ଜାତୀୟ ସିନିୟର ରଗ୍ବୀ ସେଭେନ୍ସ: ଓଡ଼ିଶା ଦଳ ଘୋଷିତ
ଭୁବନେଶ୍ୱର, ୧୭।୭(କ୍ରୀଡ଼ା ପ୍ରତିନିଧି): ବିହାରର ପାଟଣାସ୍ଥିତ ପାଟଳିପୁତ୍ର ଷ୍ଟାଡିୟମରେ ଜାତୀୟ ସିନିୟର ରଗ୍ବୀ ସେଭେନ୍ସ (ମହିଳା/ପୁରୁଷ) ଚାମ୍ପିୟନଶିପ୍ ଚଳିତମାସ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳ ଘୋଷିତ...
ପିକେଏଲ: ଆଟ୍ରାଚାଲିଙ୍କୁ ୟୁ ମୁମ୍ବା ନେତୃତ୍ୱ
ମୁମ୍ବାଇ,୧୭।୭(ପିଟି)- ଆସନ୍ତା ୨୦ ତାରିଖରୁ ହାଇଦ୍ରାବାଦଠାରେ ଆରମ୍ଭ ହେବାକୁ ଯାଉଛି ପ୍ରୋ କବାଡି ଲିଗ (ପିକେଏଲ)ର ୭ମ ସଂସ୍କରଣ। ଏଥିଲାଗି ୟୁ ମୁମ୍ବା ଫ୍ରାଞ୍ଚାଇଜ ବୁଧବାର ଇରାନ ଖେଳାଳି ଫାଜେଲ ଆଟ୍ରାଚାଲିଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରିଛି। ତାଙ୍କ...
ତୀରନ୍ଦାଜ ଦୀପିକାଙ୍କୁ ରୌପ୍ୟ
ଟୋକିଓ,୧୭।୭(ପିଟି)- ଦେଶର ଶୀର୍ଷ ର଼୍ୟାଙ୍କ ତୀରନ୍ଦାଜ ଦୀପିକା କୁମାରୀ ବୁଧବାର ୨୦୨୦ ଟୋକିଓ ଅଲିମ୍ପିକ୍ ଗେମ୍ସର ଟେଷ୍ଟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। କୋରିଆର ୧୮ ବର୍ଷୀୟା ଆନ ସାନଙ୍କଠାରୁ ସିଧାସଳଖ ସେଟ୍ରେ ପରାଜୟ ବରଣ କରିବାରୁ ଭାରତୀୟ ତୀରନ୍ଦାଜଙ୍କୁ...
ଆଇସିସି ବୈଠକରେ ଯୋଗଦେଇ ପାରିବେ ନାହିଁ ବିସିସିଆଇ ସମ୍ପାଦକ ଚୌଧାରୀ
ମୁମ୍ବାଇ,୧୭।୭- ଲଣ୍ଡନଠାରେ ଚାଲିଥିବା ଆଇସିସି ବୈଠକରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କୌଣସି ସଦସ୍ୟ ଯୋଗଦେଇ ପାରିବେ ନାହିଁ। ବିସିସିଆଇର କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀଙ୍କୁ ଆଇସିସି ବୈଠକରେ ଯୋଗଦେବା ଲାଗି ମନୋନୀତ କରାଯାଇଥିଲା। ହେଲେ ତାଙ୍କ ବିରୋଧରେ...
ଧୋନୀ ଆଉ ପ୍ରଥମ ଉଇକେଟକିପର ବିକଳ୍ପ ନୁହନ୍ତି
ନୂଆଦିଲ୍ଲୀ,୧୭।୭- ଆଇସିସି ବିଶ୍ୱକପ୍ରେ ଭାରତୀୟ ଦଳର ଅଭିଯାନ ଶେଷ ହେବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି। କେତେକ ରିପୋର୍ଟ ଅନୁଯାୟୀ, ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଘୋଷିତ ହେବାକୁ ଥିବା ଟି୨୦...
ଡୋପ୍ ଜାଲରେ ଟପ୍ ଭାରୋତ୍ତୋଳକ
ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଲଲିଥା ଗାରା ଓ ଜାତୀୟ ଚାମ୍ପିୟନ ସାହିଲ ଶର୍ମା (୧୦୨ କେଜି)...
ସିନ୍ଧୁ, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ
ଜାକର୍ତ୍ତା,୧୭।୭- ଦେଶର ଷ୍ଟାର ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର ସୁପର ୧୦୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏକ ମାସ ଧରି...
କେକେଆର କୋଚ୍ ହେଲେ ଟ୍ରେଭର ବାଇଲିସ
ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିୟନ ଦଳର କୋଚ୍ ଟ୍ରେଭର ବାଇଲିସଙ୍କୁ ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରିଛି। ବାଇଲିସଙ୍କୁ ପୂର୍ବତନ ନ୍ୟୁଜିଲାଣ୍ଡ...
ଭାରତ-ସିରିଆ ମ୍ୟାଚ ଡ୍ର
ଅହମ୍ମଦାବାଦ, ୧୭ା୭ (ପି.ଟି.)- ଭାରତ ଓ ସିରିଆ ମଧ୍ୟରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍ ମ୍ୟାଚ ୧-୧ ଗୋଲ୍ରେ ବରାବର ଭାବେ ଶେଷ ହୋଇଛି। ସ୍ଥାନୀୟ ଇକେଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚର ୫୨ତମ ମିନିଟ୍ରେ...
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆଜିଠାରୁ ମୁକାବିଲା, ଭାଗନେବେ ୧୨ ଦେଶ
କଟକ ଅଫିସ,୧୭ା୭-ବୁଧବାରଠାରୁ କଟକରେ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ମହାମୁକାବିଲା। ପ୍ରତିଯୋଗିତା ସ୍ଥଳ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୨ଟି ଦେଶର ପ୍ରତିଦ୍ୱନ୍ଦୀ ଏଥିରେ ଭାଗନେବେ । ୧୭ରୁ ୧୯...
ଦୂତୀଙ୍କ ନାମରେ ଆଥଲେଟିକ ଟ୍ରାକ୍: ଉଚ୍ଛ୍ବସିତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୭।୭(କ୍ରୀଡ଼ା ପ୍ରତିନିଧି)- ଇଟାଲିର ନାପୋଲିଠାରେ ଅନୁଷ୍ଠିତ ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସର ମହିଳା ୧୦୦ ମିଟର ରେସ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଦୂତୀ ଚାନ୍ଦଙ୍କୁ ମଙ୍ଗଳବାର କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ପ୍ରତି କିଟ୍ରେ ଅଧ୍ୟୟନରତ...
ଜୁନିୟର ଶୁଟିଂ ବିଶ୍ୱକପ୍: ବିଜୟବୀରଙ୍କୁ ତୃତୀୟ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୧୭ା୭ (ପି.ଟି.)-ଜର୍ମାନୀର ସୁଲ୍ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଜୁନିୟର ଶୁଟିଂ ବିଶ୍ୱକପ୍ରେ ବିଜୟବୀର ସିଦ୍ଧୁ ତାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ଏବଂ ରାଜକନଓ୍ବର ସିଂ ସାନ୍ଧୁ ଓ ଆଦର୍ଶ ସିଂଙ୍କୁ ନେଇ ଭାରତୀୟ ଦଳ ୨୫...
Archives


