Watch: ମ୍ୟାଚ୍ ନ ଖେଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଏହି ଭାରତୀୟ କ୍ରିକେଟର୍: ପାକିସ୍ତାନ କିମ୍ବଦନ୍ତୀ ବି କରୁଛନ୍ତି ପ୍ରଶଂସା
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଆଶା ଅନୁଯାୟୀ କ୍ରିକେଟ ଜଗତ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହୋଇ ରହିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଦୁବାଇରେ ପହଞ୍ଚିଥିଲେ। ଏହି ସମୟରେ, ଜଣେ…
କୋହଲିଙ୍କ ଭଳି କେହି ଚାପକୁ ସମ୍ଭାଳି ପାରିବେ ନାହିଁ: ଅନୁରାଗ ଠାକୁର
ଦୁବାଇ,୨୪ା୨: ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଚାପ ପରିସ୍ଥିତିରେ ବିରାଟ କୋହଲି ଯେଉଁ ଭଳି ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ, ତାହାକୁ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ପ୍ରଶଂସା କରିଛନ୍ତି।…
Video:ଶତକ ହାସଲ ପରେ କାହିଁକି ‘ଲକେଟ୍’କୁ ଚୁମ୍ବନ ଦେଲେ ବିରାଟ କୋହଲି: ଜାଣନ୍ତୁ ରୋଚକ କାହାଣୀ
ଦୁବାଇ,୨୪।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୧୧ ବଲରୁ ଅପରାଜିତ ୧୦୦ ରନ କରି ଭାରତକୁ ବିଜୟୀ କରାଇଥିଲେ। ତାଙ୍କ ଇନିଂସ ମଧ୍ୟରେ ସେ…
ଯାହା ସଚିନ ତେନ୍ଦୁଲକର କରିପାରି ନ ଥିଲେ, ତାହା କରି ଦେଖାଇଲେ ବିରାଟ କୋହଲି
ଦୁବାଇ,୨୪।୨: ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୬ ଉଇକେଟ୍ରେ ପରାସ୍ତ କରିଥିଲା। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ ଜିତିଛି। ଦୁବାଇରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ପାଇଁ…
କୋହଲିଙ୍କୁ ଶତକ ମାରିବାରୁ ରୋକିବା ପାଇଁ ଜାଣିଶୁଣି ଏଭଳି କାଣ୍ଡ କରିଥିଲେ ପାକିସ୍ତାନୀ ଖେଳାଳି, ସାମ୍ନାକୁ ଆସିଲା…
ନୂଆଦିଲ୍ଲୀ,୨୪।୨: ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୦୦ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ସେ ତାଙ୍କ ଏକଦିବସୀୟ କ୍ୟାରିୟରର ୧୪ ହଜାର ରନ ମଧ୍ୟ ପୂରଣ କରିଛନ୍ତି। ଏହି ସମୟରେ ଏକ…
ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ ପାକିସ୍ତାନ ପ୍ରଭାବଶାଳୀ ନଜର ଆସିଥିଲା। କିନ୍ତୁମହାକୁମ୍ଭରେ ଭାଇରାଲ ହୋଇଥିବା IIT ବାବା ଦାବି କରିଥିଲେ,…
Champions Trophy Semi-final:ଭାରତଠୁ ହାରିବା ପରେ ବି ସେମିଫାଇନାଲ ରେସ୍ରୁ ବାଦ୍ ପଡ଼ିନି ପାକିସ୍ତାନ, ଏବେ ଏହି ଦଳ ସାହାରା
ନୂଆଦିଲ୍ଲୀ,୨୪।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଭାରତ ପାକିସ୍ତାନ ଦଳକୁ ୬ ଉଇକେଟ୍ରେ ପରାସ୍ତ କରିଛି। ପୂର୍ବରୁ ଆୟୋଜକ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ହାତରୁ ୬୦ରନରେ ପରାଜୟ ହେବାକୁ ପଡିଥିଲା। ଏବେ, ଭାରତ ବିପକ୍ଷରେ ମଧ୍ୟ…
ପାକିସ୍ତାନରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: ବଡ଼ ଷଡ଼ଯନ୍ତ୍ର ଚାଲିଥିବା ସତର୍କ କଲା ପାକ୍ ଇଣ୍ଟେଲିଜେନ୍ସ
ପାକିସ୍ତାନ, ୨୪ା୨: ପାକିସ୍ତାନର ଗୋଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ବିପଦ ବିଷୟରେ ଏକ ଚେତାବନୀ ଜାରି କରିଛି। ଯାହା ରିପୋର୍ଟ ଅନୁଯାୟୀ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଯୋଗଦେବା ପାଇଁ ବିଦେଶୀମାନଙ୍କୁ ଅପହରଣ…
ଭୟରେ ଇଣ୍ଡିଆ ଜର୍ସି ପିନ୍ଧି ପକାଇଲେ ପାକିସ୍ତାନୀ ପ୍ରଶଂସକ, ଭିଡିଓ ଭାଇରାଲ
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ରବିବାର (୨୩ ଫେବୃଆରୀ) ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବାର ଦେଖାଯାଉଛି। ମ୍ୟାଚର…
ପାକିସ୍ତାନ ଟିମକୁ ଦୁବାଇରେ କବର ଦେଇଦେଲେ ବିରାଟ କୋହଲି, କିଏ ଦେଲେ ଏମିତି ବୟାନ ଜାଣନ୍ତୁ
ଇସଲାମାବାଦ,୨୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ୨୩ ଫେବୃଆରୀରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହି ପରାଜୟ ଯୋଗୁଁ ପଡ଼ୋଶୀ ଦେଶର ଲୋକମାନେ ଖୁବ୍ ରାଗି ଯାଇଥିବା ଦେଖାଯାଉଛନ୍ତି। ତାଙ୍କ…
ପାକିସ୍ତାନ ଟିମକୁ ଏମିତି ପରିହାସ କଲେ ସୋଏବ ମଲିକ, ଦେଖନ୍ତୁ ଭିଡିଓ
ଦୁବାଇ,୨୪।୨: ରବିବାର ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ପୂରା ମ୍ୟାଚରେ କୌଣସି ସମୟରେ ଏପରି ଲାଗିନଥିଲା ଯେ ପାକିସ୍ତାନ ଏହି ମ୍ୟାଚ ଜିତିପାରିବ। ୨୪୧ ରନରେ ଅଲଆଉଟ ହେବା ପରେ, ପାକିସ୍ତାନର ବୋଲିଂ ମଧ୍ୟ କିଛି…
‘ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ନ ହୋଇଥିଲେ ରହିଯାଇଥାଆନ୍ତା ବିରାଟଙ୍କ ଶତକ ସ୍ବପ୍ନ’, ପ୍ରଶଂସକ ଦେଲେ ରିଆକ୍ସନ
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୧୦୦ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ସେ ତାଙ୍କ ଏକଦିବସୀୟ କ୍ୟାରିୟରର ୧୪ ହଜାର ରନ ମଧ୍ୟ ପୂରଣ କରିଥିଲେ। କୋହଲି ଭଲ ଫର୍ମରେ…
Archives


