Champions Trophy 2025 Free Live Streaming: ଆଜିଠୁ ‘ମିନି ବିଶ୍ୱକପ୍’: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ୍
ଦୁବାଇ/କରାଚୀ,୧୯।୨: ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ କ୍ରିକେଟ ଆରେନାରେ ଅନୁଷ୍ଠିତ ହେବ। ଭାରତ ଏହାର ପ୍ରଥମ ମ୍ୟାଚ ୨୦ ତାରିଖରେ ଦୁବାଇରେ…
୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍…କାହିଁକି ହିଟ୍ମ୍ୟାନ୍ଙ୍କୁ କୁହାଯାଉଛି ଦୁବାଇର ‘ଡନ୍’
ନୂଆଦିଲ୍ଲୀ,୧୮।୨: ରୋହିତ ଶର୍ମା କ୍ରିକେଟ ଜଗତରେ ହିଟ୍ମ୍ୟାନ୍ ଭାବରେ ଜଣାଶୁଣା। ସେ ଯେକୌଣସି ମଇଦାନ ନଚେତ ବୋଲର୍ଙ୍କ ବଲ୍ରେ ଛକା ମାରୁଥିବାରୁ ତାଙ୍କୁ ଏଭଳି ନାମ ମିଳିଛି। ଏବେ ରୋହିତ ଚାମ୍ପିଅନ୍ସ ଟ୍ରଫିରେ ନଜର ଆସିବେ। ହେଲେ ସେ ହିଟମ୍ୟାନ୍ ଭାବରେ…
Team Indiaରେ ସୁଯୋଗ ମିଳୁନାହିଁ ବୋଲି ପୃଥ୍ବୀଙ୍କ ଭଳି ବଡ଼ ନିଷ୍ପତ୍ତି ନେଲେ ଶାର୍ଦ୍ଦୁଳ, ଏଣିକି…
ନୂଆଦିଲ୍ଲୀ,୧୮।୨: ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବହୁତ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ୧ ବର୍ଷରୁ ଅଧିକ ସମୟ ଧରି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ତଥାପି ସେ ନିରନ୍ତର ଭାବେ ଘରୋଇ କ୍ରିକେଟରେ…
Champions Trophy 2025: ଟିମ୍ ଇଣ୍ଡିଆରେ ଆଉ ଏକ ବିବାଦ, ଗୌତମ ଗମ୍ଭୀରଙ୍କ ଉପରେ ଋଷଭ ପନ୍ତ ଖପ୍ପା? ଚମକାଇବ କାରଣ…
ନୂଆଦିଲ୍ଲୀ,୧୮।୨: ଟିମ୍ ଇଣ୍ଡିଆରେ ମୁଣ୍ଡ ଟେକିଛି ନୂଆ ବିବାଦ। ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ଦିନଠାରୁ, ସେ ଦଳର ବିଜୟ ଅପେକ୍ଷା ବିବାଦ ଯୋଗୁ ଅଧିକ ଖବର ଶିରୋନାମାରେ ରହିଆସୁଛନ୍ତି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମାନ ବିବାଦ…
Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି
ଇସଲାମାବାଦ୍,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି ବିଶ୍ୱକପର ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ଥିଲେ। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି ରମିଜ…
ICC Champions Trophy ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟ୍କା, ହଠାତ୍ ସ୍ବଦେଶ ଫେରିଲେ…
ଦୁବାଇ,୧୮।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ଦୁବାଇରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳକୁ ଲାଗିଛି ବଡ଼ ଝଟ୍କା। ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ ହଠାତ ଦକ୍ଷିଣ ଆଫ୍ରିକା ଫେରିଯାଇଛନ୍ତି। ସେ…
ବୁମ୍ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା
ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍ ବୋଲିଂ ଉପରେ ଭରସା ରଖିଛି। ଶାମି ଯଦି ତାଙ୍କ ବୋଲିଂରେ ଚମତ୍କାରିତା ଦେଖାନ୍ତି ତେବେ ଭାରତ ୧୨ବର୍ଷ ପରେ…
ୟୁ-ଟର୍ଣ୍ଣ ନେଲା BCCI: ଚାମ୍ପିଅନ୍ସ ଟ୍ରଫି ସମୟରେ କ୍ରିକେଟରଙ୍କ ପରିବାରକୁ ମିଳିଲା ଏପରି ଅନୁମତି
ମୁମ୍ବାଇ,୧୮।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତୀୟ କ୍ରିକେଟରମାନେ ସେମାନଙ୍କ ପରିବାରକୁ ଗୋଟିଏ ମ୍ୟାଚ୍ ପାଇଁ ସାଥିରେ ନେଇପାରିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଯୋଗ୍ୟତା ଅର୍ଜନ କଲେ ସେମିଫାଇନାଲ ଏବଂ ଫାଇନାଲ ସମେତ ଦୁବାଇରେ ଆଇସିସି ଟୁର୍ଣ୍ଣାମେଣ୍ଟର…
Champions Trophy 2025: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଦଳରୁ ବାହାରିଲେ ଘାତକ ବୋଲର
ନୂଆଦିଲ୍ଲୀ,୧୮।୨: ନିକଟରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ସେହିପରି ଏବେ ମିଚେଲ ସାଣ୍ଟନରଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଏବେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଉପରେ ନଜର ରଖିଛି। କିନ୍ତୁ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଏକ ବଡ଼…
ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…
ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ ପୁଅ ଇଜାନଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ବ୍ଲଗରେ ସାନିଆ ଏକ କାହାଣୀ ବର୍ଣ୍ଣନା…
ସର୍ବକାଳୀନ ଶ୍ରେଷ୍ଠ ୫ ବ୍ୟାଟସମ୍ୟାନ ତାଲିକା ଘୋଷଣା କଲେ ସେହ୍ବାଗ: ସଚିନ ଦ୍ୱିତୀୟ, ପ୍ରଥମରେ ଅଛନ୍ତି ଏହି ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୧୮।୨: ପୂର୍ବତନ ବିସ୍ଫୋରକ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ଦିନିକିଆ ଫର୍ମାଟର ସର୍ବକାଳୀନ ଶ୍ରେଷ୍ଠ ୫ ବ୍ୟାଟସମ୍ୟାନଙ୍କୁ ଚୟନ କରିଛନ୍ତି। ଆଶା ଅନୁଯାୟୀ, ସେ ଏହି ତାଲିକାରେ ବିରାଟ କୋହଲି, ସଚିନ ତେନ୍ଦୁଲକର, ଏବି ଡିଭିଲିୟର୍ସଙ୍କ ସମେତ ଅନେକ କିମ୍ବଦନ୍ତୀଙ୍କୁ ସ୍ଥାନ…
ଚାମ୍ପିଅନ୍ସ ଟ୍ରଫିରେ କେବେ ହୋଇନାହିଁ ଏହି ଚମତ୍କାର: ପ୍ରଥମଥର ଲେଖାଯାଇପାରେ ଇତିହାସ
ନୂଆଦିଲ୍ଲୀ,୧୮।୨: ପ୍ରାୟ ଆଠ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ୨୦୧୭ ବର୍ଷ ପରେ, ICC ଦ୍ୱାରା ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଉଛି। ଏହି ଆଠ ବର୍ଷ ମଧ୍ୟରେ କ୍ରିକେଟ ଖେଳିବାର ଶୈଳୀ ବହୁତ ବଦଳି ଯାଇଛି। ଏବେ…
Archives


