ଖେଳ

ଭାରତ ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ ସିରିଜ : ମନୀଷ, ଆୟାର ଅଧିନାୟକ

ମୁମ୍ବାଇ, ୨୦ା୮(ପି.ଟି.)- ଚଳିତମାସ ୨୯ ତାରିଖରେ ଥିରୁଭାନନ୍ତପୁରମଠାରେ ଭାରତ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚରେ ମନୀଷ ପାଣ୍ଡେ ଭାରତ‘ଏ’ର ଅଧିନାୟକ ରହିବେ। ପରବର୍ତ୍ତୀ ୨ଟି ମ୍ୟାଚରେ ଶ୍ରେୟାସ…

ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌: ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍‌ ଚାମ୍ପିୟନଶିପ୍‌ରେ ଭାରତର ଇସୋ ଆଲ୍‌ବେନ୍‌ ଦୁଇଟି ପଦକ ଜିତିଛନ୍ତି। ଫଳରେ କୌଣସି ଏକ ଗ୍ଲୋବାଲ ଇଭେଣ୍ଟରେ ଭାରତ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ…

ମ୍ୟାଚ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ, ଏଆଇଟିଏ-ଆଇଟିଏଫ୍‌ ଆଲୋଚନା ଘୁଞ୍ଚିଲା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳଯିବାକୁଥିବା ଡେଭିସ୍‌ କପ୍‌ ମ୍ୟାଚକୁ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌)ର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ସୋମବାର ହୋଇନାହିଁ। ଏହାକୁ ମଙ୍ଗଳବାର ଘୁଞ୍ଚାଇ ଦିଆଯାଇଛି।…

ପ୍ରଜନେଶଙ୍କ ବିଜୟ ଅଭିଯାନ

ନର୍ଥ କାରୋଲିନା,୧୯।୮(ପିଟି): ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓ୍ବିନଷ୍ଟନ ସାଲେମ ଓପନ ଏଟିପ ଟୁର୍ନାମେଣ୍ଟରେ ବିଜୟ ସହ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ କେଡ୍ରିକ ମାର୍ସେଲ ଷ୍ଟିବଙ୍କୁ ହରାଇଛନ୍ତି। ବିଶ୍ୱର ୮୯ତମ…

ଓ୍ବିଲିୟମସନଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୯।୮: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ କ୍ରମାଗତ ଶତକ ଲଗାଇବା ପରେ ଲଡର୍‌ସ ଟେଷ୍ଟରେ…

କୋହଲି, ଧୋନୀଙ୍କଠାରୁ ବି ଅଧିକ ଦାମୀ ଗାଡ଼ି ଚଲାଉଛନ୍ତି ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଏକ ଲମ୍ବୋରଘିନି କାର୍‌ କିଣିଛନ୍ତି। ଏହି କାର୍‌ରେ ପାଣ୍ଡ୍ୟା ନିଜ ବଡ଼ ଭାଇ କୃନାଲଙ୍କ ସହ ଜିମ୍‌ ଯାଉଥିବାବେଳର ଫଟୋ ଭାଇରାଲ ହୋଇଛି। ଏହି ଗାଡିର ମୂଲ୍ୟ ୩ରୁ ୫ ୫…

କିଜ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୧୯।୮(ଏଏଫ୍‌ପି): ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ସିନସିନାଟି ମାର୍ଷ୍ଟସ ଟୁର୍ନାମେଣ୍ଟରେ ମାଡିସନ କିଜ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ସ୍ବେତଲାନା କୁଜନେସ୍ତୋଭାଙ୍କୁ ୭-୫, ୭-୬ (୭/୫) ସେଟ୍‌ରେ ହରାଇ ଦେଇଛନ୍ତି। ଏଥିସହିତ ୨୦୧୭ ୟୁଏସ୍‌ ଓପନ ଉପବିଜେତା ଚଳିତ…

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌ ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେହିଭଳି ୬ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏକଦିବସୀୟ…

ଜନସନ ଏମ୍‌ସିସିର ଆଜୀବନ ସଦସ୍ୟ

ଲଣ୍ଡନ,୧୯।୮(ପିଟି): ପୂର୍ବତନ ଅଷ୍ଟ୍ରେଲିଆ ପେସର ମିଚେଲ ଜନସନ ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ସମ୍ମାନଜନକ ଆଜୀବନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଲଡର୍‌ସ ଟେଷ୍ଟବେଳେ କ୍ରିକେଟ ନିୟମ ସୁରକ୍ଷାକାରୀ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି।…

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କେ.ଏଲ ରାହୁଲ

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଖେଳାଳି କେ.ଏଲ ରାହୁଲ କ୍ରିକେଟ ଅପେକ୍ଷା ନିଜ ପ୍ରେମକ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡାଯାଇଛି। ନିକଟରେ ତାଙ୍କ ନାମ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କ ସହ…

କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବୈଠକରେ ଯୋଗଦେବେ ନାହିଁ ସଚିନ

ମୁମ୍ବାଇ,୧୯।୮: ପ୍ରଶାସକ କମିଟି (ସିଓଏ)ର ନୂଆ ସଦସ୍ୟ ରବୀନ୍ଦ୍ର ଥୋଡ୍‌ଗେ ଓ ଜେନାରାଲ ମ୍ୟାନେଜର (ଅପରେଶନ) ସବା କରିମ ପୂର୍ବତନ କ୍ରିକେଟରଙ୍କୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ସମ୍ପର୍କରେ ଆଲୋଚନା କରିବା ପାଇଁ ସୋମବାର ବୈଠକ ଡକାଇଛନ୍ତି। କେତେଜଣ…

କୋହଲିଙ୍କ ଡୁପ୍ଲିକେଟ୍‌ ହଲିଉଡ୍‌ ଷ୍ଟାର

ମୁମ୍ବାଇ,୧୯।୮: ଅନେକ ସମୟରେ ଶୁଣିବାକୁ ମିଳେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ୭ ଜଣ ଡୁପ୍ଲିକେଟ୍‌ ବିଶ୍ୱରେ କେଉଁଠି ନା କେଉଁଠି ରହିଥାନ୍ତି। ସେହିଭଳି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ରହିଛନ୍ତି। ସେ ହେଉଛନ୍ତି ହଲିଉଡର ଲୋକପ୍ରିୟ ଅଭିନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri