ଖେଳ

ଅଭିନେତା ହୋଇ ବି କ୍ରିକେଟରୁ ମୋଟା ଅଙ୍କ ଆୟ କରନ୍ତି ସୈଫ, ଜାଣନ୍ତୁ କ’ଣ ଏହାର ମାଧ୍ୟମ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଫିଲ୍ମ ଜଗତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଜାନୁଆରୀ ୨୦୨୫ ସୁଦ୍ଧା, ସୈଫ ଅଲ୍ଲୀ ଖାନଙ୍କ ସମ୍ପତ୍ତି ପ୍ରାୟ ୧,୨୦୦ କୋଟି ପାଖାପାଖି। ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ସବୁଠାରୁ ଧନୀ…

ଟିମ୍‌ ଇଣ୍ଡିଆକୁ ମିଳିପାରେ ନୂଆ କୋଚ୍‌, ଗମ୍ଭୀରଙ୍କ ଉପରେ BCCIର ଭରସା ନାହିଁ?

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍‌ ଇଣ୍ଡିଆ। କାରଣ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ସିରିଜରେ ଫେଲ୍‌ ହୋଇଥିଲେ। ବିଶେଷକରି ବିରାଟ କୋହଲିଙ୍କ ଭଳି ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଲଗାତାର ୮ ଥର ପାଇଁ ଗୋଟିଏ ଢ଼ଙ୍ଗରେ ଆଉଟ୍‌ ହେବାକୁ ନେଇ…

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି ୪ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଏହି ସମୟରେ ଡ୍ରେସିଂ ରୁମ୍‌ ଖବର ବାହାରକୁ ଆସିଥିଲା।…

ଖେଳିବା ତ ଦୂରର କଥା, ଶେଯରୁ ଉଠି ପାରୁନାହାନ୍ତି ବୁମ୍‌ରା; ଆସିଲା ଚିନ୍ତାଜନକ ଖବର…

ନୂଆଦିଲ୍ଲୀ,୧୫।୧: ଟିମ୍‌ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟ୍‌କା। ତାରକା ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କ ଖେଳିବାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି। କାରଣ ଖେଳିବା ତ ଦୂରର କଥା ଏବେ ଶେଯରୁ ଉଠିପାରୁନାହାନ୍ତି ସେ। କାରଣ ତାଙ୍କୁ ଡାକ୍ତରମାନେ ବେଡ୍‌ ରେଷ୍ଟ ନେବାକୁ…

ଅବସରକୁ ନେଇ ଅଶ୍ୱିନଙ୍କ ବଡ଼ ବୟାନ, କହିଲେ ‘ମୁଁ ଆହୁରି ଖେଳିବାକୁ ଚାହୁଁଥିଲି ହେଲେ…’

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ମଝିରେ ହଠାତ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚମକାଇଥିଲେ। ତାଙ୍କର ଏଭଳି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ଏହାକୁ ନେଇ…

ଟିମ୍ ଇଣ୍ଡିଆର ମହିଳା ଶକ୍ତି: ଦିନିକିଆରେ କଲେ ବଡ଼ ରେକର୍ଡ, ଯାହା ପୁରୁଷ ଟିମ୍ କେବେ କରିପାରି ନାହିଁ

ରାଜକୋଟ,୧୫।୧: ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ ୩-୦ରେ ମୂଳ ପଛ କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଯାହା ପୁରୁଷ…

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।…

ପିଏଙ୍କ ପାଇଁ ପୁଣି ଟାର୍ଗେଟରେ ଗମ୍ଭୀର, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୧: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ଏବଂ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ଯୋଗୁ ଗମ୍ଭୀର ପୂର୍ବରୁ ଚାପରେ…

ଉତ୍‌କ୍ଷିପ୍ତ ହୋଇ କ୍ୟାମେରା ଭାଙ୍ଗିଦେଲେ ଏହି ଖେଳାଳି

ମେଲବୋର୍ନ,୧୪।୧: ଅଷ୍ଟ୍ରେଲିଆନ ଓପନ ଟେନିସରେ ଡାନିଲ ମେଡ୍‌ଭେଡେଭ ତାଙ୍କ ର଼୍ୟାକେଟରେ ନେଟ୍‌ରେ ସଂଯୁକ୍ତ ଥିବା ଏକ କ୍ଷୁଦ୍ର କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ରଡ୍‌ ଲାଭର ଆରେନାଠାରେ ଖେଳାଯାଇଥିବା ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ଜଣେ ୪୧୮ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି କାସିଡିଟ୍‌ ସାମ୍ରେଜଙ୍କଠାରୁ…

ରଣଜୀ ଦଳ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ,୧୫।୧: ସମ୍ପ୍ରତି ଖରାପ ଫର୍ମ ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଙ୍ଗଳବାର ଏଠାରେ ମୁମ୍ବାଇ ରଣଜୀ ଟ୍ରଫି ଦଳ ସହ ଅଭ୍ୟାସ କରିଛନ୍ତି। ଚଳିତ ମାସ ୨୩ ତାରିଖରୁ ରଣଜୀ ଟ୍ରଫିର ଅବଶିଷ୍ଟ ମ୍ୟାଚ ପୁଣି…

ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ

ନୂଆଦିଲ୍ଲୀ,୧୪।୧: ରଣଜୀ ଟ୍ରଫି ଖେଳିବେ ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଦିଲ୍ଲୀ ପାଇଁ ସେ ଜାନୁଆରୀ ୨୩ରେ ମ୍ୟାଚ୍‌ ଖେଳିବେ। ଏନେଇ ଦିଲ୍ଲୀ ତଥା ଜିଲା କ୍ରିକେଟ ସଂଘ(ଡିଡିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଡିଡିସିଏ ସଚିବ ଅଶୋକ ଶର୍ମା…

ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ ଯଶସ୍ୱୀ ଜୈସ୍ବାଲ; ସେପଟେ ବିରାଟ

ମୁମ୍ବାଇ,୧୪।୧: ଯଶସ୍ୱୀ ଜୈସ୍ବାଲ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ, ସେ ତାଙ୍କ ନିଷ୍ପତ୍ତି ବିଷୟରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଅବଗତ କରାଇଛନ୍ତି। ମୁମ୍ବାଇ ଏବଂ ଜମ୍ମୁ କାଶ୍ମୀର ମଧ୍ୟରେ ମ୍ୟାଚ୍ ଜାନୁଆରୀ ୨୩ ରୁ ଖେଳାଯିବ। ଉଭୟ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri