‘ରୋହିତ ଶର୍ମା OUT’…ଫାଇନାଲ ପୂର୍ବରୁ ଅଧିନାୟକଙ୍କ ଉପରେ…
ନୂଆଦିଲ୍ଲୀ,୭।୩: ‘ରୋହିତ ଶର୍ମା ଆଉଟ୍’… କୌଣସି ICC ଟୁର୍ନାମେଣ୍ଟର ଫାଇନାଲରେ କମେଣ୍ଟ୍ରି ସମୟରେ ଏହି କଥା ବହୁତ ଶୀଘ୍ର ଶୁଣିବାକୁ ମିଳେ। ରବିବାର ୯ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମୁକାବିଲା ଖେଳାଯିବ। ଏମିତିରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ…
Steve Smith Retirement: ଷ୍ଟିଭ ସ୍ମିଥଙ୍କୁ ମିଳିବ ଏତେଟଙ୍କା ପେନସନ! ଜାଣନ୍ତୁ ଆଉ କେଉଁସବୁ ସୁବିଧା ମିଳିବ
ନୂଆଦିଲ୍ଲୀ,୭।୩:ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ତଥା ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ODI ଫର୍ମାଟରୁ ଅବସର ନେଇସାରିଛନ୍ତି। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଭାରତଠାରୁ ହାରିବା ପରେ, ଏହି ଅଷ୍ଟ୍ରେଲିୟ ଖେଳାଳି ଦିନିକିଆ କ୍ରିକେଟକୁ ଅଲବିଦା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଷ୍ଟିଭ ସ୍ମିଥ…
FIFA: ପାକିସ୍ତାନ ସମେତ ଏହି ଦେଶଗୁଡ଼ିକୁ ଫୁଟବଲ ବିଶ୍ୱକପରୁ ବ୍ୟାନ୍ କଲା ଫିଫା
ନୂଆଦିଲ୍ଲୀ,୭।୩: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜକ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିଛି। ଏଥିସହିତ ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ହାଇବ୍ରିଡ ମଡେଲ ଅନୁଯାୟୀ ଦୁବାଇରେ ଏହାର ମ୍ୟାଚ…
‘ଅଧିକ ଖୁସି ହେବା ଭଲ ନୁହେଁ’, ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ବି ରୋହିତଙ୍କ ଉପରେ ଅସନ୍ତୋଷ ଗାଭାସ୍କର, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୭।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ପହଞ୍ଚିଛି। ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ଗୋଟିଏ ବି ମ୍ୟାଚ ହାରି ନାହିଁ। ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ବି ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କ…
ବୀରେନ୍ଦ୍ର ସେହୱାଗଙ୍କ ଭାଇଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୭।୩: ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହୱାଗଙ୍କ ପରିବାର ସମସ୍ୟାରେ ପଡ଼ିଛନ୍ତି। ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୋଲିସ ଗିରଫ କରିଛି। ଏକ ରିପୋର୍ଟ ଅନୁଯାୟୀ, ବିନୋଦ ସେହୱାଗଙ୍କ ଚେକ ବାଉନ୍ସ ମାମଲା କୋର୍ଟରେ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…
ଅବସରରୁ ଫେରିଲେ ଫୁଟ୍ବଲ ଆଇକନ ସୁନୀଲ ଛେତ୍ରୀ
ନୂଆଦିଲ୍ଲୀ,୭ା୩: ଚଳିତ ମାସରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ଦଳକୁ ସାହାଯ୍ୟ କରିବା ଲାଗି ଭାରତୀୟ ଫୁଟ୍ବଲ ଆଇକନ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସର୍ବଭାରତୀୟ ପୁଟ୍ବଲ ମହାସଂଘ(ଏଆଇଏଫ୍ଏଫ୍) ପକ୍ଷରୁ ଅବଗତ କରାଯାଇଛି।…
IND vs NZ Final: ଗୋଲଡେନ୍ ବ୍ୟାଟ-ବଲ୍ ରେସ୍ରେ ଅଛନ୍ତି ଏହି ଖେଳାଳି
ଦୁବାଇ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। ଏହା ପୂର୍ବରୁ ଗୋଲଡେନ୍ ବ୍ୟାଟ ଏବଂ ବଲ ଜିତିବା ରେସ୍ରେ ଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ବ୍ୟାଟସମ୍ୟାନ ସର୍ବାଧିକ…
ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ନିଆଯାଇପାରେ ବଡ଼ ନିଷ୍ପତ୍ତି! ସାମ୍ନାକୁ ଆସିଲା ଚକିତ କଲା ଭଳି ରିପୋର୍ଟ
ନୂଆଦିଲ୍ଲୀ,୭।୩: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ICC ଚାମ୍ପୟନ୍ସ ଟ୍ରଫି ୨୦୨୫ପରେ ବିସିସିଆଇ ୨୦୨୭ ଦିନିକିଆ ବିଶ୍ୱକପ ଏବଂ ୨୦୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନସିପକୁ ଆଖି ଆଗରେ ରଖି…
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରୋହିତ ଶର୍ମାଙ୍କୁ ଝଟକା
ନୂଆଦିଲ୍ଲୀ,୭।୩: ୯ ମାର୍ଚ୍ଚରେ ଦୁବାଇ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ସମୟରେ ରୋହିତ ଶର୍ମାଙ୍କ କାନ୍ଧରେ ଏକ ବଡ଼ ଦାୟିତ୍ୱ ରହିବ। ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବ। ଏହା ପୂର୍ବରୁ, ହିଟମ୍ୟାନ…
ଡ୍ରେସିଂରୁମ୍ରେ ଶୋଇପଡ଼ିବାରୁ ଟାଇମ୍ଡ ଆଉଟ୍ ହେଲେ ଏହି ଖେଳାଳି
ରାଓ୍ବଲପିଣ୍ଡି,୬ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ପାକିସ୍ତାନ ବ୍ୟାଟର ସୌଦ ଶକିଲ ପ୍ରଥମଶ୍ରେଣୀ ଟୁର୍ନାମେଣ୍ଟର ପ୍ରେସିଡେଣ୍ଟ୍ସ କପ୍ ଫାଇନାଲରେ ଟାଇମ୍ଡ ଆଉଟ ହୋଇଛନ୍ତି। ନିଜ ପାଳି ଲାଗି ଅପେକ୍ଷା କରିଥିବା ବେଳେ ସେ ଡ୍ରେସିଂରୁମ୍ରେ ଶୋଇପଡ଼ିଥିଲେ। ସେ ପାକିସ୍ତାନ…
ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର
ନୂଆଦିଲ୍ଲୀ,୬।୩: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ଏହାର ଦୁଇ ଦିନ ପରେ,…
ରୋହିତ ଶର୍ମା ‘ମୋଟା’ ମନ୍ତବ୍ୟକୁ ନେଇ ବଡ଼ କଥା କହିଦେଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୬।୩:୨୦୨୫ ଚାମ୍ପିଅନ୍ସ ଟ୍ରଫି ସମୟରେ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ସମାଲୋଚନା ହୋଇଥିଲା। ଅଧିନାୟକ ରୋହିତଙ୍କ ଫିଟନେସକୁ ନେଇ ବିତର୍କ ଚାଲିଛି, କିନ୍ତୁ ସୂର୍ଯ୍ୟକୁମାର ଯାଦବ ତାଙ୍କ ସମର୍ଥନରେ ବାହାରି ଆସିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଭାରତର ଟି-୨୦ ଦଳର…
Archives


