ବିଦା ହେବେ ଶ୍ରୀଲଙ୍କା କୋଚ୍
କଲମ୍ବୋ,୧୯ା୭(ଏଏଫ୍ପି)- ବିଶ୍ୱକପ୍ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ରେ ୯ ମ୍ୟାଚ୍ରୁ ୩ ବିଜୟ ହାସଲ କରିବାକୁ ସକ୍ଷମ…
ରଣ୍ଜୀ ଟ୍ରଫି ନକ୍ଆଉଟରେ ବ୍ୟବହାର ହେବ ଡିଆରଏସ୍
ନୂଆଦିଲ୍ଲୀ,୧୯ା୭(ପିଟି)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ରଣ୍ଜୀ ଟ୍ରଫିରେ ସୀମିତ ସଂଖ୍ୟକ ଡିଆରଏସ୍ (ଅମ୍ପାୟରଙ୍କ ନିଷ୍ପତ୍ତିର ପୁନଃ ବିଚାର) ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା କେବଳ ରଣଜୀ ଟ୍ରଫିର ନକ୍ଆଉଟ୍ ପର୍ଯ୍ୟାୟରେ ବ୍ୟବହାର ହେବ। ଗତ…
ଧିମା ବୋଲିଂ ହାର ପାଇଁ ସସ୍ପେଣ୍ଡ ହେବେ ନାହିଁ ଅଧିନାୟକ: ଆଇସିସି
ଲଣ୍ଡନ,୧୯ା୭(ପିଟି)- ଅନ୍ତର୍ଜାତୀୟ ମ୍ୟାଚ୍ରେ ଧିମା ବୋଲିଂ ହାର ଯୋଗୁ ଦଳର ଅଧିନାୟକଙ୍କୁ ଆଉ ସସ୍ପେଣ୍ଡ କରାଯିବ ନାହିଁ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି। ଏଭଳି ନିୟମ ଭଙ୍ଗ କରିବା ଲାଗି ମ୍ୟାଚ୍ ବିଜେତାଙ୍କୁ ମିଳିବାକୁ ଥିବା ପଏଣ୍ଟ ଆଉ ମିଳିବ…
ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ
କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏଥିପୂର୍ବରୁ…
ନ୍ୟୁଜିଲାଣ୍ଡର ଅଫ୍ ଦ ଇୟର ଲାଗି ଷ୍ଟୋକ୍ସ ମନୋନୀତ
ଅକ୍ଲାଣ୍ଡ,୧୯ା୭- ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟଭୂମିକ ଗ୍ରହଣ କରିଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନ୍ୟୁଜିଲାଣ୍ଡର ଅଫ୍ ଦ ଇୟର ସମ୍ମାନ ଲାଗି ମନୋନୀତ କରାଯାଇଛି। ରନର୍ସଅପ୍ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନଙ୍କ ନାମ ମଧ୍ୟ ଏଥିଲାଗି…
ଗୋଟିଏ ନିଷ୍ପତ୍ତି ବହୁ କ୍ରିକେଟରଙ୍କ କ୍ୟାରିୟର ଶେଷ କରିଦେଲା
ହରାରେ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେ କ୍ରିକେଟକୁ ସସ୍ପେଣ୍ଡ କରିଛି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ବାଓ୍ବେର ପ୍ରାୟ କ୍ରିକେଟରଙ୍କ କ୍ୟାରିୟରକୁ ଶେଷ କରି ଦେଇଛି। କ୍ରିକେଟର ସିକନ୍ଦର ରାଜା ଏ ସମ୍ପର୍କରେ ଟୁଇଟ୍ କରି କହିଛନ୍ତି, ଏଭଳି ଅନ୍ତର୍ଜାତୀୟ କ୍ରିକେଟ…
ଭାରତୀୟ ଘରୋଇ କ୍ରିକେଟରେ ଆଫଗାନିସ୍ତାନ ଖେଳାଳିଙ୍କ ଖେଳିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟରେ ଆଫଗାନିସ୍ତାନ ଦଳ ଏବେ ନୂଆ ଶକ୍ତି ଭାବେ ଉଭା ହୋଇଛି। ଆଉ ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବଡ଼ ହାତ ରହିଛି। ଆଫଗାନ ଦଳ ଗତ କିଛି ବର୍ଷ ହେଲା ଭାରତକୁ ତା’ର ଘର…
ଆଇସିସି ହଲ୍ ଅଫ ଫେମ୍ରେ ସାମିଲ ହେଲେ ସଚିନ
ଲଣ୍ଡନ, ୧୯।୭: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ଆଲାନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ମହିଳା ଖେଳାଳି କ୍ୟାଥରିନ୍ ଫିଟଜପ୍ୟାଟ୍ରିକଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି।…
କଟକ ସାଇ ହଷ୍ଟେଲରେ ରହିପାରିବେ ନାହିଁ ଭଲିବଲ ଖେଳାଳି
କଟକ ଅଫିସ,୧୯|୭- ରାଜ୍ୟ ଭଲିବଲ କ୍ରୀଡ଼ା ପ୍ରତି ଘନେଇଛି ବଡ଼ ଧରଣର ସଙ୍କଟ। ଓଡ଼ିଶାକୁ ଭାରତୀୟ କ୍ରୀଡ଼ାର କେନ୍ଦ୍ରସ୍ଥଳ ବୋଲି ବିବେଚନା କରାଯାଉଥିବା ବେଳେ ଭଲିବଲ ଭଳି ଏକ ଅଲିମ୍ପିକ କ୍ରୀଡ଼ାକୁ କଟକ ସାଇ ହଷ୍ଟେଲରୁ ବାଦ ଦେବା ପାଇଁ ଏବେ…
ରାଜ୍ୟଗୋଷ୍ଠୀ ଟିଟି ସେମିଫାଇନାଲ:ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର
କଟକ ଅଫିସ,୧୯|୭-ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ ଲାଇନ୍ଅପ୍ ହୋଇଯାଇଛି। ମହିଳା ବିଭାଗ ସେମିରେ ସିଙ୍ଗାପୁରକୁ ଭେଟିବ ଭାରତ। ଅନ୍ୟ ସେମିଫାଇନାଲରେ ଇଂଲଣ୍ଡ ଓ ନାଇଜେରିଆ ମଧ୍ୟରେ ମୁକାବିଲା ହେବ। ସେହିପରି ପୁରୁଷ ବିଭାଗ ସେମିଫାଇନାଲରେ…
କେନିଆ ଧାବିକାଙ୍କୁ ୮ବର୍ଷ ବାସନ୍ଦ
ନାଇରୋବି, ୧୮ା୭ (ଏଏଫ୍ପି)-କେନିଆର ମାରାଥନ ଧାବିକା ସାଲୋମ୍ ବିଓଟ ୮ବର୍ଷ ପାଇଁ ସସ୍ପେଣ୍ଡ ହୋଇଛନ୍ତି। ଦ୍ୱିତୀୟ ଥର ଡୋପ୍ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜୁନ୍ରେ…
ଟିମ୍ ସିଲେକ୍ସନ କମିଟି ବୈଠକ ଘୁଞ୍ଚିଲା
ନୂଆଦିଲ୍ଲୀ, ୧୯|୭ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ଟୁର୍ ପାଇଁ ଭାରତୀୟ କ୍ରିକେଟ ଦଳ ମନୋନୟନ ଲାଗି ହେବାକୁଥିବା ସିଲେକ୍ସନ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି। ସମ୍ପାଦକଙ୍କ ପରିବର୍ତ୍ତେ ପ୍ୟାନେଲର ଚେୟାରମ୍ୟାନଙ୍କ ଆବାହକତ୍ୱରେ ଏହି ବୈଠକ ହେବ ବୋଲି ପ୍ରଶାସକ କମିଟି(ସିଓଏ)ର ନିର୍ଦ୍ଦେଶ ପରେ ଏହି…
Archives


