୨୦୨୫ ଆଇପିଏଲ ପୂର୍ବରୁ ନିଜର ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୧୮।୧: ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟ ମ୍ୟାଚ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନିଷ୍ପତ୍ତି ନିଆଯାଇଛି ଯେ ରିଷଭ ପନ୍ତ ଏବେ ଦିଲ୍ଲୀ ପାଇଁ ଘରୋଇ ମ୍ୟାଚ ଖେଳିବେ, ଯେଉଁମାନେ ପରବର୍ତ୍ତୀ ମୁକାବିଲାରେ ସୌରାଷ୍ଟ୍ରକୁ ଭେଟିବେ। ଗତ ଶୁକ୍ରବାର…
କୋହଲି-ବୁମରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍ ଦାନ କରିଦେଲେ ନାଥନ ଲିଅନ, କାରଣ ଜାଣିଲେ…
ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ କ୍ରିକେଟର ନାଥନ ଲିଅନ ନିଜ ଦେଶର ଏଭଳି ଖେଳାଳିଙ୍କ ପାଇଁ କାମ କରିଥାନ୍ତି ଯାହାଙ୍କୁ ସମର୍ଥନର ଆବଶ୍ୟକତା ରହିଛି। ଏଥିଲାଗି ସେ ବଡ଼ ପଦକ୍ଷେପ ଉଠାଇ ନିଜର କିଛି ସାମଗ୍ରୀ ଦାନ କରିଛନ୍ତି, ଯେଉଁଥିରେ ବିରାଟ କୋହଲି ଏବଂ…
ଭାରତୀୟ ଟିମ୍ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ…
ନୂଆଦିଲ୍ଲୀ,୧୭।୧: ମୁଖ୍ୟ କୋଚ୍ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତୀୟ ଟିମ୍ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି। ଏଥିନେଇ ଡ୍ରେସିଂ ରୁମ୍ର ସ୍ଥିତି ବଦଳିବା ଭଳି ମନେ ହେଉଛି। କେତେବେଳେ ଖେଳାଳି ତ କେବେ ଖେଳାଳି-କୋଚ୍ଙ୍କ ମଧ୍ୟରେ…
ସରିଲା ରିଙ୍କୁ ସିଂଙ୍କ ନିର୍ବନ୍ଧ, ସମାଜବାଦୀ ପାର୍ଟିର ଏହି ଚର୍ଚ୍ଚିତ ଏମ୍ପି ହେବେ ଜୀବନସାଥୀ…
ନୂଆଦିଲ୍ଲୀ,୧୭।୧: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଉତ୍ତରପ୍ରଦେଶର ଏମ୍ପି ପ୍ରିୟା ସରୋଜଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ପ୍ରିୟା ସମାଜବାଦୀ ପାର୍ଟିରୁ ଏମ୍ପି ଅଛନ୍ତି। ଉଭୟ ଖୁବ୍ଶୀଘ୍ର ବିବାହ କରିବେ। ଏନେଇ ସୋସିଆଲ…
ବିଜୟ ହଜାର ଟ୍ରଫି ନ ଖେଳି ଦୁବାଇରେ ସମୟ ବିତାଉଛନ୍ତି ଏହି ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଦଳରେ ମିଳିବନି ସ୍ଥାନ
ନୂଆଦିଲ୍ଲୀ, ୧୭।୧: ଭାରତୀୟ ଦଳର ଉଇକେଟ କିପର ସଞ୍ଜୁ ସାମସନ ବିଜୟ ହଜାର ଟ୍ରଫି ନ ଖେଳିବା ଚାମ୍ପିୟନ୍ସ ଟ୍ରଫି ଖେଳିବାରୁ ତାଙ୍କୁ ବଞ୍ଚିତ କରିପାରେ। ପୂର୍ବରୁ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ, ଜାତୀୟ ଟିମ୍ ସହିତ ଖେଳୁ ନ…
୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର
ନୂଆଦିଲ୍ଲୀ,୧୭।୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୋନୀତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ଖେଳାଳି ମନୁ…
ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍! ବିସିସିଆଇର ନୂଆ ନିୟମ
ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି। ଏକ ନୂତନ ୧୦-ସୂତ୍ରୀ ନୀତି’ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ୧୦ଟି ନିୟମ ରଖାଯାଇଛି ଯାହାକୁ ଖେଳାଳିମାନେ ଏବେଠାରୁ ପାଳନ କରିବାକୁ…
ଭୁବନେଶ୍ୱରକୁ ଫେରିବ ହକି ଫିଭର: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍
ଭୁବନେଶ୍ୱର, ୧୬।୧: ସମ୍ପ୍ରତି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଚାଲିଥିବାବେଳେ ଖୁବ୍ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର। କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି। ଏଫ୍ଆଇଏଚ୍ ଓ୍ବେବ୍ସାଇଟ୍ରେ…
ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍: ବିସିସିଆଇ ନେଲା ବଡ ନିଷ୍ପତ୍ତି, କଣ କରିବେ ଗମ୍ଭୀର…
ମୁମ୍ବାଇ,୧୬।୧: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ଘରେ ଏବଂ ଅଷ୍ଟ୍ରେଲିଆରେ ବିପକ୍ଷ ବିପର୍ଯ୍ୟୟ ପ୍ରଦର୍ଶନ ପରେ ଭାରତ ପୁରୁଷ କ୍ରିକେଟ୍ ଦଳର ସପୋର୍ଟ ଷ୍ଟାଫ୍ଙ୍କୁ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଟାଇମ୍ସ…
ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା
ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି। ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ…
ଭାରତର ବ୍ୟାଟିଂ କୋଚ ହେବାକୁ ଚାହୁଁଛନ୍ତି ଏହି କ୍ରିକେଟର, ଗମ୍ଭୀରଙ୍କ ସହ ମିଶି…
ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୩ ରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ପରେ ଟିମ ଇଣ୍ଡିଆର ଖେଳାଳି ଏବଂ ପ୍ରଶିକ୍ଷକ ଗୌତମ ଗମ୍ଭୀର ସମାଲୋଚନାର ଶିକାର ହୋଇଛନ୍ତି।…
‘ଫେକ ନ୍ୟୁଜ…,’ ବେଡ ରେଷ୍ଟ ଖବରକୁ ହସରେ ଉଡାଇ ଦେଲେ ବୁମରା
ନୂଆଦିଲ୍ଲୀ,୧୬।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କ ବିଷୟରେ ଏମିତି ଏକ ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କୁ ବେଡ ରେଷ୍ଟ ନେବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ବୁମରା ଏହି ଖବରକୁ ଭୁଲ ପ୍ରମାଣିତ କରିଛନ୍ତି। ବୁମରା ତାଙ୍କ…
Archives


