ଖେଳ

ଦୁବାଇ ମଇଦାନରେ ଜସପ୍ରିତ ବୁମ୍‌ରାଙ୍କୁ ମିଳିଲା ବଡ଼ ସମ୍ମାନ

ଦୁବାଇ,୨୩।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ଗ୍ରାଉଣ୍ଡରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଅଛନ୍ତି। ଏହି କ୍ରମରେ ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପହଞ୍ଚିଛନ୍ତି। ସେ…

ପାକିସ୍ତାନ ଆମର ଶତ୍ରୁ, ତା’ସହ ଖେଳିବାର ଅର୍ଥ କ’ଣ? କାହିଁକି ଏମିତି ପ୍ରଶ୍ନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୩।୨: ରବିବାର ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ପୂର୍ବରୁ, କଂଗ୍ରେସ ନେତା ରସିଦ ଆଲଭି ଭାଜପାକୁ ଏହା ବିଷୟରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଭାଜପା ସରକାର ‘ଆମର ଶତ୍ରୁ’ ସହିତ…

ଚାମ୍ପିଅନ୍ସ ଟ୍ରଫି ପରେ ସନ୍ନ୍ୟାସ ନେବେ ରୋହିତ ଶର୍ମା? ବଡ଼ ଦାବି କଲେ…

ଦୁବାଇ,୨୩।୨: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ମହାମୁକାବିଲା ଉପରେ ରହିଛି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ…

ଭାରତ-ପାକିସ୍ତାନ ମହାମୁକାବିଲା ମଧ୍ୟରେ ରାକ୍ଷୀ ସାଓ୍ବନ୍ତ କହିଲେ, ମୁଁ ହେବି ପାକିସ୍ତାନର ବୋହୂ

ନୂଆଦିଲ୍ଲୀ,୨୩।୨: ଆଜି ଅର୍ଥାତ୍‌ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଆରମ୍ଭ ହୋଇଛି। ସମସ୍ତେ ICC ଚାମ୍ପିଅନ ଟ୍ରଫି ୨୦୨୫ ମ୍ୟାଚ ଦେଖିବାକୁ ଉତ୍ସାହର ସହିତ ଅନାଇ ରହିଛନ୍ତି। ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି।…

IND vs PAK: ହଠାତ୍‌ ମଇଦାନ ବାହାରକୁ ଚାଲିଗଲେ ମହମ୍ମଦ ଶାମି, ଚିନ୍ତାରେ ପ୍ରଶଂସକ

ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଖେଳାଯାଉଥିବା ଏହି ମୁକାବିଲାରେ ମହମ୍ମଦ ଶାମି ହଠାତ୍‌ ମଇଦାନ ବାହାରକୁ ଚାଲିଯାଇଛନ୍ତି। ତାଙ୍କ ପାଦରେ କିଛି ସମସ୍ୟା ଥିବା ମନେ ହେଉଛି। ଏଣୁ ତାଙ୍କ ଆଘାତ ପୁନର୍ବାର…

ପାକିସ୍ତାନକୁ ପ୍ରଥମ ଝଟକା ଦେଲେ ପାଣ୍ଡ୍ୟା, ୨୩ ରନ କରି ପାଭିଲିୟନ ଫେରିଲେ ବାବର ଆଜମ

ଦୁବାଇ,୨୩।୨: ପାକିସ୍ତାନକୁ ପ୍ରଥମ ଝଟକା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ୪୧ ରନରେ ପାକିସ୍ତାନର ପ୍ରଥମ ଉଇକେଟ୍‌ ଯାଇଛି। ବାବର ଆଜମ ୨୬ ବଲରେ ୨୩ ରନ କରି ଆଉଟ ହୋଇଛନ୍ତି। ଅନ୍ୟପଟେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଭାରତ ଏବଂ ପାକିସ୍ତାନ ମଧ୍ୟରେ…

ପାକିସ୍ତାନ ବିପକ୍ଷରେ ରୋହିତଙ୍କ ବଡ଼ ବାଜି

ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟସ ହୋଇଛି। ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟସ ପରେ ଉଭୟ ଦଳର ଅଧିନାୟକ ସେମାନଙ୍କର ପ୍ଲେଇଂ ଇଲେଭେନ ଘୋଷଣା କରିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା…

ସଚିନଙ୍କ ମହାନ ରେକର୍ଡ ଭାଙ୍ଗିବାର ବହୁତ ନିକଟତର କୋହଲି, IND vs PAK ମ୍ୟାଚରେ ରଚିବେ ଇତିହାସ!

ନୂଆଦିଲ୍ଲୀ,୨୩।୨:ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ଭାରତ ବିଜୟୀ ହୋଇ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଚାହିଁବ। ଅନ୍ୟପଟେ ପାକିସ୍ତାନ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ…

ଭାରତ ବିପକ୍ଷରେ ହାରିଗଲେ ବି ଏଥର ପାକିସ୍ତାନରେ ଭାଙ୍ଗିବ ନାହିଁ ଟିଭି…କାରଣ କହି ଅପମାନିତ କଲେ…

ନୂଆଦିଲ୍ଲୀ,୨୩।୨: ଭାରତ-ପାକିସ୍ତାନ ମ୍ୟାଚ୍‌କୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। କାରଣ ଉଭୟ ଟିମ୍‌କୁ ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବେଳେ ଏହି ମ୍ୟାଚ୍‌ର କ୍ରେଜ୍‌ ଅଧିକ ଥାଏ। ଏମିତିରେ କୌଣସି ଟିମ୍‌ ପରାଜିତ ହେଲେ ରାଗରେ ପ୍ରଶଂସକମାନେ ଟିଭି ଭାଙ୍ଗି ଦେଇଥାନ୍ତି।…

IND vs PAK: ଟସ୍‌ ହାରି ଟିମ୍‌ ଇଣ୍ଡିଆର ବିଶ୍ୱରେକର୍ଡ, ପାକିସ୍ତାନ କରୁଛି ବ୍ୟାଟିଂ

ଦୁବାଇ,୨୩।୨: ଚାମ୍ପିଅନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ। ରବିବାର ଦୁବାଇରେ ଖେଳାଯାଉଥିବା ଏହି ମୁକାବିଲାରେ ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ମ୍ୟାଚ୍‌ ଲାଗି ପାକିସ୍ତାନରେ ଗୋଟିଏ ପରିବର୍ତ୍ତନ ହୋଇଛି। ଫଖର ଜମାନଙ୍କ ସ୍ଥାନରେ ଇମାମ ଉଲ୍‌…

IND vs PAK: ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ପାକିସ୍ତାନ

ଦୁବାଇ,୨୩।୨: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇଭୋଲଟେଜ ମ୍ୟାଚ ହେବ। ଭାରତ ଏବଂ ପାକିସ୍ତାନ ସହିତ ଅନ୍ୟ ଅନେକ ଦେଶର ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି। ମ୍ୟାଚରେ…

ଟସ୍‌ କହିଦେବ ଭାରତ-ପାକିସ୍ତାନ ମ୍ୟାଚରେ କିଏ ହେବ ବିଜେତା! ଦୁବଇର ଏହି ସଂଖ୍ୟା ଦେଖିଲେ ବୁଝି ଯିବେ

ନୂଆଦିଲ୍ଲୀ,୨୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ପରସ୍ପରକୁ ଭେଟିବେ। ଏହି ମ୍ୟାଚରେ ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏବେ ଭାରତୀୟ ଅଧିନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri