କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର
କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍ ସାଇମନ କ୍ୟାଟିଚଙ୍କ ସହ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ରବିବାର ଘୋଷଣା କରାଯାଇଛି। କୋଚ…
ବିଜୟ ମାଲ୍ୟାଙ୍କୁ ‘ବିଗ୍ବସ୍’ କହି ଟ୍ରୋଲ ହେଲେ ଗେଲ୍
ଲଣ୍ଡନ, ୧୪।୭: ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ଫର୍ମୁଲା-୧ ବ୍ରିଟିଶ ଗ୍ରାଁ ଫ୍ରି ମୈଦାନରେ ମାଲ୍ୟାଙ୍କ ସହ ଏକ ଫଟୋ ଉଠାଇ ନିଜ ଟୁଇଟରରେ ସେ ପୋଷ୍ଟ କରିଛନ୍ତ। ଏହାସହ ସେ…
ବିଶ୍ୱକପ୍ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଲଡର୍ସ,୧୪।୭- ଚଳିତ ବଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ବର୍ଷା ଯୋଗୁ ଟସ୍ ବିଳମ୍ବରେ ହୋଇଛି। ଟସ୍ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଠାରେ ଖେଳାଯାଇଥିବା ୪ ବିଶ୍ୱକପ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ…
ପୁଣି ବଢ଼ିବ ଆଇପିଏଲ ଦଳ ସଂଖ୍ୟା
ମୁମ୍ବାଇ,୧୪।୭- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ସଂଖ୍ୟା ପୁଣି ଥରେ ବୃଦ୍ଧିପାଇବାର ସମ୍ଭାବନା ସୃଷ୍ଟି ହାଇଛି। ଅହମ୍ମଦାବାଦ୍ର ଆଦାନୀ ଗ୍ରୁପ, ପୁଣେର ଆରପିଜି ସଞ୍ଜୀବ ଗୋୟଙ୍କା ଗ୍ରୁପ, ରାଞ୍ଚତ୍-ଜାମସେଦପୁରର ଟାଟାଙ୍କ ସହ ଅନ୍ୟ କିଛି କର୍ପୋରେଟ ହାଉସ ଆଇପିଏଲ ଫ୍ରାଞ୍ଚାଇଜ…
ବିଜେନ୍ଦରଙ୍କ କ୍ରମାଗତ ୧୧ତମ ବିଜୟ
ନୂଆଦିଲ୍ଲୀ,୧୪।୭- ଭାରତୀୟ ପେସାଦାର ବକ୍ସର ବିଜେନ୍ଦର ସିଂଙ୍କ ଅପରାଜେୟ ଧାରା ଜାରି ରହିଛି। ସେ ୟୁଏସ୍ ପ୍ରଫେଶନାଲ ସର୍କିଟରେ ଆମେରିକାନ ବକ୍ସର ମାଇକ ସ୍ନିଡରଙ୍କୁ ନକ୍ଆଉଟ୍ କରି ଦେଇଛନ୍ତି। ଏହା ବିଜେନ୍ଦରଙ୍କ କ୍ୟାରିୟରର କ୍ରମାଗତ ୧୧ତମ ବିଜୟ। ୩୩ ବର୍ଷୀୟ ହରିୟାଣା…
ମହିଳା ହକି: ଜାତୀୟ ଶିବିରରେ ଓଡ଼ିଶାରୁ ୪
ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଜାତୀୟ ସିନିୟର ମହିଳା ହକି ଦଳର କୋଚିଂ କ୍ୟାମ୍ପ୍ ଲାଗି ଶନିବାର ହକି ଇଣ୍ଡିଆ ପକ୍ଷରୁ ୩୩ ଜଣିଆ କୋର୍ ଗ୍ରୁପ୍ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୪ ଜଣ ଖେଳାଳି ଦୀପ୍ଗ୍ରେସ ଏକ୍କା,…
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ
କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ। ଟେବୁଲ ଟେନିସ (ଟିଟି)ର ଏହି ମହାକୁମ୍ଭକୁ ଆଉ ମାତ୍ର ୩ ଦିନ ବାକି। ଏ…
ନିଜ ରେକର୍ଡ ଭାଙ୍ଗିଲେ ଆନସ, ହିମାଙ୍କୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଭାରତୀୟ ଧାବକ ମହମ୍ମଦ ଆନସ ଚେକ୍ ରିପବ୍ଲିକର କ୍ଲାଡନୋଠାରେ ଅନୁଷ୍ଠିତ କ୍ଲାଡନୋ ମେମୋରିଆଲ ଆଥ୍ଲେଟିକ ମିଟ୍ର ପୁରୁଷ ୪୦୦ ମିଟର ରେସ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଦୂରତାକୁ ଆନସ ୪୫.୨୧ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ…
ଜୁନିୟର ଶୁଟିଂ ବିଶ୍ୱକପ୍: ପ୍ରଥମ ଦିବସରେ ଭାରତକୁ ଦୁଇ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ଶୁଲ୍ଠାରେ ଜୁନିୟର ଶୁଟରଙ୍କ ଲାଗି ଆୟୋଜିତ କମ୍ବାଇନ୍ଡ ଓ୍ବାଲର୍ଡକପ୍ରେ ଭାରତର ଉଦୟବୀର ସିଦ୍ଧୁ ଡବଲ୍ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ପ୍ରତିଯୋଗିତାର ପ୍ରଥମ ଦିବସରେ ଭାରତ ପୋଲ ପୋଜିଶନ ହାସଲ କରିଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍ସ…
ଓପନରେ ଆୟୁଷ, ବାଳିକାରେ ଜ୍ୟୋତିକା ଅଗ୍ରଣୀ
କଟକ ଅଫିସ,୧୪ା୭-ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍ ଚେସ୍ ଚାମ୍ପିୟନଶିପ୍ରେ ଶନିବାର ୪ ରାଉଣ୍ଡ ଖେଳ ଶେଷ ହୋଇଛି। ଓପନ୍ ବର୍ଗରେ ଆୟୁଷ ଆର୍ଯ୍ୟନ ମହାପାତ୍ର, ଆୟୁଷ୍ମାନ ମହାନ୍ତି ଓ ଶ୍ରୀୟଂଶ ଦେ ୪ପଏଣ୍ଟ ଲେଖାଏ…
ଇଣ୍ଟରକଣ୍ଟିନେଣ୍ଟାଲ କପ୍: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ
ଅହମ୍ମଦାବାଦ, ୧୪ା୭ (ପି.ଟି.)-ଏଠାରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଉତ୍ତର କୋରିଆ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇଛି। ପ୍ରତିଯୋଗିତାରେ ଦଳର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଉତ୍ତର କୋରିଆ ତରଫରୁ ଜଙ୍ଗ୍…
ହାଲେପ୍ଙ୍କୁ ପ୍ରଥମ ଓ୍ବିମ୍ବେଲଡନ ଟାଇଟଲ
ଲଣ୍ଡନ, ୧୪ା୭- ରୋମାନିଆର ସିମୋନା ହାଲେପ୍ ପ୍ରଥମଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ଶନିବାର ସେଣ୍ଟର କୋର୍ଟଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଆମେରିକାର ବିଶିଷ୍ଟ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କୁ ୬-୨, ୬-୨ ସିଧାସଳଖ ସେଟ୍ରେ ହରାଇ ଦେଇଛନ୍ତି। ମ୍ୟାଚ୍ଟି…
Archives


