IPL 2025ରେ ବୁମ୍ରାଙ୍କ ଖେଳିବା ଉପରେ ଆସିଲା ବଡ଼ ଅପଡେଟ୍, ବଢିଲା ଚିନ୍ତା
ନୂଆଦିଲ୍ଲୀ,୮।୩: ଜସପ୍ରିତ ବୁମ୍ରାଙ୍କୁ କ୍ରିକେଟ ମଇଦାନକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ଆଘାତ ଯୋଗୁ ବୁମ୍ରା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିପାରିନଥିଲେ, ଏବେ ଏକ ନୂତନ ଅପଡେଟ ଆସିଛି ଯେ ସେ ଆଇପିଏଲ ୨୦୨୫ର ପ୍ରଥମ ଦୁଇ ସପ୍ତାହରେ…
IND vs NZ Final: ଚାମ୍ପିଅନ୍ସ ଟ୍ରଫିରେ ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ବିରାଟ କୋହଲି: କରିପାରନ୍ତି ଏହି ବଡ଼ ରେକର୍ଡ
ଦୁବାଇ,୮।୩: ବିରାଟ କୋହଲିଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ଅଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଶେଷ ମ୍ୟାଚ୍ରେ କୋହଲି କ୍ରିସ ଗେଲଙ୍କ ଗୋଟିଏ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ରବିର ଦୁବାଇରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର…
ଚାମ୍ପିୟନ୍ସ ଟ୍ରଫି ପରେ ଅଧିନାୟକ ପଦ ହରାଇବେ ରୋହିତ! ରିପୋର୍ଟରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୮।୩: ଅଧିନାୟକ ଭାବରେ ରୋହିତ ଶର୍ମାଙ୍କର ଏକ ଉତ୍କୃଷ୍ଟ ରେକର୍ଡ ଅଛି। ସେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତୀୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ…
IND vs NZ Final: ପିଚ୍କୁ ନେଇ ଆସିଲା ବଡ଼ ଖବର, ହୋଇଗଲା ବଡ଼ ଓଲଟପାଲଟ…
ଦୁବାଇ,୭।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଖେଳାଳି ଏବଂ ଦଳଗୁଡ଼ିକର ପ୍ରଦର୍ଶନ ଅପେକ୍ଷା, ଭାରତକୁ କେବଳ ଦୁବାଇରେ ସମସ୍ତ ମ୍ୟାଚ ଖେଳିବାର ସୁବିଧା ମିଳିଥିବା ବିଷୟରେ ଅଧିକ ଆଲୋଚନା ହେଉଛି। ସମସ୍ତେ କହୁଛନ୍ତି ଯେ ସମାନ ଗ୍ରାଉଣ୍ଡ ଏବଂ ସମାନ ପ୍ରକାରର ପିଚରେ…
ବରୁଣ ଆମ ପାଇଁ ବଡ଼ ବିପଦ ସାଜିପାରନ୍ତି: ନ୍ୟୁଜିଲାଣ୍ଡ କୋଚ
ଦୁବାଇ, ୭ା୩: ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ କୋଚ ଗ୍ୟାରୀ ଷ୍ଟିଡଙ୍କ ମତରେ ଆସନ୍ତା ରବିବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ବଡ଼ ବିପଦ ହୋଇପାରନ୍ତି। ଏଥିଯୋଗୁ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ମିଷ୍ଟ୍ରୀ ସ୍ପିନରଙ୍କ ମୁକାବିଲା…
Champions Trophy 2025 : ଟସ୍ ଜିତିଲେ ମ୍ୟାଚ୍ ହାରିବ ଟିମ୍ ଇଣ୍ଡିଆ! ସାଂଘାତିକ କଥା କହିଦେଲେ ଖେଳ ବିଶେଷଜ୍ଞ
ଦୁବାଇ,୭।୩: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ ଖେଳାଯିବ । ଦୁବାଇ ଇଣ୍ଟରନାଶନଲ କ୍ରିକେଟ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ…
ଫାଇନାଲ ରାଉଣ୍ଡରେ ଅରବିନ୍ଦ
ପ୍ରାଗ୍(ଚେକ୍ ରିପବ୍ଲିକ), ୭ା୩: ଭାରତୀୟ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ ପ୍ରାଗ୍ ମାଷ୍ଟର୍ସ ଚେସ୍ ଟୁର୍ନାମେଣ୍ଟର ରାଉଣ୍ଡରେ ଚେକ୍ ରିପବ୍ଲିକର ଡେଭିଡ ନାଭାରାଙ୍କ ସହ ତାଙ୍କ ଗେମ୍ ଡ୍ର ରଖିଛନ୍ତି। ଏଥିସହିତ ସେ ତାଙ୍କର ପ୍ରଥମ ପ୍ରମୁଖ ଟାଇଟଲର ନିକଟତର ହୋଇଛନ୍ତି। ଏହି…
ହରମନପ୍ରୀତ୍ଙ୍କୁ ଜରିମାନା, ଜାଣନ୍ତୁ କାହିଁକି…
ଲକ୍ଷ୍ନୌ,୭ା୩: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହରମନପ୍ରୀତ୍ କୌରଙ୍କୁ ଶୁକ୍ରବାର ତାଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଗୁରୁବାର ସ୍ଥାନୀୟ ଏକ୍ନା କ୍ରିକେଟ ଷ୍ଟାଡିୟମରେ ୟୁପି ଓ୍ବାରିଅର୍ଜ ବିପକ୍ଷ ଓମେନ୍ସ ପ୍ରମିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ମ୍ୟାଚରେ ସେ ଅମ୍ପାୟରଙ୍କ ନିଷ୍ପତ୍ତିର…
କ୍ରିକେଟ ଟୁର୍ନାମେଣ୍ଟ: ଅମଲାପାଲି ଚାମ୍ପିୟନ
ଖଡ଼ିଆଳ,୭ା୩ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅମଲାପାଲିଠାରେ ଚାଲିଥିବା ମା’ ମାଉଲି କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ଅମଲାପାଲି ଓ ଭୋଜପୁର ଦଳ ମଧ୍ୟରେ ଅନୁଷ୍ଠିତ…
Final Champions Trophy: ରାହୁଲଙ୍କ ପରେ ବିରାଟ କୋହଲିଙ୍କ ବଢିଲା ଟେନଶନ
ଦୁବାଇ,୭।୩: ବିରାଟ କୋହଲି ଚାମ୍ପିଅନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଭାରତ ପାଇଁ ସର୍ବାଧିକ ୨୧୭ ରନ କରିଛନ୍ତି। ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଆସିଛି। ଆଶା କରାଯାଉଛି ଯେ ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ…
ଫାଇନାଲର ୪୮ ଘଣ୍ଟା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୭।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ବଡ଼ ଝଟ୍କା। ସେମିଫାଇନାଲ ମୁକାବିଲାରେୀ ଆହତ ହେବା ପରଠାରୁ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଖେଳି ନ ପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ତାଙ୍କୁ ନେଇ…
Roza During Match: କ’ଣ ମ୍ୟାଚ ସମୟରେ ରୋଜା ରଖିପାରିବେ ମୁସଲିମ କ୍ରିକେଟର, ଶାମିଙ୍କୁ ନେଇ ଝଡ
ନୂଆଦିଲ୍ଲୀ,୭।୩: ମୁସଲମାନମାନଙ୍କ ପାଇଁ ରମଜାନ ମାସ ପବିତ୍ର। ଇସଲାମିକ କ୍ୟାଲେଣ୍ଡର ଅନୁସାରେ, ଏହା ନବମ ମାସ ଏବଂ ଏହି ଦିନ ମୁସଲମାନମାନେ 29 କିମ୍ବା 30 ଟି ଉପବାସ ରଖନ୍ତି। ଇସଲାମରେ, ଉପବାସକୁ ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ, ସେଥିପାଇଁ ଅଧିକାଂଶ…
Archives


