ସିରିଜକୁ ଫେରିଲା ଇଂଲଣ୍ଡ, ଜିତିଲା ତୃତୀୟ ଟି୨୦
ରାଜକୋଟ, ୨୮।୧- ତୃତୀୟ ଟି୨୦ ଜିତିଲା ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି। ଇଂଲଣ୍ଡ ୨୦ ଓଭରରେ ୯ ଉଇକେଟ ହରାଇ ୧୭୧ ରନ କରିଥିଲା।...
ବୁମ୍ରାଙ୍କ ଐତିହାସିକ ସଫଳତା, ICC ଶ୍ରେଷ୍ଠ କ୍ରିକେଟର ଭାବେ…
ନୂଆଦିଲ୍ଲୀ,୨୮।୧: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ପକ୍ଷରୁ କ୍ରିକେଟର ଅଫ ଦି ଇୟରଙ୍କ ନାମ ଘୋଷଣା କରାଯାଇଛି। ଏଥିପାଇଁ ୪ ଜଣ ଖେଳାଳ ରେସ୍ରେ ଥିଲେ, ଯେଉଁଥିରେ ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ସହିତ ଇଂଲଣ୍ଡର ବ୍ୟାଟସମ୍ୟାନ ଜୋ ରୁଟ, ହ୍ୟାରି...
ପୁଣି ବୋଲିଂ ବାଛିଲେ ସୂର୍ଯ୍ୟକୁମାର, ୧୪ ମାସ ପରେ ଫେରିଲେ ଶାମି
ରାଜକୋଟ,୨୮।୧: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି୨୦ ମଙ୍ଗଳବାର ଖେଳାଯାଉଛି। ଏଥିରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପୁଣିଥରେ ବୋଲିଂକୁ ବାଛିଛନ୍ତି। କୋଲକାତା ଏବଂ ଚେନ୍ନାଇରେ ଲଗାତାର ବିଜୟ ପରେ ଟିମ୍ ଇଣ୍ଡିଆ ନିକଟରେ ସିରିଜକୁ କବ୍ଜା କରିବାକୁ...
କଡ଼ା ଭାଷାରେ ସମାଲୋଚନା କରୁଛନ୍ତି ସୁନୀଲ ଗାଭାସ୍କର, BCCI ନିକଟରେ ଅଭିଯୋଗ କଲେ ରୋହିତ
ମୁମ୍ବାଇ, ୨୮।୧: ବର୍ଡର-ଗାଭାସ୍କର ଟ୍ରଫି (BGT) ୨୦୨୪-୨୫ ସମୟରେ ଭାରତର ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତ ଏକ ଚ୍ୟାଲେଞ୍ଜିଂ ଥିଲା। ସେ ବ୍ୟାଟ୍ ଏବଂ ତାଙ୍କ ନେତୃତ୍ୱ ନେବାର ଦକ୍ଷତା ଉପରେ ପ୍ରଶ୍ନ ଘେରକୁ ଆସିଥିଲେ। ପିତୃତ୍ୱ...
ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍: ଟିକେଟ୍ର ଦାମ୍ ରହିଛି….
ନୂଆଦିଲ୍ଲୀ,୨୮।୧: କ୍ରିକେଟ ପ୍ରେମୀଙ୍କ ପାଇଁ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ରୋମାଞ୍ଚକର ଚାମ୍ପିଅନ୍ସ ଟ୍ରଫି ୨୦୨୫। ପାକିସ୍ତାନ ଏବଂ ଦୁବାଇ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ। ଏଥିରେ ୮ଟି ଦଳ ପରସ୍ପର ବିପକ୍ଷରେ ଖେଳିବେ। ଭାରତର ପ୍ରଥମ ମ୍ୟାଚ...
୧୩ ବର୍ଷ ପରେ ରଣଜୀକୁ ଫେରିବେ କୋହଲି
ନୂଆଦିଲ୍ଲୀ,୨୮।୧: ୧୨ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିବା ପୂର୍ବରୁ ଷ୍ଟାର ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ମଙ୍ଗଳବାର ଦିଲ୍ଲୀ ଦଳ ସହିତ ଅଭ୍ୟାସ ଆରମ୍ଭ କରିଛନ୍ତି। କିଛି ସମୟ ଧରି ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ୩୬...
ହୃଦୟ ଜିତିଲେ ବିରାଟ କୋହଲି: ପ୍ରଶଂସକଙ୍କୁ ଦେଲେ ଏମିତି ଉପହାର
ନୂଆଦିଲ୍ଲୀ,୨୮।୧:ବିରାଟ କୋହଲି ପ୍ରୟତଃ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏଥର କୋହଲି ତାଙ୍କ ବ୍ୟାଟିଂରେ ନୁହେଁ ବରଂ ତାଙ୍କ ଦାନଶୀଳତାରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କୋହଲି ଆଜିକାଲି ରଣଜୀ ଟ୍ରଫିକୁ ନେଇ ଖବରରେ ଅଛନ୍ତି। କୁହାଯାଉଛି ଯେ, ଜାନୁଆରୀ ୩୦ ତାରିଖରେ...
ସ୍ମୃତି ମନ୍ଧାନା ବର୍ଷର ଶ୍ରେଷ୍ଠ କ୍ରିକେଟର: ପୁରସ୍କାର ପାଇ ଦେଲେ ବଡ଼ ସଂକେତ…
ନୂଆଦିଲ୍ଲୀ,୨୭।୧: ତାରକା ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି। ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟର ଗତ ବର୍ଷ ଭାରତୀୟ ମହିଳା ଟିମ୍ ପାଇଁ ୧୩ଟି ଦିନିକିଆ...
ଇତିହାସ ରଚିଲେ ବୁମ୍ରା, ପ୍ରଥମ ଥର ଜଣେ ଭାରତୀୟ ଦ୍ରୁତ ବୋଲରଙ୍କୁ ମିଳିଲା ଏହି ପୁରସ୍କାର
ନୂଆଦିଲ୍ଲୀ,୨୭।୧: ଜସପ୍ରିତ ବୁମ୍ରାଙ୍କୁ ଆଜି ବିଶ୍ୱର ସର୍ବୋତ୍ତମ ବୋଲର ଭାବରେ ଗଣନା କରାଯାଏ। ସେ ପ୍ରତ୍ୟେକ ସୁଯୋଗରେ ଏହା ପ୍ରମାଣିତ କରିଛନ୍ତି। ବୁମ୍ରା ବର୍ତ୍ତମାନ ଯେଉଁଭଳି ଘାତକ ବୋଲିଂ କରୁଛନ୍ତି, ଅନ୍ୟ କୌଣସି ପେସ ବୋଲର ମଧ୍ୟ ତାଙ୍କ ପାଖାପାଖି...
ଜାନୁଆରୀ ୨୬, ଅଗଷ୍ଟ ୧୫ରେ ଶତକ ମାରିଛନ୍ତି ଏହି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୨୬।୧: ଆଜି ଭାରତ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜି ଭଳି ଦିନ ଅର୍ଥାତ୍ ୨୬ ଜାନୁଆରୀରେ କ୍ରିକେଟ୍ରେ ଶତକ ହାସଲ କରିବାର ସଫଳତା ହାସଲ କରିଛନ୍ତି ଜଣେ ମାତ୍ର ବ୍ୟାଟ୍ସମ୍ୟାନ୍। ସେ ହେଉଛନ୍ତି ବିରାଟ କୋହଲି। ଏସେ...
ହ୍ୟାଣ୍ଡ୍ସମ୍ ଯୋଗୁ ମୋତେ କରାଯାଉଥିଲା ଟାର୍ଗେଟ୍: ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ପାକିସ୍ତାନ କ୍ରିକେଟର୍
ଇସଲାମାବାଦ୍,୨୬।୧: ପାକିସ୍ତାନ ପାଇଁ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟସମ୍ୟାନ ଅହମ୍ମଦ ଶେହଜାଦ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କର ସୁନ୍ଦର ଲୁକ ଯୋଗୁ ବରିଷ୍ଠ ଖେଳାଳିମାନେ ତାଙ୍କୁ ଟାର୍ଗେଟ କରୁଥିଲେ। ତଥାପି ଶେହଜାଦ...
ଟି-୨୦ ଇତିହାସରେ ପ୍ରଥମ:ଜୋ ରୁଟ୍ଙ୍କ ଟିମ୍ର କମାଲ୍
ନୂଆଦିଲ୍ଲୀ,୨୬।୧: ଯେକୌଣସି କ୍ରିକେଟ ମ୍ୟାଚ୍ରେ ବୋଲିଂ ଦଳ ଦ୍ରୁତ ବୋଲରମାନଙ୍କ ସହିତ ଆରମ୍ଭ କରିଥାଏ। ତା’ପରେ ଯେତେବେଳେ ବଲ ପୁରୁଣା ହୋଇଯାଏ, ସ୍ପିନରମାନେ ମଧ୍ୟଭାଗକୁ ଆସନ୍ତି। ଟି-୨୦ କ୍ରିକେଟରେ, ପାୱାରପ୍ଲେ ଓଭର (ପ୍ରଥମ ୬ ଓଭର) ପ୍ରାୟତଃ ଦ୍ରୁତ ବୋଲରମାନଙ୍କ...
Archives


