ଖେଳ

ବରୁଣଙ୍କୁ ମିଳିଲା ବଡ଼ ପୁରସ୍କାର: ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ…

ନୂଆଦିଲ୍ଲୀ,୪।୨: ଭାରତୀୟ ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସମ୍ପ୍ରତି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳିବାର ଦେଖିବାକୁ ମିଳିଥିଲା। ବରୁଣ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା। ଏବେ…

ସଚିନ କି କୋହଲି ନୁହେଁ, ପଣ୍ଟିଂଙ୍କ ନଜରରେ ଏ ହେଉଛନ୍ତି ବିଶ୍ୱର ମହାନ କ୍ରିକେଟର୍‌

ନୂଆଦିଲ୍ଲୀ,୪।୨:ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କୁ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ କ୍ରିକେଟର ଭାବରେ ବିବେଚନା କରାଯାଏ। ବର୍ତ୍ତମାନ, ବିରାଟ କୋହଲିଙ୍କୁ ମଧ୍ୟ ଜଣେ କିମ୍ବଦନ୍ତୀ କ୍ରିକେଟର ଭାବରେ ବିବେଚନା କରାଯାଏ। କିନ୍ତୁ ଅଷ୍ଟ୍ରେଲିଆର ସଫଳ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି…

ହଠାତ୍‌ କ୍ରିକେଟ୍‌ରୁ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌

କଲମ୍ବୋ,୪।୨: ପାଖାପାଖି ଦେଢ଼ ଦଶନ୍ଧି ଧରି ଶ୍ରୀଲଙ୍କା କ୍ରିକେଟ ଦଳର ସେବା କରିଥିବା ଦିମୁଥ କରୁଣାରତ୍ନେ ଅବସର ଘୋଷଣା କରିଛନ୍ତି। ଗାଲେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରେ ସେ ଅବସର ନେବେ। କରୁଣାରତ୍ନେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ…

ଏ କ’ଣ କରିଦେଲେ ବିରାଟ କୋହଲି…ତାଙ୍କ ଆଗରେ ବଲିଉଡ୍‌ ଅଭିନେତା ଫେଲ୍‌

ନାଗପୁର,୪।୨: ବିରାଟ କୋହଲି କ୍ରିକେଟ ପଡ଼ିଆରେ ରନ ସଂଗ୍ରହ କରୁନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଗତ ବର୍ଷ ତାଙ୍କ ପାଇଁ ଭଲ ଚାଲି ନ ଥିଲା ଏବଂ ଏବେ ରଣଜୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ମାତ୍ର ୬ ରନ…

ବାରବାଟୀ ଲଢ଼େଇ ପାଇଁ କାଉଣ୍ଟଡାଉନ ଆରମ୍ଭ: ୫ରୁ କାଉଣ୍ଟରରେ ମିଳିବ ଟିକେଟ

କଟକ,୪ା୨ (କାର୍ତ୍ତିକ ସାହୁ): ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ସମୟ ପାଖେଇ ଆସୁଛି। ସବୁଠି ତତ୍ପରତା, ପ୍ରସ୍ତୁତିପର୍ବ ଚଳଚଞ୍ଚଳ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁକୁ ପରଖିବା ପାଇଁ ବିସିସିଆଇ କ୍ୟୁରେଟର ପ୍ରକାଶ ଯାଦବ ଓ ରାଜ୍ୟ କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି…

ଚଳିତ ମାସ ୧୫ରୁ କଳିଙ୍ଗରେ ହକି ଫିଭର, ଦର୍ଶକଙ୍କ ପାଇଁ ଫ୍ରି ଟିକେଟ

ଭୁବନେଶ୍ୱର, ୩।୨: ଓଡ଼ିଶା ହକି ପ୍ରେମୀଙ୍କ ପାଇଁ ଭଲ ଖବର। କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଆସନ୍ତା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଦର୍ଶକମାନେ ମାଗଣାରେ ସେମାନଙ୍କ ପ୍ରିୟ ହକି ତାରକାଙ୍କ ଆକ୍ସନକୁ ଉପଭୋଗ କରିପାରିବେ। ହକି ଇଣ୍ଡିଆ ପକ୍ଷରୁ ସୋମବାର ଏହା ଘୋଷଣା…

ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାଙ୍ଗିଗଲା ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି

ନୂଆଦିଲ୍ଲୀ,୩।୧: ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଭୟଙ୍କର ବୋଲିଂରେ ଭାରତୀୟ ଷ୍ଟାର ବ୍ୟାଟରଙ୍କ ଆଙ୍ଗୁଳି ଭାଙ୍ଗି ଯାଇଛି। ରବିବାର ମୁମ୍ବାଇରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଦଳର ଷ୍ଟାର ଉଇକେଟ କିପର ସଞ୍ଜୁ ସାମସନଙ୍କ ମଝି ଆଙ୍ଗୁଳିରେ ଆଘାତ ଲାଗିଥିଲା।…

ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କଲା ବିସିସିଆଇ

ନୂଆଦିଲ୍ଲୀ,୩।୧: ଭାରତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଟିମ ଇଣ୍ଡିଆ ଇତିହାସ ରଚିଛି। ପ୍ରାୟ ୭ ମାସ ପୂର୍ବେ, ଭାରତର ପୁରୁଷ ସିନିୟର ଦଳ ୨୦୨୪…

ପ୍ରଶଂସକଙ୍କୁ ନିଜ ଘରକୁ ଡାକିଲେ କୋହଲି: ଆଉ ତା’ପରେ ଯାହା ଘଟିଲା ସମସ୍ତେ କରିବେ ପ୍ରଶଂସା

ନୂଆଦିଲ୍ଲୀ,୩।୧: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ପ୍ରଶଂସକମାନେ ପ୍ରାୟତଃ କିଙ୍ଗ କୋହଲିଙ୍କ ଗୋଟିଏ ଝଲକ ପାଇବାକୁ ବ୍ୟାକୁଳ ଥାନ୍ତି। ଆଉ ଯଦି ବିରାଟ କୋହଲି ନିଜେ ପ୍ରଶଂସକଙ୍କୁ ତାଙ୍କ ଘର ଭିତରକୁ…

ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ

ମୁମ୍ବାଇ, ୨ା୨: ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୧୫୦ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ…

IND vs ENG 5th T20: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ: ଇଂଲଣ୍ଡ ଆଗରେ ବିଶାଳ ଟାର୍ଗେଟ

ମୁମ୍ବାଇ, ୨ା୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ଇଂଲଣ୍ଡ ଆଗରେ ଜିତିବା ପାଇଁ ୨୪୮ ରନର ଟାର୍ଗେଟ ଧାର୍ଯ୍ୟ କରିଛି।…

ବାରବାଟୀ ଦିନିକିଆ ପାଇଁ ବଢୁଛି ଉତ୍ସାହ, ଅଧଘଣ୍ଟାରେ ସରିଗଲା ଅନଲାଇନ୍ ଟିକେଟ୍

କଟକ, ୨ା୨: ଫେବ୍ରୁଆରୀ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି। ରବିବାର ଅପରାହ୍ଣ ୪ଟାରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ବେଳେ ମାତ୍ର ଅଧଘଣ୍ଟାରେ ଟିକେଟ୍ ସରିଯାଇଛି। ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri