ବାପାଙ୍କ ବିୟୋଗ ଲାଗି ୟୁଏସ୍ ଓପନ୍ରୁ ଓହରିଲେ ଆମଣ୍ଡା
ନ୍ୟୁୟର୍କ, ୨୨।୮- ଆମେରିକା ଟେନିସ ଲଳନା ଆମଣ୍ଡା ଆନିସିମୋଭା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍ ଓପନ୍ରୁ ଓହରି ଯାଇଛନ୍ତି। ତାଙ୍କ ବାପା ତଥା କୋଚ୍ କୋନ୍ଷ୍ଟାଣ୍ଟିନାଙ୍କ ବିୟୋଗ ଯୋଗୁ ୧୭…
ଦୀପ୍ତିଙ୍କ ଦମ୍ଦାର ପ୍ରଦର୍ଶନ, ମନ୍ଧାନା ବିଫଳ
ଲଣ୍ଡନ, ୨୨।୮- ଏଠାରେ ଚାଲିଥିବା ଓ୍ବମେନ୍ସ କ୍ରିକେଟ୍ ସୁପର୍ ଲିଗ୍ର ଏକ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟର୍ ଦୀପ୍ତି ଶର୍ମାଙ୍କ ଦମ୍ଦାର ଅଲ୍ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ମିଳିଛି। ଓ୍ବେଷ୍ଟର୍ନ ଷ୍ଟ୍ରମ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୀପ୍ତି ବ୍ୟାଟିଂରେ ୨୬ ବଲରୁ ୩୨…
ଆର୍ମି ଟ୍ରେନିଂ ସାରି ଏବେ ଏହି କାମରେ ଧୋନୀ
ନୂଆଦିଲ୍ଲୀ, ୨୨।୮:ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରୁ ବିଶ୍ରାମ ନେଇ ଭାରତୀୟ ସେନାରେ ଯୋଗଦେଇଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହିସମୟ ମଧ୍ୟରେ ସେ ଟେରିଟୋରିଆଲ ଆର୍ମିରେ ୧୫ଦିନ ରହି ଟ୍ରେନିଂ ନେବା ପରେ ଏବେ ସେ ନିଜ ବ୍ୟବସାୟିକ କାର୍ଯ୍ୟରେ…
ପ୍ରଥମ ଟେଷ୍ଟ: ପଲ୍ଙ୍କ ସ୍ଥାନରେ କୁମିନ୍ସ
ନର୍ଥ ସାଉଣ୍ଡ୍ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍ ଭିଭିଆନ୍ ରିଚାଡର୍ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍ ଦଳକୁ ଧକ୍କା ଲାଗିଛି। ଦଳର ଯୁବ ଅଲ୍ରାଉଣ୍ଡର କେମୋ ପଲ୍ ଆଘାତଜନିତ…
ୟୁଏସ୍ ଓପନ୍: ଜୋକୋଭିଚ୍, ଓସାକଙ୍କୁ ଟପ୍ ସିଡ୍
ନ୍ୟୁୟର୍କ, ୨୨।୮ (ଏଏଫ୍ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍ ଓପନ୍ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ଟେନିସ ପ୍ରତିଯୋଗିତାର ଏହା ହେବ ୧୩୯ତମ ସଂସ୍କରଣ। ସର୍ବିୟା ତାରକା ନୋଭାକ ଜୋକୋଭିଚ୍…
ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କ ପରେ ଏବେ ଆଉ ଜଣେ ବିଦେଶୀ କ୍ରିକେଟର୍ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଖୁବଶିଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣପଡିଛି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ…
ଅପିଲ୍ କରି ତଳେ ପଡିଗଲେ ବୋଲର, ଆଉଟ ଦେବା ପରିବର୍ତ୍ତେ ହସିଲେ ଅମ୍ପାୟାର
ଲଣ୍ଡନ, ୨୨।୮: ସସେକ୍ସ ଏବଂ ମିଡିଲସେକ୍ସ ମଧ୍ୟରେ ଖେଳାଯାଉଥିବା ଏକ କାଉଣ୍ଟିଂ ମ୍ୟାଚରେ ଏକ ଭିନ୍ନ ନଜାରା ଦେଖିବାକୁ ମିଳିଛି। ମିଡିଲସେକ୍ସର ବ୍ୟାଟ୍ସମ୍ୟାନ୍ ଜେମ୍ସ ହ୍ୟାରିସ୍ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବୋଲିଂ କରୁଥିଲେ ସସେକ୍ସର ବୋଲର ଟମ୍ ହେନ୍ସ। ଏକ ବଲ୍ରେ…
ସଚିନଙ୍କ ଗୋଟିଏ ରେକର୍ଡ ଭାଙ୍ଗିପାରିବେନି କୋହଲି: ସେହଓ୍ବାଗ
ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କ୍ରିକେଟ ପିଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ଅଛି ଯାହା କୋହଲିଙ୍କୁ ଭାଙ୍ଗିବା ପାଇଁ କଷ୍ଟକର ହୋଇପାରେ ବୋଲି ଭାରତୀୟ ଦଳର ପୂର୍ବତନ…
ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ
ଲିଡ୍ସ,୨୨।୮(ଏଏଫ୍ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିବାରୁ ଅଷ୍ଟ୍ରେଲିଆ ଏହି ୫ ମ୍ୟାଚ୍…
କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ
ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ କୁମ୍ବଲେ ଜଣେ ଉପଯୁକ୍ତ ପାର୍ଥୀ। କିନ୍ତୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରୁ ଭାରତର ଅଭିଯାନ
ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୨।୮(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପ୍ରାରମ୍ଭିକ ସଂସ୍କରଣରେ ଭାରତ ଗୁରୁବାରଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରୁ ତା’ର ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ ଭିଭିଆନ ରିଚାଡର୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ବିଜୟୀ ହୋଇ ବିରାଟ…
ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ହକି ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ
ଟୋକିଓ(ଜାପାନ), ୨୨।୮- ଏଠାରେ ଅନୁଷ୍ଠିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ମହିଳା ଦଳ ଜାପାନକୁ ୨-୧ ଗୋଲରେ ହରାଇଥିବାବେଳେ ପୁରୁଷ ଦଳ ନ୍ୟୁଜିଲାଣ୍ଡକୁ ୫-୦…
Archives


