ଭାରତ ସହ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୩।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମାର୍ଚ୍ଚ, ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଓପନର ମାଥ୍ୟୁ ସର୍ଟ…
IPL 2025 ପାଇଁ ଅଧିନାୟକ ଘୋଷଣା କଲା କେକେଆର, ଏହି ଖେଳାଳିଙ୍କୁ ଦେଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ସବୁଠାରୁ ପ୍ରିୟ ଦଳ ମଧ୍ୟରୁ ଗୋଟିଏ ହେଉଛି କୋଲକାତା ନାଇଟ ରାଇଡର୍ସ (KKR)। କେକେଆର ଆଇପିଏଲ ୨୦୨୫ ପାଇଁ ଏହାର ନୂତନ ଅଧିନାୟକ ଘୋଷଣା କରିଛି। ଭାରତୀୟ କ୍ରିକେଟ ଦଳରୁ ବାହାରେ ଥିବା ଅଜିଙ୍କ୍ୟ…
ରୋହିତ ଶର୍ମା ଦଳରେ ରହିବା ଉଚିତ୍ ନୁହେଁ, ଶମାଙ୍କ ସମର୍ଥନରେ ବାହାରିଲେ TMC ଏମ୍ପି
ନୂଆଦିଲ୍ଲୀ,୩।୩: କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ମନ୍ତବ୍ୟ ଦେବା ପରେ କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। କିନ୍ତୁ ଏବେ ତୃଣମୂଳ କଂଗ୍ରେସ(TMC) ଏମ୍ପି ସୌଗତ ରୟ ତାଙ୍କ ସମର୍ଥନରେ ଆସିଛନ୍ତି। ରୋହିତ ଶର୍ମା ଦଳରେ…
ଦିନିକିଆ କ୍ରିକେଟ୍ରେ ପ୍ରଥମଥର ଘଟିଲା ଏମିତି…୨ ବୋଲର୍ କଲେ ବଡ଼ କୀର୍ତ୍ତିମାନ
ନୂଆଦିଲ୍ଲୀ,୩।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ୨ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୁହାଁମୁହିଁ ହେବେ। ଯଦିଓ ଉଭୟ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ, କିନ୍ତୁ ଏହି ମ୍ୟାଚ୍ରେ ଫଳାଫଳ ସ୍ପଷ୍ଟ କରିଦେଇଛି ସେମିଫାଇନାଲରେ କେଉଁ ଦଳ କାହା…
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ: ସଫେଇ ଦେଇ କହିଲେ…
ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫସିଯାଇଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି।…
ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ
ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ହେବ। ଟିମ ଇଣ୍ଡିଆର ଜଣେ ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼ ଖସି…
IND vs NZ: ପଡ଼ିଆରେ ଏମିତି କାମ କରିଦେଲେ ବିରାଟ କୋହଲି, ମୁଣ୍ଡରେ ହାତ ଦେଇଦେଲେ ଅନୁଷ୍କା
ଦୁବାଇ,୩।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଥିଲେ। ଏହା କୋହଲିଙ୍କ ୩୦୦ତମ ଦିନିକିଆ ମ୍ୟାଚ ଥିଲା ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହାକୁ ଦେଖିବା…
Video: ଅକ୍ଷର ପଟେଲଙ୍କ ପାଦ ଛୁଇଁଲେ ବିରାଟ କୋହଲି: ଜାଣନ୍ତୁ କାହିଁକି
ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫିର ଶେଷ ଗ୍ରୁପ୍ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୯ ରନ କରିଥିଲା। ଜବାବରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ…
ଚାମ୍ପିୟନ ପରେ ଅକ୍ଷୟ ଓ୍ବାଖରେଙ୍କ ବଡ଼ ଘୋଷଣା
ବିଦର୍ଭ,୨ା୩: ବିଦର୍ଭ ଅଫ-ସ୍ପିନର ଅକ୍ଷୟ ଓ୍ବାଖରେ ରଣ୍ଜୀ ଟ୍ରଫି କ୍ରିକେଟରୁ ରବିବାର ଅବସର ଘୋଷଣା କରିଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ରଣ୍ଜୀ ଚାମ୍ପିୟନ ହେବା ପରେ ୩୯ ବର୍ଷୀୟ ବାମହାତୀ ସ୍ପିନର ଏହି ନିଷ୍ପତ୍ତି ନେଇଛନ୍ତି। ସେ ୧୦୫ ଫାଷ୍ଟ-କ୍ଲାସ…
କ୍ରୀଡ଼ା ଛାତ୍ରାବାସରେ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୨ା୩: କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଛାତ୍ରାବାସର ନାବାଳକ ଅନ୍ତେବାସୀଙ୍କ ଦ୍ୱାରା କରାଯାଇଥିବା ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। କ୍ରୀଡା ଏବଂ ଯୁବ ସେବା ବିଭାଗର ଏକ…
New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ
ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍ ମ୍ୟାଚ୍ରେ ଭାରତ ୪୪ ରନ୍ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬…
ସର୍ବଭାରତୀୟ ଡିଏସ୍ କପ୍ ଫୁଟ୍ବଲ: ଉଦ୍ଘାଟନୀ ମ୍ୟାଚ୍ରେ ବେଙ୍ଗାଲୁରୁ ବିଜୟୀ
ବୌଦ୍ଧ,୨।୩(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଫୁଟ୍ବଲ ଆସୋସିଏଶନ ପକ୍ଷରୁ ସର୍ବଭାରତୀୟ ଡି. ଏସ୍. କପ୍ ଫୁଟବଲ ଟୁର୍ନାମେଣ୍ଟ ରବିବାର ଜିଲା ଷ୍ଟାଡିୟମରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ,…
Archives


