Semi-Final Champions Trophy: ଭାରତ ବନାମ ଅଷ୍ଟ୍ରେଲିଆ: ଟସ୍ ଜିତିଲା…
ଦୁବାଇ,୪ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ଆମନ୍ତ୍ରଣ ପାଇ ଫିଲ୍ଡିଂ କରିବ। ଉଭୟ ଦଳ ସେମାନଙ୍କ…
ଭାରତର ବିଜୟ ଲାଗି ଚାଲିଛି ପୂଜାପାଠ: ମ୍ୟାଚକୁ ନେଇ ଉତ୍ସାହିତ ପ୍ରଶଂସକ
ଭୁବନେଶ୍ୱର,୪।୩: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ICC ଚାମ୍ପିୟନ୍ସ ଟ୍ରଫିରେ ସେମିଫାଇନାଲ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରଶଂସକମାନେ ଭାରତୀୟ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରୁଛନ୍ତି। ଏପରିକି କେତେକ ସ୍ଥାନରେ ହୋମ ଯଜ୍ଞ କରାଯାଉଛି। ମ୍ୟାଚକୁ…
IND vs AUS: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବୟାନ, କହିଲେ ବଞ୍ଚାଇବାକୁ କେହି ଆସିବେନି…
ନୂଆଦିଲ୍ଲୀ,୪।୩: ନ୍ୟୁଜିଲାଣ୍ଡ ବିପକ୍ଷରେ କଷ୍ଟକର ପରିସ୍ଥିତିରେ ଶ୍ରେୟସ ଆୟର ଏକ ଭଲ ଇନିଂସ ଖେଳିଥିଲେ। ଏହି ବ୍ୟାଟସମ୍ୟାନ ୯୮ ବଲ୍ରେ ୭୯ ରନ କରିଥିଲେ। ସେ ତାଙ୍କ ଇନିଂସରେ ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଏବେ, ଶ୍ରେୟସ ଆୟର…
IND vs AUS: ଚାହିଁଲେ ଭାରତକୁ ଫାଇନାଲରେ ପହଞ୍ଚାଇପାରିବେ ଏହି ୩ ଖେଳାଳି
ନୂଆଦିଲ୍ଲୀ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ଆଜି ଦୁବାଇରେ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଗୋଟିଏ ପଟେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ସମଗ୍ର ଟୁର୍ନାମେଣ୍ଟରେ ଅପରାଜିତ ରହିଥିବା ବେଳେ ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ଏପର୍ଯ୍ୟନ୍ତ…
ଖେଳାଳିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା, କହିଲେ ମୁଁ ସିରାଜଙ୍କୁ…
ମୁମ୍ବାଇ,୪।୩: ବିଗ୍ବସ ଫେମ ମାହିରା ଶର୍ମା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଥାଆନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ…
ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଟାଇ ହେଲେ ଫାଇନାଲରେ ପହଞ୍ଚିବ ଏହି ଦଳ, ଜାଣନ୍ତୁ ICCର ନିୟମ
ନୂଆଦିଲ୍ଲୀ,୪।୩: ପୁଣି ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ମହାନ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ଟିମ ଇଣ୍ଡିଆ ତିନୋଟି ଗ୍ରୁପ ମ୍ୟାଚ ଖେଳିଥିଲା ଏବଂ ସମସ୍ତ ଜିତିଛି।…
IND vs AUS Semi-Final Live Streaming: ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ଦୁବାଇ,୪।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।…
ICC Champions Trophy: ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ
ଦୁବାଇ, ୪ା୩:ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ୩ରୁ ୩ ମ୍ୟାଚ ଜିତିଥିବା…
ମଙ୍ଗଳବାର ଦୁବାଇରେ ବର୍ଷା ସମ୍ଭାବନା: ଏମିତି ହେଲେ କିଏ ଜିତିବ ମ୍ୟାଚ, ଜାଣନ୍ତୁ…
ନୂଆଦିଲ୍ଲୀ,୩।୩: ମଙ୍ଗଳବାର ଦୁବାଇର ପାଗ ଖରାପ ହେବାକୁ ଯାଉଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ଆମେ ଭାରତୀୟମାନେ ଦୁବାଇର ପାଗକୁ ନେଇ ଚିନ୍ତିତ। ଯଦି ରୋହିତ ଶର୍ମା ଏବଂ ଦଳ ଦୁବାଇ…
ପାକିସ୍ତାନରେ ହେବ ମହିଳା ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର୍ସ
କରାଚୀ,୩ା୩: ପାକିସ୍ତାନ ଚଳିତ ମାସରେ ଆଉ ଏକ ଅନ୍ତଜର୍ର୍ାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଦେଶ ଚଳିତମାସ ପରବର୍ତ୍ତୀ ଭାଗରେ ମହିଳା ୫୦ଓଭର ବିଶ୍ୱକପ୍ କ୍ୱାଲିଫାୟର ଆୟୋଜନ କରିବାକୁ ଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ…
India Vs Australia: ସେମିଫାଇନାଲ ମ୍ୟାଚ୍ ପରିଚାଳନା କରିବେ ଗାଫାନେ, ଇଲିଙ୍ଗଓ୍ବର୍ଥ
ଦୁବାଇ,୩ା୩: ନ୍ୟୁଜିଲାଣ୍ଡର କ୍ରିସ ଗାଫାନେ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଫିଲ୍ଡ ଅମ୍ପାୟାର ଭାବେ ମଙ୍ଗଳବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ପରିଚାଳନା କରିବେ। ଇଂଲଣ୍ଡର ମାଇକେଲ ଗଫ ତୃତୀୟ ଅମ୍ପାୟାର ଓ ଜିମ୍ବାଓ୍ବେର ଆଣ୍ଡି…
ପାକିସ୍ତାନ ଉପରୁ ହଟିଲା ବାସନ୍ଦ
ଲାହୋର,୩ା୩: ପାକିସ୍ତାନ ଫୁଟବଲ ଫେଡେରେଶନ (ପିଏଫଏଫ) ତା’ର ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପରେ ଏହା ଉପରୁ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ବାସନ୍ଦ ହଟାଇଛି। ଫେଡେରେଶନ ପରିଚାଳନାରେ ସ୍ବଚ୍ଛତା ଲାଗି ସମ୍ବିଧାନରେ ଆବଶ୍ୟକ ଥିବା ପରିବର୍ତ୍ତନ ନ କରିବାରୁ…
Archives


