୧୫ ବର୍ଷରୁ କମ୍ ଫୁଟ୍ବଲ: ଭାରତକୁ ‘ସାଫ୍’ ଟାଇଟଲ
କଲ୍ୟାଣୀ, ୧।୯ (ପି.ଟି.)-ନେପାଳକୁ ୭-୦ ଗୋଲରେ ପରାସ୍ତ କରି ଭାରତ ୧୫ ବର୍ଷରୁ କମ୍ ସାଫ୍ (ସାଉଥ ଏସିଆନ ଫୁଟ୍ବଲ ଫେଡେରେଶନ) ଚାମ୍ପିୟନଶିପ୍ ଟାଇଟଲ ହାସଲ କରିଛି। ଶନିବାର କଲ୍ୟାଣୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଏକତରଫା ଫାଇନାଲରେ ଷ୍ଟ୍ରାଇକର ଶ୍ରୀଦାର୍ଥ ନଙ୍ଗ୍ମିକାପମ୍…
ଓଜନିଆକିଙ୍କୁ ହରାଇଲେ ଆଣ୍ଡ୍ରେସ୍କୁ
ନ୍ୟୁୟର୍କ,୧।୯-ଚଳିତ ୟୁଏସ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୧୫ତମ ସିଡ୍ ତଥା କାନାଡାର ବିନାକା ଆଣ୍ଡ୍ରେସ୍କୁ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ଏକ ମହିଳା ସିଙ୍ଗଲ୍ସରେ ଏହି ୧୯ ବର୍ଷୀୟା ଖେଳାଳି ୬-୪, ୬-୪ ସେଟ୍ରେ ପୂର୍ବତନ…
ଦ୍ୱିତୀୟ ଅନ୍ଅଫିସିଆଲ ଦିନିକିଆ : ଭାରତ ଏ’ ବିଜୟୀ
ଥିରୁବନନ୍ତପୁରମ,୩୧।୮(ପି.ଟି.)- ସ୍ଥାନୀୟ ଗ୍ରୀନ୍ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଅନ୍ଅଫିସିଆଲ ଦିନିକିଆ ମ୍ୟାଚ୍ରେ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ ଏ’ ଗୋଟିଏ ଓଭର ବାକି ରଖି ୨ ଉଇକେଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଏ’କୁ ପରାସ୍ତ କରିଛି।…
ଶଶି ମୁକୁନ୍ଦ ଫାଇନାଲରେ
ବାଓଟୋ (ଚାଇନା), ୩୧ା୮ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଶଶି କୁମାର ମୁକୁନ୍ଦ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଏକ ଏଟିପି ଚ୍ୟାଲେଞ୍ଜର ଟୁରରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ନିକଟରେ ଭାରତୀୟ ଡେଭିସ୍ କପ୍ ଦଳରେ ଜଣେ ରିଜର୍ଭ ଖେଳାଳି ଭାବେ ସ୍ଥାନ…
ଭାରତୀୟ ସ୍କୁଲ ଛାତ୍ରୀଛାତ୍ରଙ୍କ କଳାବାଜିରେ ଚକିତ ଅଲିମ୍ପିକ୍ସ ଚାମ୍ପିୟନ
ନୂଆଦିଲ୍ଲୀ,୩୧।୮: ଦୁଇ ଛାତ୍ରୀଛାତ୍ରଙ୍କ ରାସ୍ତାରେ କଳାବାଜି (ସମରସଲ୍ଟିଂ) କରୁଥିବାବେଳର ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଭିଡିଓରେ ପ୍ରଥମେ ଛାତ୍ର ଓ ପରେ ଛାତ୍ରୀ ରାସ୍ତାରେ ନିଜର କଳାବାଜି ଦେଖାଉଛନ୍ତି। ଏହାକୁ ଶେୟାର କରିଛନ୍ତି…
ପ୍ରିକ୍ୱାର୍ଟରରେ ଜୋକୋଭିଚ୍
ନ୍ୟୁୟର୍କ,୩୧।୮: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍ ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍ରେ ଡେନିସ କୁଡଲାଙ୍କୁ ୬-୩, ୬-୪, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ଆର୍ଥର ଆଶେ ଷ୍ଟାଡିୟମରେ…
ମିଡ୍ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ
ନ୍ୟୁୟର୍କ,୩୧।୮: ବିଶ୍ୱକପ୍ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍ର ଇନିଂସ ଯୋଗୁ ମିଡ୍ଲସେକ୍ସ ରେକର୍ଡ ରନ୍ର ପିଛା କରି ସମରସେଟ୍ ହରାଇଛି। ପ୍ରଥମେ ବ୍ୟାଟିଂ କରି ସମରସେଟ ଧାର୍ଯ୍ୟ…
ତିଓ୍ବାରୀଙ୍କ ସ୍ଥାନରେ ଈଶ୍ୱରନଙ୍କୁ ବେଙ୍ଗଲର ନେତୃତ୍ୱ
କୋଲକାତା,୩୧।୮: ଆଗାମୀ ଘରୋଇ କ୍ରିକେଟ ସିଜନରେ ଅଭିମନ୍ୟୁ ଈଶ୍ୱରନ ବେଙ୍ଗଲ ଦଳର ନେତୃତ୍ୱ ନେବେ। ମଙ୍ଗଳବାରଠାରୁ ଜୟପୁରଠାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଲାଗି ଈଶ୍ୱରନଙ୍କ ନେତୃତ୍ୱରେ ୨୧ ଜଣିଆ ବେଙ୍ଗଲ ଦଳ ଘୋଷଣା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ନୂଆ ମୋଟେରା ଷ୍ଟାଡିୟମ
ମୁମ୍ବାଇ,୩୧।୮: ଆଉ କିଛି ମାସରେ ଗୁଜରାଟର ଆର୍ଥିକ ରାଜଧାନୀ ଅହମ୍ମଦାବାଦଠାରେ ରାଜ୍ୟର ନୂଆ କ୍ରିକେଟ ଷ୍ଟାଡିୟମ ଉଦ୍ଘାଟିତ ହେବ। ୧ ଲକ୍ଷ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ଓ ୨୦୨୦, ଜାନୁୟାରୀ…
୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ
କିଙ୍ଗ୍ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ ଓଜନଦାର କ୍ରିକେଟର ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ୬ ଫୁଟ୍ ୬ ଇଞ୍ଚ…
୫ ଉଇକେଟ ପଡ଼ିବା ସତ୍ତ୍ୱେ ଭାରତର ସ୍ଥିତି ଦୃଢ଼
କିଙ୍ଗ୍ଷ୍ଟନ (ଜାମାଇକା),୩୧।୮: ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ବିଶ୍ୱ ଚାମ୍ପିୟନଶିପର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଦିନରେ ୫ ଉଇକେଟ ହରାଇଥିଲେ ମଧ୍ୟ ଦୃଢ଼ ସ୍ଥିତିରେ ରହିଛି।…
କାଲାଘାନ କପ୍ରେ ଭାଗନେବ ଭୁବନେଶ୍ୱର
ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ସର୍ବଭାରତୀୟ ଜାତୀୟ ଡିଭିଜନ-୨ କାଲାଘାନ କପ୍ ରଗ୍ବୀ ଚାମ୍ପିୟନଶିପ୍(ମହିଳା, ପୁରୁଷ) ସେପ୍ଟେମ୍ବର ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଣ୍ଡିଗଡ଼ ରଗ୍ବୀ ଫୁଟବଲ ଆସୋସିଏଶନ(ସିଆରଏଫଏ) ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିରେ…
Archives


