ଖେଳ

ସନ୍ନ୍ୟାସ ନେବେ ଦିନିକିଆର ନମ୍ବର ୧ ଅଲରାଉଣ୍ଡର, ଚମକାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ,୮।୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଭେଟେରାନ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ଦିନିକିଆ କ୍ରିକେଟରୁ ଅବସର ନେବେ। ନବୀ ବର୍ତ୍ତମାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ନମ୍ବର ୧ ଅଲରାଉଣ୍ଡର। ସେ...

ଏହି ୪ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିବ ଆରସିବି: ଡିଭିଲିୟର୍ସଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୭।୧୧: ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ଅନୁଷ୍ଠିତ ହେବ। ସମସ୍ତ ଦଳ ଏଥିପାଇଁ ପ୍ରାୟ ପ୍ରସ୍ତୁତି ଶେଷ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହା ବିରାଟ କୋହଲିଙ୍କ ସମେତ ୩ ଖେଳାଳିଙ୍କୁ ରଖିଛି। ଡି...

ଆର୍‌ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା

ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍‌ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍‌...

ଖୋଜାପଡ଼ିଲାଣି ରୋହିତଙ୍କ ଉତ୍ତରାଧିକାରୀ: ଏହି ଖେଳାଳିଙ୍କ ଉପରେ ବିସିସିଆଇର ନଜର

ନୂଆଦିଲ୍ଳୀ,୭।୧୧: ବିସିସିଆଇ ରୋହିତ ଶର୍ମାଙ୍କ ପାଇଁ ବିକଳ୍ପ ଖୋଜିବା ଆରମ୍ଭ କରିଛି। ନ୍ୟୁଜିଲାଣ୍ଡଠାରୁ ସିରିଜ ହାରିବା ପରେ ସମାନ ସୂଚକାଙ୍କ ଦେଖିବାକୁ ମିଳିଛି। ୩୭ ବର୍ଷୀୟ ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଫଳ ହୋଇଥିଲେ। ସେ ୬ଟି ଇନିଂସରେ ମାତ୍ର ୯୧...

କ୍ରିକେଟରେ ହାଇଡ୍ରାମା! ଅଧିନାୟକ କଥା ନ ଶୁଣିବାରୁ ମଇଦାନ ଛାଡ଼ି ପଳାଇଲେ ବୋଲର୍‌

ନୂଆଦିଲ୍ଲୀ,୭।୧୧: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲା। ଏଥିସହିତ ସେମାନେ ସିରିଜକୁ ୨-୧ରେ ଜିିତିଥିଲେ। ତେବେ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ଜବରଦସ୍ତ ଥିଲେ...

‘ଅଷ୍ଟ୍ରେଲିଆରେ ବି ଫେଲ୍‌ ମାରିବେ ରୋହିତ-ବିରାଟ’

ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍‌ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍‌ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ...

ବୁଢା ହୋଇଗଲେଣି ରୋହିତ ଶର୍ମା, ଅବସର ନେଇଯାନ୍ତୁ: ହିଟ୍‌ମ୍ୟାନଙ୍କ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ୩-୦ରେ ପରାଜୟବରଣ କରିଥିଲା। ବିରାଟ ଏବଂ ରୋହିତଙ୍କ ଏହି ଖରାପ ଫର୍ମକୁ ନେଇ...

ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର

ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା କୋର୍ଟକୁ ଯିବା ପର୍ଯ୍ୟନ୍ତ ମଧ୍‌ୟ କଥା ଯାଇଥାଏ। ଭାରତରେ ମଡେଲ ଟେନିସି ଆକ୍ଟ...

ମେଗା ନିଲାମ ପାଇଁ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ରଖିଲେ ଏହି ସବୁ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମର ତାରିଖ ପ୍ରକାଶ ପାଇଛି। ଘୋଷଣା କରି ବିସିସିଆଇ କହିଛି ଯେ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଡ୍ଡା ସହରରେ ଅନୁଷ୍ଠିତ ହେବ। ଏଥର ମେଗା ନିଲାମ...

ଅଚାନକ ବଦଳିଲେ ଅଷ୍ଟ୍ରେଲିଆ ଅଧିନାୟକ: ଜାଣନ୍ତୁ କାହିଁକି

ସିଡନୀ,୬।୧୧: ଦିନିକିଆ ଏବଂ ଟି-୨୦ ପାଇଁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ଘୋଷଣା କରାଯାଇଛି। ଜୋସ ଇଂଲିସଙ୍କୁ ଅଷ୍ଟ୍ରେଲିଆର ଦାୟିତ୍ୱ ଦିଆଯାଇଛି। ସେ ଅଧିନାୟକ ଭାବେ ଦିନିକିଆରେ ପ୍ୟାଟ କମିନ୍ସ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ମିଚେଲ ମାର୍ଶଙ୍କ ସ୍ଥାନ ନେବେ। ଜୋସ...

୧୭ ବର୍ଷ ପରେ ଏକାଠି ଖେଳିବେ ଭାରତ ଏବଂ ପାକିସ୍ତାନ ଖେଳାଳି! ବିରାଟ-ବାବର ଯୋଡି କରିବେ ଧମାଲ୍‌

ନୂଆଦିୀ,୬।୧୧: କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ ହେବାକୁ ଯାଉଛି। ଆଫ୍ରିକୀୟ କ୍ରିକେଟ ଆସୋସିଏସନ (ଏସିଏ) ବାର୍ଷିକ ବୈଠକରେ ୬ ଜଣିଆ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରାଯାଇଥିଲା, ଯାହା ଏସୀୟ ଏବଂ ଆଫ୍ରିକୀୟ...

ଅବସର ପରେ ମେଗା ଅକ୍ସନରେ ପାଦ ରଖିଲେ ଆଣ୍ଡରସନ, ୧୦ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ,୬।୧: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଇପିଏଲ ୨୨୫ ପାଇଁ ମେଗା ନିଲାମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ୪୨ବର୍ଷିୟ ଆଣ୍ଡରସନ ତାଙ୍କର ପ୍ରଥମ ଆଇପିଏଲ ଋତୁକୁ ଚାହିଁ ରହିଛନ୍ତି। ଏହାପୂର୍ବରୁ ସେ ଥରେ ଆଇପିଏଲ ଖେଳି ନଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri