ଖେଳ

କୁସ୍ତିଯୋଦ୍ଧା ଦୀପକଙ୍କ କୃତୀତ୍ୱ

ନୂଆଦିଲ୍ଲୀ, ୧୫।୮ (ପି.ଟି.)- ପ୍ରଥମ ଭାରତୀୟ ଭାବେ ୧୮ ବର୍ଷ ପରେ କୁସ୍ତିଯୋଦ୍ଧା ଦୀପକ ପୁନିଆ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ୍‌ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଇସ୍ତୋନିଆର ତାଲିନ୍ନଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦୀପକ ରୁଷିଆର ଆଲିକ ଶେଜୁଖୋଭଙ୍କୁ ପରାସ୍ତ କରି ଏହି…

ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିବାକୁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଦଳ ସହ ଯାତ୍ରା କରିଥିବା ଟିମ୍‌ ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜର ସୁନୀଲ ସୁବ୍ରମନିୟମଙ୍କୁ ସ୍ବଦେଶ ଫେରିଆସିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ଦ୍ଦେଶ ଦେଇଛି। କାରିବିୟାନସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ…

ଟେଲରଙ୍କ ଅପରାଜିତ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୦୩/୫

ଗାଲେ, ୧୪।୮(ପି.ଟି.): ସ୍ଥାନୀୟ ଗାଲେ ନ୍ୟାଶନାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ…

୧୯ ବର୍ଷରୁ କମ୍‌ ଦଳର କୋଚ୍‌ ପଦ ଦୌଡ଼ରେ ସାକଲିନ

କରାଚୀ,୧୪।୮(ପିଟି): ଦେଶର ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରେ ସାମିଲ ହୋଇଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ସାକଲିନ ମୁସ୍ତାକ। ଆଗାମୀ ବର୍ଷ ହେବାକୁ ଥିବା ଜୁନିୟର ବିଶ୍ୱକପ୍‌ ଲାଗି ପ୍ରସ୍ତୁତ ହେଉଥିବା ଦଳର କୋଚ୍‌ ପଦ ପାଇଁ…

ବିଶ୍ୱ ଭିନ୍ନକ୍ଷମ ଟି୨୦ ସିରିଜ୍‌ ଚାମ୍ପିୟନ ଭାରତ

ମୁମ୍ବାଇ,୧୪।୮(ପିଟି): ବିଶ୍ୱ ଶାରୀରିକ ଭିନ୍ନକ୍ଷମ ଟି୨୦ ସିରିଜ୍‌ର ପ୍ରଥମ ସଂସ୍କରଣରେ ଫେଭରାଇଟ୍‌ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୩୬ ରନ୍‌ରେ ଆୟୋଜକ ଇଂଲଣ୍ଡକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ…

ଅଲିମ୍ପିକ୍‌ ଚାମ୍ପିୟନ ଚାଇନିଜ ଭଲିବଲ ଖେଳାଳି ବାସନ୍ଦ

ଶାଙ୍ଘାଇ,୧୪।୮(ଏଏଫ୍‌ପି): ଚାଇନିଜ ଅଲିମ୍ପିକ୍‌ ଚାମ୍ପିୟନ ଭଲିବଲ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ୪ ବର୍ଷ ଲାଗି ବାସନ୍ଦ ହୋଇଛନ୍ତି। ଫଳରେ ୟାଙ୍ଗ ଫାଙ୍ଗଜୁ ଆଉ ଚାଇନିଜ ମହିଳା ଦଳକୁ ଅଲିମ୍ପିକ୍ସ ଟାଇଟଲ ଟୋକିଓରେ ବଜାୟ ରଖିବାରେ…

ଫେଡରର, ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ

ସିନସିନାଟି,୧୪।୮(ଏଏଫ୍‌ପି)- ଓ୍ବିମ୍ବେଲଡନ ଓପନ ଫାଇନାଲ ପରେ କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଓ ଶୀର୍ଷ ର଼୍ୟାଙ୍କଧାରୀ ନୋଭାକ ଜୋକୋଭିଚ୍‌ କୋର୍ଟକୁ ବିଜୟ ସହ ଫେରିଛନ୍ତି। ଦୁଇ ତାରକା ଖେଳାଳି ସିନସିନାଟି ମାଷ୍ଟର୍ସରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।…

କୋହଲିଙ୍କୁ କ୍ଷମା ମାଗିଲେ ଷ୍ଟେନ୍‌

ଜୋହାନ୍ସବର୍ଗ,୧୪।୮- ଆହତ ସମସ୍ୟା ଯୋଗୁ ପେସର ଡେଲ ଷ୍ଟେନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏବେ ସମ୍ପୂର୍ଣ୍ଣ ଫିଟ୍‌ ଓ ଉପଲବ୍ଧ ଥିଲେ ମଧ୍ୟ ତାଙ୍କୁ ଭାରତ ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଦକ୍ଷିଣ ଆଫ୍ରିକା ଦଳରେ…

କଶ୍ମୀର ଘଟଣା: ସର୍ଫରାଜ ଅହମ୍ମଦଙ୍କ ଟିପ୍ପଣୀ

କରାଚୀ,୧୪।୮- କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବାର ଗୋଟିଏ ସପ୍ତାହ ପରେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ଟିପ୍ପଣୀ ଦେଇଛନ୍ତି। କଶ୍ମୀର ଭାଇଙ୍କ ସହ ଆମ ପୂରା…

ଆଜିର ଦିନରେ କ୍ୟାରିୟରର ପ୍ରଥମ ଶତକ ଲଗାଇଥିଲେ ସଚିନ

ନୂଆଦିଲ୍ଲୀ,୧୪।୮- ୧୯୯୦ ମସିହା ଆଜିର ଦିନରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ। ସେତେବେଳେ ୧୭ ବର୍ଷୀୟ ସଚିନ ଓଲ୍ଡ ଟ୍ରାଫର୍ଡଠାରେ ୧୧୯ ରନ୍‌ର ଇନିଂସ ଖେଳିଥିଲେ। ଏଥିଯୋଗୁ ଭାରତୀୟ ଦଳ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ…

ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କଲା ଭାରତ, ମ୍ୟାଚ୍‌ର ହିରୋ ଜମ୍ମୁ-କଶ୍ମୀର ଖେଳାଳି

ଲଣ୍ଡନ, ୧୪।୮: ଇଂଲଣ୍ଡରେ ଚାଲିଥିବା ଦିବ୍ୟାଙ୍ଗ ଟି-୨୦ ବିଶ୍ୱ କ୍ରିକେଟ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଏକ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚର ହିରୋ ଥିଲେ ଜମ୍ମୁ-କଶ୍ମୀରର ଓ୍ବାସିମ୍‌ ଇକଓ୍ବାଲ। ସେ ୪୩ଟି ବଲରୁ ୬୯ରନ୍‌ କରି ଭାରତ ବିଜୟର ପ୍ରମୁଖ…

ଏଥିପାଇଁ ଡ୍ରେସ୍‌ ଖୋଲିଲେ ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି

ଲଣ୍ଡନ, ୧୪।୮:ଇଂଲଣ୍ଡର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ସାରା ଟେଲର ମହିଳା କ୍ରିକେଟରେ ଏକ ଜଣାଶୁଣା ନାଁ। କ୍ରିକେଟ ପଡିଆରେ ସେ ଅନେକ ରେକର୍ଡର ଅଧିକାରୀ ମଧ୍ୟ। ଖାସ୍‌ ଭାବେ ଓ୍ବିକେଟ୍‌ ପଛରେ ସେ ଅନେକ କ୍ରିକେଟରଙ୍କୁ ପାଣି ପିଆଇ ଦେଇଛନ୍ତି। ଏବେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri