତି କଥା କହିଦେଲେ ରିଷଭ ପନ୍ତ: ସବୁଠି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୦।୧: ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ହୋଇଛନ୍ତି। ଦଳର ମାଲିକ ସଞ୍ଜିବ ଗୋଏଙ୍କା ତାଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଥିଲେ। ଅଧିନାୟକ ନିଯୁକ୍ତ ହେବା ପରେ ପନ୍ତଙ୍କ ପ୍ରଥମ…
ଆଇପିଏଲ ୨୦୨୫ ପାଇଁ ଅଧିନାୟକ ଘୋଷଣା କଲା ଲକ୍ଷ୍ନୌ, ଏହି ଖେଳାଳାଙ୍କୁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ,୨୦।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସେମାନଙ୍କର ଅଧିନାୟକ ଘୋଷଣା କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ର ମାଲିକ ସଞ୍ଜୀବ ଗୋଏଙ୍କା ନିଶ୍ଚିତ କରିଛନ୍ତି ଯେ ରିଷଭ ପନ୍ତ ଆଇପିଏଲ ୨୦୨୫ରେ ଦଳର ଅଧିନାୟକ ହେବେ।…
କ୍ରିକେଟ୍ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୦।୧: କ୍ରିକେଟରେ ଇତିହାସ କେବେ ବଦଳିଯାଏ ତାହା କେହି ଜାଣନ୍ତି ନାହିଁ। ଏବେ ନାଇଜେରିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ଓଲଟପାଲଟ ଦେଖି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଗଲା। ନାଇଜେରିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ରନରେ ବିଜୟୀ…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରାଜନୀତି! ରୋହିତ-ଅଗରକର ରଚିଲେ ଷଡ଼ଯନ୍ତ୍ର, ଯାହାକୁ ନେଇ…
ନୂଆଦିଲ୍ଲୀ,୨୦।୧: ନିକଟରେ ବିସିସିଆଇ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳ ଘୋଷଣା ପରେ, ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ଇଂଲଣ୍ଡ ବିପକ୍ଷ ଦିନିକିଆ…
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହିଟ୍ମ୍ୟାନ୍ଙ୍କୁ ନେଇ ସୁରେଶ ରାଇନାଙ୍କ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୦।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଛି। ରୋହିତ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ନିକଟରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ…
ନୀରଜ ଚୋପ୍ରାଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍
ନୂଆଦିଲ୍ଲୀ,୨୦।୧: ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିବାହ କରିଛନ୍ତି। ସେ ବୃତ୍ତିଗତ ଟେନିସ ଖେଳାଳି ହିମାନି ମୋରଙ୍କୁ ବିବାହ କରିଛନ୍ତି। ଅଲିମ୍ପିକ୍ସରେ ପଦକ ଜିତିବା ପରେ ନୀରଜ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ତାଙ୍କର ଆୟ ମଧ୍ୟ ବୃଦ୍ଧି ପାଇଲା। ନୀରଜ…
କିଏ ସେହି ହିମାନୀ ମୋର;ଯାହାଙ୍କ ହାତ ଧରିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ଜାଭେଲିନ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୀରଜ ସୋସିଆଲ ମିଡିଆ ମାଧ୍ୟମରେ ବିବାହ ଉତ୍ସବର କିଛି ଫଟୋ ଶେୟାର କରିଛନ୍ତି। ସେ ହିମାନୀ ମୋରଙ୍କୁ ବିବାହ କରିଛନ୍ତି। ଏବେ ପ୍ରଶ୍ନ ଉଠିଛି ହିମାନୀ…
ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ
ନୂଆଦିଲ୍ଲୀ, ୨୦ା୧: ଭାରତୀୟ ମହିଳା ଓ ପୁରୁଷ ଦଳ ସର୍ବପ୍ରଥମ ଖୋ ଖୋ ବିଶ୍ୱକପରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମହିଳା ବିଭାଗର ଫାଇନାଲରେ ଭାରତୀୟ ଦଳ ନେପାଳକୁ ୭୮-୪୦ରେ ପରାସ୍ତ କରିଛି। ଭାରତର ଅଂଶୁ କୁମାରୀ…
ବିବାହ ବନ୍ଧନରେ ବାନ୍ଧିହେଲେ ଗୋଲ୍ଡେନ ବୟ ନୀରଜ
ନୂଆଦିଲ୍ଲୀ,୧୯।୧: ଖେଳପ୍ରେମୀଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୋଲ୍ଡେନ ବୟ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଏନେଇ ନୀରଜ ସୋସିଆଲ ମିଡିଆ ‘ଏକ୍ସ’ରେ ବିବାହ ଫଟୋ ଶେୟାର କରି ସମସ୍ତଙ୍କୁ ଚମକାଇ…
ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର
ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ ଏବଂ ମାମୁଁଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ ପରିବାରରେ ଶୋକର ଲହରୀ ଖେଳି…
ବଡ଼ ଘୋଷଣା କଲେ ରୋହିତ ଶର୍ମା: ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୧: ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ ଖେଳିବା ନେଇ ଲଗାତାର ଭାବେ ଚର୍ଚ୍ଚାରେ ଅଛନ୍ତି। ଏଭଳି ସମୟରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ସେ ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା…
Archives


